fbpx
BJD SKY
BJD SKY
Browsing Category

ରାଜନୀତି

ବ୍ରିଟେନରେ ଏସୀୟ ଧନୀ ତାଲିକାରେ ଋଷି ସୁନକ ସାମିଲ୍, ଏତିକି ରହିଛି ୟୁକେ ପ୍ରଧାନମନ୍ତ୍ରୀଙ୍କ ସଂପତ୍ତି

ନୂଆଦିଲ୍ଲୀ: ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ସାମିଲ୍ ହେଲେ ବ୍ରିଟିଶ ପ୍ରଧାନ ମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି। ତାଲିକାରେ ସୁନକ ଦମ୍ପତ୍ତି ୧୭ତମ ସ୍ଥାନରେ ରହିଥିବା ବେଳେ ଶୀର୍ଷରେ…

ଜେଲ୍‌ରେ ଭୋଜନକୁ ନେଇ ସତ୍ୟେନ୍ଦ୍ର ଜୈନଙ୍କ ଅଭିଯୋଗ, ଆଜି ନିଷ୍ପତ୍ତି ଶୁଣାଇବେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍‌ରେ ବନ୍ଦୀ ଥିବା ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ଭୋଜନକୁ ନେଇ ଦିଲ୍ଲୀର ଏକ ଅଦାତଲ ଆଜି ନିଜର ନିଷ୍ପତ୍ତି ଶୁଣାଇବେ। ସତ୍ୟେନ୍ଦ୍ର ଜୈନ ଅଦାଲତରେ ଅପିଲ୍ କରିଛନ୍ତି…

‘ସଚିନ୍ ପାଇଲଟ୍ ଜଣେ ‘ଗଦ୍ଦାର’, ସେ କେବେବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ’- ଅଶୋକ ଗେହଲଟ୍

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦ ପୁଣି ଥରେ ସାମ୍ନାକୁ ଆସିଛି। ଏଥର କିନ୍ତୁ ଅଶୋକ ଗେହଲୋଟ୍ ନିଜର କ୍ରୋଧ ହରାଇଛନ୍ତି। ଦଳର…

ଧାମନଗରବାସୀଙ୍କ ବିକାଶ ପ୍ରସଙ୍ଗ ଗୃହରେ ଉଠାନ୍ତୁ, ଆଶା ପୂରଣ କରନ୍ତୁ: ବିଧାୟକ ସୂର୍ଯ୍ୟଙ୍କୁ ଖୋଲା ଚିଠି

ଭୁବନେଶ୍ୱର: ବାପାଙ୍କ ପରେ ଏବେ ପୁଅଙ୍କ ସ୍ଵରରେ ଗୁଞ୍ଜି ଉଠିବ ବିଧାନସଭାର ଗୃହ। ନିଜ  ନିର୍ବାଚନ କ୍ଷେତ୍ରର ବିକାଶ ପାଇଁ ଶାଣିତ ସ୍ଵରରେ ନିଜର ଦାବି ଉଠାଇବେ। ବାପାଙ୍କ ପରି ନିଜ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ…

ବିଧାନସଭା ଶୀତ ଅଧିବେସନ ଆଜିଠାରୁ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ । ଏହା ୨୪ ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । କୋଭିଡର ଭୟାବହତା କମିଥିବାରୁ ଚଳିତ ବର୍ଷ ବିନା କଟକଣାରେ ଚାଲିବ…

ସରନେମ ଶୁଣିଲେ ଲାଗିବ ସେ ଜଣେ ବଙ୍ଗାଳୀ, କିନ୍ତୁ ସେ ନୁହନ୍ତି; ଜାଣନ୍ତୁ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳଙ୍କ ବିଷୟରେ

ନୂଆଦିଲ୍ଲୀ: ସରନେମ ଶୁଣିଲେ ଲାଗିବ ସେ ଜଣେ ବଙ୍ଗାଳୀ ବ୍ୟକ୍ତି। କିନ୍ତୁ ବାସ୍ତବରେ ସେ ଜଣେ କେରଳର କୋଟ୍ଟାୟମ ବାସିନ୍ଦା। ଆଉ  ସେ ହେଉଛନ୍ତି ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ସି ଭି ଆନନ୍ଦ ବୋଷ।ସେ ଜଣେ କେରଳି…

‘କ’ଣ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବ EC ?  ସରକାର କୁହନ୍ତୁ କେମିତି ଦିଆଯାଉଛି ନିଯୁକ୍ତି’

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ସୁଧାରକୁ ନେଇ ଉଚ୍ଚତମ ନ୍ୟାୟାଳୟରେ ରୋଚକ ବିତର୍କ ଦେଖିବାକୁ ମିଳିଛି। ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପ୍ରକ୍ରିୟାରେ ସୁଧାର କରାଯିବା ଦାବି ସଂପର୍କିତ ଯାଚିକା ଉପରେ ବୁଧବାର ଉଚ୍ଚତମ…

କଂଗ୍ରେସ ଉପରେ ପୁଣି ବର୍ଷିଲେ ମୋଦୀ, କହିଲେ କଂଗ୍ରେସ ମଡେଲର ଅର୍ଥ ହେଉଛି କେବଳ ଦୁର୍ନୀତି…

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କଂଗ୍ରେସ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ 'କଂଗ୍ରେସ ମଡେଲ'ର ଅର୍ଥ ହେଉଛି ଭାଇ-ଭଣଜାବାଦ , ଜାତିବାଦ, ସାମ୍ପ୍ରଦାୟିକତା ଏବଂ ଭୋଟ୍ ବ୍ୟାଙ୍କ ରାଜନୀତି। ଆସନ୍ତା…

ପୂର୍ବତନ ମନ୍ତ୍ରୀ ଗୋଲକ ନାଏକଙ୍କ ପରଲୋକ: ହାର୍ଟ ଆଟାକରେ ଚାଲିଗଲା ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକଙ୍କ ପରଲୋକ ଘଟିଛି । ୬୫ ବର୍ଷ ବୟସରେ ହାର୍ଟ ଆଟାକରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଡାଏଲିସିସ ପାଇଁ ମେଡିକାଲ ଯିବା ବାଟରେ ତାଙ୍କର…

ଅଖିଳେଶ ଯାଦବଙ୍କ ନୂଆ ଯୋଜନା, ନିର୍ବାଚନ ଜିତିବା ପାଇଁ ଏହି ଭୋଟର୍ସଙ୍କ ଉପରେ ଫୋକସ

ଉତ୍ତର ପ୍ରଦେଶ : ଆଗକୁ ହେବାକୁ ଯାଉଛି ମେନପୁରୀ ଲୋକସଭା ଉପନିର୍ବାଚନ । ଏହି ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟୀ ଏବଂ କଂଗ୍ରେସ ପ୍ରାର୍ଥୀ ଚୟନ କରିନାହନ୍ତି । ସେଥିପାଇଁ ସମାଜବାଦୀ ପାର୍ଟୀ ଏବଂ ଭାରତୀୟ ଜନତା…