Browsing Category

ରାଜନୀତି

୨୦୨୪ ନିର୍ବାଚନରେ ଓଡ଼ିଶା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ?

ଭୁବନେଶ୍ୱର: କିଛିଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମାଲକାନଗିରି ଗସ୍ତରେ ଯାଇଥିଲେ । ତାଙ୍କୁ ସେଠାରେ ଶହ ଶହ ଜନତା ଓ ବିଜେପି କର୍ମୀ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ସେହି ସମୟରେ ବିଜେପି ରାଜ୍ୟ ସଭାପତି…

BJDରୁ ବହିଷ୍କୃତ ହେଲେ ଦୁଇଜଣ ନେତା: ସୁପ୍ରିମୋଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ପ୍ରତ୍ୟେକ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ…

DUSU ଛାତ୍ର ସଙ୍ଘ ନିର୍ବାଚନର ଆସିଲା ରେଜଲ୍ଟ: ୩ଟି ସିଟରେ ABVP ଓ ଗୋଟିଏ ସିଟରେ ଜିତିଲା NSUI

ନୂଆଦିଲ୍ଲୀ: ଦିଲ୍ଲୀ ଛାତ୍ର ସଂଗଠନ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଚାରି ବର୍ଷ ପରେ ଦିଲ୍ଲୀ ଛାତ୍ର ସଂଘକୁ ଏକ ନୂଆ ପ୍ରେସିଡେଣ୍ଟ ମିଳିଛି । ଏବିଭିପି ପ୍ରାର୍ଥୀମାନେ ୩ଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବିଜୟ ଲାଭ…

୨୦୨୬ରେ କେତେ ହେବ ଓଡ଼ିଶାର ବିଧାନସଭା ଓ ଦେଶର ଲୋକସଭା ଆସନ ଆସନ ସଂଖ୍ୟା ?

ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ ସଂସଦରେ ପାସ ହୋଇଛି । ଏହି ବିଲ୍ ଆଇନରେ ପରିଣତ ହେବା ପରେ ଦେଶର ସଂସଦ ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପ୍ରତିନିଧିତ୍ୱ ବଢିବ । କିନ୍ତୁ ଏଥିପାଇଁ ଆମକୁ ୨୦୨୯ ଲୋକସଭା…

ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପ୍ରସଙ୍ଗକୁ ଗାଁ ଗାଁରେ ପହଞ୍ଚାଇବ ବିଜେପି; ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ଏହି ଅବସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

୨ଦିନ ପାଇଁ ସିଆଇଡି ରିମାଣ୍ଡରେ ଯିବେ ଆନ୍ଧ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

ହାଇଦ୍ରାବାଦ: ଜେଲରେ ଜେରା ହେବେ ଆନ୍ଧ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ତାଙ୍କୁ ଜେରା କରିବାକୁ ସିଆଇଡିକୁ ଅନୁମତି ଦେଇଛନ୍ତି ଦୁର୍ନୀତି ନିରୋଧ ଶାଖାର କୋର୍ଟ। ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ…

ବିଧାନସଭା ଅଧିବେଶନରେ ପ୍ରଥମ ଥର ଯୋଗ ଦେଲେ ଦୀପାଳି, ବାପାଙ୍କୁ ମନେପକାଇ କହିଲେ ଏପରି କଥା….

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ବିଧାୟିକା ଭାବେ ନିର୍ବାଚିତ ହେବା ପରେ ପ୍ରଥମ କରି ବିଧାନସଭା ଅଧିବେଶନରେ ଯୋଗ ଦେଇଛନ୍ତି ସ୍ଵର୍ଗତ ନବ ଦାସଙ୍କ ଝିଅ ତଥା ଝାରସୁଗୁଡ଼ା ବିଧାୟିକା…

INDIA ଓ NDAର କଡା ଟକ୍କର ଭିତରେ NDAରେ ସାମିଲ ହେଲା ଜେଡିଏସ ଦଳ

ଓଡିଶା ଭାସ୍କର; INDIA ଓ NDAର କଡା ଟକ୍କର ଭିତରେ NDAରେ ସାମିଲ ହେଲା ଜେଡିଏସ ଦଳ। ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନେତୃ୍ତ୍ୱାଧୀନ ଏନଡିଏ ତା'ର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା…

ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବରେ ଦାୟିତ୍ୱ ନେଲେ ପ୍ରମିଳା ମଲ୍ଲିକ: ନିଦ୍ୱର୍ନ୍ଦ୍ୱରେ ହେଲେ ନିର୍ବାଚିତ

ଭୁବନେଶ୍ୱର: ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ବାଚସ୍ପତି ପଦରେ ଦାୟିତ୍ୱ ନେଇଛନ୍ତି ପ୍ରମିଳା ମଲ୍ଲିକ । ଅନ୍ୟ କୌଣସି ଦଳରୁ ବାଚସ୍ପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇ ନଥିବାରୁ ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା…

ବିଧାନସଭା ଘେରିଲା ‘ମୋ ଦଳ’, ରାଜ୍ୟରେ ଶାସନ ବ୍ୟବସ୍ଥାକୁ ବିରୋଧ କାରି ପ୍ରତିବାଦ

ଭୁବନେଶ୍ୱର: ରାଜ୍ୟ ବିଧାନସଭା ସାମ୍ନାରେ ‘ମୋ ଦଳ’ ଆନ୍ଦୋଳନ ଜାରି ରଖିବା ଖବର ସାମ୍ନାକୁ ଆସିଛି । ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ତେଣୁ ବିଧାନସଭା ସମ୍ମୁଖରେ ମୋ ଦଳ…