Browsing Category
ରାଜନୀତି
ମହାରାଷ୍ଟ୍ରରେ କିଏ ଗଢିବ ସରକାର, କେଉଁ ଦଳକୁ ମିଳିବ କେତେ ସିଟ୍, ସର୍ଭେରୁ ଖୁଲାସା
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଛକାପଞ୍ଝା ଲାଗିରହିଛି । ଶିବସେନା ଓ ନ୍ୟାସନାଲିଟି କଂଗ୍ରେସ ପାର୍ଟୀ ଭିତରେ ଫାଟ ସୃଷ୍ଟି ହେବା ପରେ କଂଗ୍ରେସ ବିଷୟରେ ମଧ୍ୟ ଆଲୋଚନା ହେଉଛି । ନିକଟରେ ଦିଲ୍ଲୀରେ କଂଗ୍ରେସ…
୨୦୨୪ ଲୋକସଭା ନିର୍ବାଚନ ପୁର୍ବରୁ ବଳ ଯୋଗାଡ଼ କରୁଛନ୍ତି ବିରୋଧୀ, ବେଙ୍ଗାଲୁର ବୈଠକରେ ୨୪ ଦଳ ହେବେ ସାମିଲ
ନୂଆଦିଲ୍ଲୀ: ବିଜେପିକୁ କେନ୍ଦ୍ରରେ କ୍ଷମତାରୁ ହଟାଇବା ପାଇଁ ଦେଶର ଅନେକ ବିରୋଧ ଦଳ ଏକଜୁଟ୍ ହୋଇ ଲଢିବାକୁ ଉଦ୍ୟମ ଚଳାଇଛନ୍ତି । ପାଟନା ବୈଠକ ପରେ ୧୭-୧୮ ଜୁଲାଇରେ କଂଗ୍ରେସ ଗଡ଼ ବେଙ୍ଗାଲୁରରେ ୨୪ ବିରୋଧୀ ଦଳ ଏକଜୁଟ୍…
ସମସ୍ତ ଥାନାରେ ସିସିଟିଭି ଲଗାଇବାର ନିର୍ଦ୍ଦେଶ ଦେଲେ ଏହି ମୁଖ୍ୟମନ୍ତ୍ରୀ, କହିଲେ ମହିଳା ଏବଂ ବୃଦ୍ଧ ଲୋକଙ୍କ ସମସ୍ୟା ବୁଝାଯାଉ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ସରକାରୀ ଆବାସରେ ଏକ ବୈଠକ ଡକାଇଥିଲେ । ଏହି ବୈଠକରେ ସେ ‘ନିରାପଦ ସହର’ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି ଏବଂ ଏହାର ବିସ୍ତାର ଲାଗି କାର୍ଯ୍ୟ…
‘ଦୁନିଆକୁ ଶାନ୍ତିର ବାର୍ତ୍ତା ପଠାଇ ପାରିବ ଭାରତ’, ଜାଣନ୍ତୁ ମୁସଲିମ ୱାର୍ଲଡ ଲୀଗର ମହାସଚିବଙ୍କ ବିବୃତ୍ତିରେ କ’ଣ କହିଲେ NSA ଡୋଭାଲ?
ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ମୁସଲିମ୍ ୱାର୍ଲ୍ଡ ଲିଗ୍ ସେକ୍ରେଟେରୀ ଜେନେରାଲ୍ ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ-ଇସା, ମଧ୍ୟମ ଇସଲାମର ଜଣାଶୁଣା ବିଶେଷଜ୍ଞ ମଙ୍ଗଳବାର ଦିନ ଅନ୍ୟ…
ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନଙ୍କର ଦୁର୍ଘଟଣାରେ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନଙ୍କର ମୃତ୍ୟୁ ଘଟିଛି । ଏକ ସଡ଼କ ଦୁର୍ଘଟଣା ପରେ ସୁଦର୍ଶନ ରାଜଧାନୀ ଭୁବନେଶ୍ୱରର…
ବିଜେଡି ନେତାଙ୍କୁ ନିଯୁକ୍ତି ଦେଲେ ସୁପ୍ରିମୋ: ୭୮ ଜଣଙ୍କୁ ମିଳିଲା ସଂଗଠନ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏହି କ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନେକ ନେତାଙ୍କୁ ଦଳର ସଂଗଠନ ଦାୟିତ୍ୱ…
NCP ବିଭାଜନର ଗୁମର ଖୋଲିଲା: ଅଜିତ କାହିଁକି ଡକାଇଥିଲେ ‘ସିକ୍ରେଟ ମିଟିଂ’, ଏପ୍ରିଲ ମାସରୁ ଆରମ୍ଭ ହୋଇଥିଲା ବିଦ୍ରୋହର କାହାଣୀ
ନୂଆଦିଲ୍ଲୀ: ଗତ ଦୁଇ ତାରିଖରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଦେଖାଦେଇଥିଲା ଏକ ଭୟଙ୍କର ବିସ୍ଫୋରଣ । ଅଜିତ ପାୱାର କିଛି ବିଧାୟକଙ୍କ ସହ ଏନସିପି ଛାଡ଼ି ବିଜେପି-ଏକନାଥ ଶିନ୍ଦେଙ୍କ ମେଣ୍ଟରେ ସାମିଲ…
ତେଜସ୍ୱୀ ଯାଦବଙ୍କ ଇସ୍ତଫା ଦାବିରେ ମାଆ ରାବ୍ରି ଦେବୀଙ୍କ ବିବୃତ୍ତି, ସିଧା ସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ପ୍ରଶ୍ନ
ପାଟନା: ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନ ଅର୍ଥାତ ସୋମବାର (ଜୁଲାଇ ୧୦)ରେ, ବିଜେପି ବିଧାୟକମାନେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଇସ୍ତଫା ଦାବି କରିଛନ୍ତି। 'ଲ୍ୟାଣ୍ଡ ଫର ଜବ' ମାମଲାରେ ସିବିଆଇ ଏକ…
ପଞ୍ଜାବର ପୂର୍ବତନ ଡେପୁଟି CM ଗିରଫ
ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓପି ସୋନି ଗିରଫ ହୋଇଛନ୍ତି । ଭିଜିଲାନ୍ସ ବ୍ୟୁରୋ ପକ୍ଷରୁ ଶ୍ରୀ ସୋନିଙ୍କୁ ଗିରଫ କରାଯାଇଛି । ରାଜ୍ୟର ପୂର୍ବତନ…
ପଶ୍ଚିମବଙ୍ଗର ୬୦୪ଟି ବୁଥରେ ପୁଣି ଥରେ ହେବ ଭୋଟ: ହିଂସା ପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ: ଗତ ୮ ତାରିଖ ଦିନ ପଶ୍ଚିମବଙ୍ଗର ୭୫ ହଜାର ପଞ୍ଚାୟତରେ ଭୋଟ ଗ୍ରହଣ ହୋଇଥିଲା । ଏହି ଅବସରରେ ପ୍ରବଳ ମାତ୍ରାରେ ହିଂସା ଦେଖାଦେବା ସହିତ ପୋଲିଂ ବୁଥରେ ମାରପିଟ, ବୁଥ ଲୁଟ ଘଟଣା ଦେଖିବାକୁ ମିଳିଥିଲା ।…