Browsing Category

ରାଜନୀତି

ଆଜି ସନ୍ଧ୍ୟା ୭ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତିଶ କୁମାର: ରିପୋର୍ଟ

ପାଟନା: ଆଜି ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଛି। ଏନେଇ ସନ୍ଧ୍ୟା ୭ଟାରେ ସେ ରାଜ୍ୟପାଳଙ୍କୁ ଇସ୍ତଫା ଦେବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ତେବେ ଆଜି ନୀତିଶ ଇସ୍ତଫା ଦେଇ…

ଆସନ୍ତା ୨୯ରେ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶ, ଯୋଗ ଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର: ଆସନ୍ତା ୨୯ରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବଞ୍ଚାଅ ସମାବେଶ ଅନୁଷ୍ଠିତ ହେବ । ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଦଳ ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯିବ । ତେବେ ଆସନ୍ତା ୨୯ରେ କଂଗ୍ରେସ ଅଧ୍ୟକ୍ଷ…

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ-ସମାଜବାଦୀ ପାର୍ଟି ମେଣ୍ଟ ଚୂଡ଼ାନ୍ତ: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ କୁ ନେଇ ଆଲୋଚନା ହୋଇଛି। ଅଖିଳେଶ…

ଲୋକସଭା ନିର୍ବାଚନ ପ୍ରସ୍ତୁତି: ୨୩ଟି ରାଜ୍ୟରେ ପ୍ରଭାରୀଙ୍କୁ ନିଯୁକ୍ତି ଦେଲା ବିଜେପି, ଓଡ଼ିଶା ଦାୟିତ୍ୱରେ ବିଜୟପାଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଏଥିସହିତ ଚଳିତ ବର୍ଷ ଓଡ଼ିଶା ସମେତ କିଛି ରାଜ୍ୟରେ ବିଧାନସଭାନ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ତେବେ ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ…

JDU-RJD ମଧ୍ୟରେ ଫାଟ ସୃଷ୍ଟି ହେବାର କାରଣ କ’ଣ: ନୀତିଶ କାହିଁକି ପୁଣି ଥରେ BJP ସହ ହାତ ମିଳାଇବାକୁ ଚାହୁଁଛନ୍ତି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ତା’ ପୂର୍ବରୁ ଅଚାନକ ବିହାର ରାଜନୀତିରେ ଏକ ବଡ଼ଧରଣର ହଲଚଲ୍ ଦେଖିବାକୁ ମିଳିଛି । ଏକଦା ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ସହ ମେଣ୍ଟ କରି ରାଜ୍ୟରେ ସରକାର…

ବିହାରରେ ରାଜନୈତିକ ଅସ୍ଥିରତା ଭିତରେ ବୈଠକ ଡାକିଲା ବିଜେପି

ନୂଆଦିଲ୍ଲୀ: ବିହାରରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ବିଜେପି ନିଜ ସାଂସଦ ଓ ବିଧାୟକମାନଙ୍କୁ ନେଇ ଏକ ବୈଠକ ଡାକିଛି। ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ଆଲୋଚନା ହେବ। ଏହି ବୈଠକରେ…

ବସୁନ୍ଧରା ରାଜେଙ୍କୁ ଭେଟିଲେ ଭଜନଲାଲ ଶର୍ମା; ଜାଣନ୍ତୁ କ’ଣ ରହିଛି ରାଜନୈତିକ କାରଣ?

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଗଣତନ୍ତ୍ର ଦିବସ ସମାରୋହରୁ ମୁକ୍ତ ହେବା ପରେ ଶୁକ୍ରବାର (ଜାନୁଆରୀ ୨୬) ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ବୈଠକ…

ବିହାର ରାଜନୀତି: ନୀତିଶଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଲେ ତେଜସ୍ୱୀ, କହିଲେ ବିଜେପି ସହ ମିଶି ସରକାର ଗଢ଼ିବା ଏତେ ସହଜ ହେବନି

ନୂଆଦିଲ୍ଲୀ: ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିବା ବେଳେ ତା’ ପୂର୍ବରୁ ବିହାରରେ ଏକ ବଡ଼ଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ଆରଜେଡି-ଜେଡିୟୁ ମେଣ୍ଟରେ ସୃଷ୍ଟି ହୋଇଛି ଫାଟ । ମେଣ୍ଟରୁ ଓହରି ଯାଇ ବିଜେପି ସହ…

ବିହାର ରାଜନୀତି: ଆଜି ବିଧାୟକ ଦଳର ବୈଠକ , କଂଗ୍ରେସର ୧୩ ବିଧାୟକଙ୍କ ଫୋନ୍ ନଟ୍ ରିଚେବଲ୍‌

ନୂଆଦିଲ୍ଲୀ: ଆଜି ବିହାର ରାଜନୀତି ପାଇଁ ବିଶେଷ ଦିନ । ବିହାରରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଜନତା ଦଳ(ୟୁନାଇଟେଡ୍‌)ର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ପୁଣି ଥରେ ବିଜେପି ନେତୃତ୍ୱାଧୀନ…

ବିହାର ରାଜନୀତି ଓ ନୀତୀଶ କୁମାରଙ୍କୁ ନେଇ କ’ଣ କହିଲେ ବାବା ରାମଦେବ?

ପାଟନା: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ଏବଂ ନୀତୀଶ କୁମାର ପୁଣି ଥରେ ଏନଡିଏରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ରାମଦେବ କହିଛନ୍ତି ଯେ ନୀତୀଶ କୁମାର ମଧ୍ୟ ଦେଶର ମୌଳିକ ଭାବନା ସହିତ…