Browsing Category

ରାଜନୀତି

ବିରୋଧୀଙ୍କ ଉପରେ ବର୍ଷିଲେ ମନମୋହନ, କହିଲେ ‘ବିଧାନସଭାରେ ମର୍ଯ୍ୟାଦା ରହିବା ଜରୁରୀ’

ଭୁବନେଶ୍ବର: ରାଜଧାନୀରେ କଂଗ୍ରେସର ଗର୍ଜନ ଦେଖିବାକୁ ମିଳିଛି । ଶହ ଶହ କର୍ମୀ ପଦଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାତ୍ରା କରୁଛନ୍ତି । ବିଧାନସଭା ଘେରାଉ ନେଇ ଚେତାବନୀ ଦେଇଛି କଂଗ୍ରେସ । ଏହାରି ଭିତରେ ଏକ…

ରାମମନ୍ଦିର ଛକରେ ଭିଡ଼: ଏକାଠି ହେଲେ କଂଗ୍ରେସ ନେତା ଓ କର୍ମୀ

ଭୁବନେଶ୍ୱର: ଆଜି ବିଧାନସଭା ଘେରାଉ କରିବ କଂଗ୍ରେସ। ଏ ନେଇ ଭୁବନେଶ୍ୱର ରାମମନ୍ଦିର ଛକରେ ଭିଡ଼ ଦେଖିବାକୁ ମିଳିଛି। ଏଠାରେ ଧିରେ ଧିରେ ଏକାଠି ହେଉଛନ୍ତି କଂଗ୍ରେସ ନେତା ଓ କର୍ମୀ। ମାଷ୍ଟରକ୍ୟାଣ୍ଟିନରେ ବି କଂଗ୍ରେସ…

(VIDEO) ସଂସଦରେ ପଚା ମାଛ ଦେଖାଇ ପ୍ରତିବାଦ କଲେ ସାଂସଦ

ଅଷ୍ଟ୍ରେଲିଆ: ସଂସଦରେ ପଚା ମାଛ। ଏହି କଥା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଛିନା। ସତରେ କ'ଣ ଏମିତି ସଂସଦ ଭିତରକୁ ପଚା ମାଛ ନେଇ କେହି ଯାଇଛନ୍ତି, ଏ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ। ତେବେ ଏହି କଥାଟି…

Breaking: ରାଗିଗଲେ ମୁଖ୍ୟମନ୍ତ୍ରୀ: କହିଲେ ଗୃହକୁ ଏତେ ସମୟ ବନ୍ଦ କରିବାର ଅଧିକାର କିଏ ଦେଲା…

ଭୁବନେଶ୍ୱର: ଏମିତି କ’ଣ ଘଟିଛି ଯେ ଗୃହ କମିଟି ହେବ । ସର୍ବଦଳିୟ ବୈଠକରେ ବିଜେଡି ମଧ୍ୟ ପ୍ରଶ୍ନ କରିଛି । କମିଟିର ଆବଶ୍ୟକତା ନାହିଁ ବୋଲି ବିଜେଡି କହିଛି । ତାହା ହେଲେ କାହିଁକି ଆଲୋଚନାକୁ ଆସିବାନି ବୋଲି…

ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ହାଇଡ୍ରାମା ଚାଲିଛି, କଂଗ୍ରେସ-ବିଜେଡି ଉପରେ ବର୍ଷିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ଅଚଳାବସ୍ଥା ପାଇଁ ଷଡଯନ୍ତ୍ର କରାଯାଉଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସାମ୍ବାଦିକ ସମ୍ମିଳନୀ କରି ଉଭୟ କଂଗ୍ରେସ ଓ ବିଜେଡିକୁ ସିଧା ଟାର୍ଗେଟ କଲେ ମନ୍ତ୍ରୀ ।…

Breaking: ଗୃହରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢ଼ୀ, ବିରୋଧ କଲା BJD

ଭୁବନେଶ୍ୱର: କାଲି ସନ୍ଧ୍ୟାରୁ ବିଧାନସଭାରେ ବଡ଼ ହଙ୍ଗାମା ପରେ ବିବୃତି ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ବାଚସ୍ପତି କହିଲେ, ୭ ତାରିଖ ଦିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ…

ଆଜି ଧସ୍ତାଧସ୍ତି ପରେ, ଆସନ୍ତା କାଲି ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ୱର: ବିଧାନସଭା ବାହାରେ ଆଜିର ହାଇଡ୍ରାମା ପରେ ପୁଣି ଥରେ ଆସନ୍ତା କାଲି ବିଧାନସଭା ଘେରିବ କଂଗ୍ରେସ। ଆସନ୍ତା କାଲି ବିଧାନସଭା ଘେରିବା ନେଇ ଡାକରା ଦେଇଛି ବିରୋଧୀ କଂଗ୍ରେସ। କେବଳ କଂଗ୍ରେସର ବିଧାୟକ କିମ୍ୱା…

Breaking: ଓଡ଼ିଶା ଇତିହାସରେ ପ୍ରଥମ, ରଣଭୂମି ପାଲଟିଲା ବିଧାନସଭା ସମ୍ମୁଖ

 ଭୁବନେଶ୍ୱର: ଓଡ଼ିଶା ଇତିହାସରେ ପ୍ରଥମ। ବିଧାନସଭା ବାହାରେ ବିରୋଧୀଙ୍କ ହାଇଡ୍ରାମା। ବିଧାନସଭା ଗେଟ୍ ଭାଙ୍ଗିବା ସହ ବ୍ୟାରିକେଟ୍ ମଧ୍ୟ ଭାଙ୍ଗିଦେଲେ ବିରୋଧୀ ବିଜେଡି ଆଉ କଂଗ୍ରେସ। ଗୃହରୁ ୧୪ ଜଣ କଂଗ୍ରେସ…

ବିଧାୟକଙ୍କୁ ସସପେଣ୍ଡ ପରେ ଜୋରଦାର ପ୍ରତିବାଦ, ରାସ୍ତା ଉପରେ ଶୋଇଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର: ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ କଂଗ୍ରେସର ହାଇଡ୍ରାମା ଦେଖିବାକୁ ମିଳିଛି । ପ୍ରଥମେ ବିଧାନସଭାରେ ବସି ବିଧାୟକମାନେ ପ୍ରତିବାଦ କରିବା ପରେ ରାତି ଅଧରେ ସେମାନଙ୍କୁ ଉଠାଇ ଆଣି ପୋଲିସ ରାସ୍ତାରେ…

Breaking: ବିଧାନସଭା ବାହାରେ କଂଗ୍ରେସର ଧାରଣା, ଗେଟ୍ ପାଖରେ ରୁଣ୍ଡ ହେଲେ ବରିଷ୍ଠ ନେତା

ଭୁବନେଶ୍ୱର: ବିଧାନସଭା ବାହାରେ ରୁଣ୍ଡ ହେଲେଣି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟନାୟକ ପ୍ରମୁଖ । କଂଗ୍ରେସ କର୍ମୀ ଓ କଂଗ୍ରେସ ଯୁବ ଛାତ୍ର ସଙ୍ଗଠନ ବିଧାନସଭା ବାହାରେ ଏକାଠି ହୋଇଛନ୍ତି ।…