Browsing Category

ରାଜନୀତି

ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ

ଇସଲାମାବାଦ: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ । ଏଥିପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହେବ । ଏହି ନିର୍ବାଚନରେ ନୱାଜ ଶରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍‌(ଏନ୍‌) ଏବଂ ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ…

ଏନଡିଏରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ମୋଦୀଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଫେବ୍ରୁଆରି ୧୨ ତାରିଖରେ ବିଧାନସଭାରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବାର ପାଞ୍ଚ…

(Video)‘ଆମର ଟ୍ୟାକ୍ସ, ଆମର ଟଙ୍କା, ଆମର ଭ୍ୟାକ୍ସିନ’: ରାଜ୍ୟସଭାରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ଚାଲିଥିବା ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି। ଗଣତନ୍ତ୍ରକୁ ଦୁର୍ବଳ କରିବା, ସାମ୍ବାଦିକ ସ୍ୱାଧୀନତାକୁ ଦମନ କରିବା ଏବଂ ଦେଶକୁ ବିଭାଜନ କରିବାକୁ…

ନିଜର ନୂଆ ଦଳ ଲାଗି ନାମ ଓ ଚିହ୍ନର ପ୍ରସ୍ତାବ ରଖିଲେ ଶରଦ ପାୱାର, ‘ଚା’ କପ୍‌’ ସହିତ ରଖିଲେ ଏହିସବୁ ପ୍ରସ୍ତାବ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଅଜିତ ପାୱାରଙ୍କ ନେତୃତ୍ୱରେ ପରିଚାଳିତ ଦଳକୁ ଅସଲ ଏନସିପି ଆଖ୍ୟା ଦେଇଛନ୍ତି । ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତି ପରେ ବୁଧବାର ଶରଦ ପାୱାର ନୂଆ ଦଳ ଲାଗି ନାମ ଓ ନିର୍ବାଚନ ଚିହ୍ନ…

ଏଥର ରାଜ୍ୟସଭାରେ ୪୦ ସିଟ୍ ବି ହାତେଇ ପାରିବନି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ତାଙ୍କର ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଏହି ସମୟରେ ସେ ମନଇଚ୍ଛା କଂଗ୍ରେସ ଉପରେ ବର୍ଷିଛନ୍ତି। ନିକଟରେ ଲୋକସଭାରେ…

ପ୍ରଥମ ଦିନ କିଛି କହିଲେନି ହେଲେ ଦ୍ୱିତୀୟ ଦିନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଲେ

ଓଡ଼ିଶା ଭାସ୍କର: ଗତକାଲି ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାର ବୀରମିତ୍ରପୁରରେ ପ୍ରବେଶ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାପରେ ସେ ସାଧାରଣ ସଭାରେ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିଥିଲେ।…

ଭାରତବାସୀଙ୍କୁ କ’ଣ ଦେବ ‘ମୋଦୀ ୩.୦’? ଆଗାମୀ ୫ ବର୍ଷର ଲିଷ୍ଟ ଦେଖାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୫ ବର୍ଷରେ…

ଓଡ଼ିଶା ବଜେଟ ଅଧିବେଶନ: ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ ବିଧାୟକ

ଭୁବନେଶ୍ୱର: ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଓ ହୋହାଲ୍ଲା ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗରେ ବିଜେପି ଓ ବିଜେଡି ସଦସ୍ୟ ଗୃହ ଭିତରେ ହଟ୍ଟଗୋଳ…

କେନ୍ଦ୍ର ବିରୋଧରେ ବିକ୍ଷୋଭ କଲେ ସିଦ୍ଧରମୈୟା; କହିଲେ- ୧୦୦ ଟଙ୍କା ଟିକସରେ ଆମେ ୧୩ ଟଙ୍କା ଦେଇଥାଉ…

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିଜ କ୍ୟାବିନେଟ ଏବଂ ସାଂସଦଙ୍କ ସହ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ସମୟରେ…

କ’ଣ ହେବ ଏଥର ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କ ଭାଗ୍ୟ, ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ପଡିବ କି ଭାରି

ଲକ୍ଷ୍ନୌ: ନିଜ ସରକାରକୁ ବହୁ ସମୟରେ ସମାଲୋଚନା କରୁଥିବା ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ ଦଳ ଏଥର ଟିକେଟ୍ ଦେବ କି ନାହିଁ ଏହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଏହାରି ମଧ୍ୟରେ ଏକ ସୂତ୍ରରୁ ଖବର ମିଳୁଛି କି ବରୁଣ…