Browsing Category

ରାଜନୀତି

୯ ମାସରେ ରାଜ୍ୟ ସରକାରଙ୍କ ଋଣ ଭାର ୨୧ ହଜାର କୋଟି ଟଙ୍କାରୁ ଅଧିକ

ଭୁବନେଶ୍ୱର: ମୋହନ ସରକାର ଓଡ଼ିଶାରେ ଶାସନକୁ ଆସିବାର ମାତ୍ର ୯ ମାସ ହୋଇଛି। ହେଲେ ରାଜ୍ୟ ସରକାର ମାତ୍ର ୯ ମାସ ଭିତରେ ୨୧ ହଜାର କୋଟିରୁ ଅଧିକ ଋଣ କରିସାରିଲେଣି। ଏକଥା ଆମେ କହୁନାହୁଁ, ବିଧାନସଭାରେ ଲିଖିତ ଉତ୍ତର ଦେଇ…

ପ୍ରଧାନମନ୍ତ୍ରୀ ମୋଦୀ- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏମିତି କହିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ,୧୦ା୩: ଗୋ’ ମାତାର ସୁରକ୍ଷା ତଥା ରାଜନୈତିକ ଦଳର ମନୋଭାବକୁ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସୋମବାର କହିଛନ୍ତି ଯେ,…

ଖୁବଶୀଘ୍ର ଘୋଷଣା ହେବ ଓଡ଼ିଶା ବିଜେପି ସଭାପତିଙ୍କ ନାଁ, ରେସରେ ଅଛନ୍ତି ଏହିମାନେ…

ଭୁବନେଶ୍ୱର,୧୦ା୩:  ଖୁବଶୀଘ୍ର  ଭାଜପା ନୂଆ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ। ଏ ନେଇ ସୋମବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାାଦକ ତରୁଣ ଚୁଗ ସୂଚନା ଦେଇଛନ୍ତି। …

ବିବାହ ବନ୍ଧନରେ ବାନ୍ଧି ହେବେ ଯୁବନେତା ପ୍ରଦୀପ ମାଝୀ, ଜାଣନ୍ତୁ କେଉଁଠି କରିବେ ବିବାହ…

ଭୁବନେଶ୍ୱର,୧୦ା୩: ଏବେ ଚାଲିଛି ବିବାହ ଋତୁ । ଜଣଙ୍କ ପରେ ଜଣେ ରାଜନେତା, ଅଭିନେତା ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏଥିରୁ ବି ବାଦ୍ ପଡ଼ିନାହାନ୍ତି ଯୁବନେତା ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ…

ବିଜୁବାବୁଙ୍କ ଅସ୍ଥି ବିସର୍ଜନ କରିଥିଲେ ବିଜୟ ମହାପାତ୍ର, କହିଲେ ନବୀନ ଗୋଟିଏ ଦିନ…

ଭୁବନେଶ୍ୱର,୧୦ା୩: ବରିଷ୍ଠ ନେତା ବିଜୟ ମହାପାତ୍ର ବିଜୁବାବୁଙ୍କୁ ନେଇ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି । ବିଶେଷକରି ବିଜୁବାବୁଙ୍କ ଅସ୍ଥିକୁ ନେଇ ବିଜୟ କିଛି ବିସ୍ମୟକର କଥା କହିଛନ୍ତି । ଯାହା କେବେ ବି ଶୁଣି ନ ଥିବେ…

ଲୋକସଭାରେ ଧମେନ୍ଦ୍ର ପ୍ରଧାନ ଏମିତି କଣ କହିଲେ, ଯାହା ପାଇଁ ରାଗିଗଲେ ସିଏମ ଷ୍ଟାଲିନ, କହିଲେ ‘ମୁହଁ ସମ୍ଭାଳିକି କଥା କୁହ’

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସୋମବାର ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତ୍ତିର ଜବାବ ଦେଇ ‘ଅହଙ୍କାରୀ’ କହିଛନ୍ତି। ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ତାମିଲନାଡୁ…

ମମତାଙ୍କର ବଢ଼ିଲା ଅଡୁଆ, ତୃଣମୂଳ ଅଫିସ କାର୍ଯ୍ୟାଳୟରେ ବିଜେପି ମହିଳା ସମର୍ଥକଙ୍କୁ ଦୁଷ୍କର୍ମ ଅଭିଯୋଗ

ପଶ୍ଚିମବଙ୍ଗ: ମମତାଙ୍କ ପାର୍ଟି କାର୍ଯ୍ୟାଳୟ ନାଁରେ ସାଂଘାତିକ ଅଭିଯୋଗ। ବିଜେପି ମହିଳା କର୍ମୀଙ୍କୁ ଅଫିସ ଡାକି ଦୁଇ ଜଣ କରିଛନ୍ତି ଦୁଷ୍କର୍ମ। ଥାନାରେ ଏତଲା ଦେଲେ ପୀଡିତାଙ୍କ ସ୍ୱାମୀ। ଯାହାକୁ ନେଇ ଆରମ୍ଭ ହୋଇଯାଇଛି…

ଦୁଇ ଦିନ ପରେ ଆଜିଠୁ ପୁଣି ଚାଲିବ ବିଧାନସଭା, ଆରମ୍ଭ ପୂର୍ବରୁ କଂଗ୍ରେସର ଧାରଣା

ଭୁବନେଶ୍ୱର: ଆଜି ପୁଣି ଚାଲିବ ବିଧାନସଭା। ଦୁଇ ଦିନ ପରେ ଆଜିଠୁ ପୁଣି ଚାଲିବ ବିଧାନସଭାରେ ବଜେଟ୍ ଅଧିବେଶନ। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ଦ୍ୱିତୀୟ ଦିନ। ହେଲେ ମନରେ ଦ୍ୱନ୍ଦ୍ୱ। ଆଜି ଚାଲିପାରିବ ତ…

Breaking: ପରଲୋକରେ ପୂର୍ବତନ ବିଧାୟକ ଅନନ୍ତ ଦାସ

ଭୁବନେଶ୍ବର:  ସକାଳୁ ସକାଳୁ ଦୁଃଖଦ ଖବର । ପରଲୋକରେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ । ଭୋର ସାଢେ ୩ଟାରେ ଭୁବନେଶ୍ବର ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ସେ ଲଗାତାର ୪ଥର…

ଜୟନାରାୟଣ ମିଶ୍ରଙ୍କ ବଡ଼ ବୟାନ, ‘ଆମକୁ ଶୋଷଣ କରାଯାଉଛି’

ଭୁବନେଶ୍ବର: ବିବାଦୀୟ ବୟାନ ଦେଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବଡ଼ ବୟାନ । ଓଡ଼ିଶାରେ ମିଶିବା ଆମର ଭୁଲ, ଆମକୁ ଶୋଷଣ କରାଯାଉଛି କହିଲେ ଜୟନାରାୟଣ । ସେ କହିଛନ୍ତି, ଉତ୍କଳ କହିଲେ କେବଳ କଟକ, ପୁରୀ ଓ…