Browsing Category

ରାଜନୀତି

ଗୋପାଳ ପାଗଳ ନ ଥିଲେ ! ୧୦ ବର୍ଷ ତଳୁ ହୋଇଥିଲା କି ନବ ଦାସଙ୍କ ହତ୍ୟା ଷଡଯନ୍ତ୍ର ?

ଭୁବନେଶ୍ୱର : ସ୍ୱର୍ଗତଃ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ଏବେ ବି ଦ୍ୱନ୍ଦ ଲାଗି ରହିଛି । ଅଭିଯୁକ୍ତ ଗୋପାଳ ପୋଲିସ କବଳରେ ଥିଲେ ମଧ୍ୟ ସେ ପ୍ରକୃତ ଅପରାଧୀ କି ନୁହେଁ ତାହା ବି ଏପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଛି…

ରାହୁଲ ଗାନ୍ଧୀଙ୍କୁ ହିରୋ କରିବା ପାଇଁ ଚାହୁଁଛି ବିଜେପି, ଏପରି କାହିଁକି କହିଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମ ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର ଏକ ଆନ୍ତରିକ ବୈଠକରେ ରାହୁଲ ଗାନ୍ଧୀଙ୍କ ଉପରେ ଏକ ତୀକ୍ଷ୍ଣ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ଯଦି ରାହୁଲ ଗାନ୍ଧୀ ବିରୋଧୀ ଚେହେରା ହୁଅନ୍ତି…

ବବି ଦାସଙ୍କ ‘କ୍ରୀତଦାସ’ ହେବା ବୟାନରେ ଝଡ: କଟାକ୍ଷ କଲେ ବିଜେପି ନେତା

ଭୁବନେଶ୍ୱର: ବିଜୁ ଜନତା ଦଳର ପ୍ରମୁଖ ନେତା ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଏକ ମନ୍ତବ୍ୟକୁ ନେଇ ଏବେ ରାଜନୀତିରେ ଉଠିଛି ଝଡ । ଏହି ମନ୍ତବ୍ୟକୁ କଡା କାଉଣ୍ଟର କରିବା ସହ ବିଜେପି ବବିଙ୍କୁ କଟାକ୍ଷ କରିଛି…

ରାହୁଲ ଗାନ୍ଧୀଙ୍କ ଘରୁି ବାହାରିଲା ଦିଲ୍ଲୀ ପୋଲିସ: ଦେଲା ଆଉ ଏକ ନୋଟିସ୍‌, ସମୟ ମାଗିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନରେ ରବିବାର ଦିଲ୍ଲୀ ପୋଲିସ ପହଞ୍ଚିଥିଲା । ଯୌନ ନିର୍ଯ୍ୟାତନା ପିଡ଼ିତଙ୍କ ଉପରେ ଦେଇଥିବା ବୟାନ ସମ୍ପର୍କରେ ରାହୁଲଙ୍କ ସହିତ ଆଲୋଚନା କରିବ ପାଇଁ ପୋଲିସ ତାଙ୍କ…

‘ଭାରତକୁ ଅପମାନିତ କରି ଚୀନ୍‌ର ପ୍ରଶଂସା …’, ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କଲେ ଏସ. ଜୟଶଙ୍କର

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଲୋକସଭା ଠପ ରହିଛି। ଏହାରି ମଧ୍ୟରେ ସରକାରୀ ଦଳ ଏବଂ କଂଗ୍ରେସ ନେତା ମୁହାଁମୁହିଁ ହୋଇଛନ୍ତି । ବିଦେଶ ମନ୍ତ୍ରୀ ଏସ୍.…

୨୦୨୪ ଲୋକସଭା ନିର୍ବାଚନ ପାଇଁ ଅମିତ ଶାହାଙ୍କ ବଡ଼ ଘୋଷଣା: କହିଲେ – ‘ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ’

ନୂଆଦିଲ୍ଲୀ: ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ଘୋଷଣା କରିଛନ୍ତି । ଶୁକ୍ରବାର ଦିନ ଅମିତ ଶାହା କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ବିଜେପି)…

ସମୟ ପୂର୍ବରୁ ମୁକୁଳିବେ ସିଦ୍ଧୁ! ଏହି କାରଣରୁ କମ୍ ହେଲା ଦଣ୍ଡାଦେଶର ସମୟ

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖରେ ଜେଲରୁ ମୁକୁଳି ପାରନ୍ତି ପ୍ରଞ୍ଜାବ କଂଗ୍ରେସର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ । ରୋଡରେଜ ଘଟଣାରେ ଜଣେ ବୃଦ୍ଧଙ୍କ ହତ୍ୟା ମାମଲାରେ ୧ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି…

ଲୋକସଭା ନିର୍ବାଚନ ପୁର୍ବରୁ ବିରୋଧୀ ମେଳି ପାଇଁ ପ୍ରୟାସ: ଆଜି ମମତା-ଅଖିଳେଶ ବୈଠକ, ମାର୍ଚ୍ଚ ୨୧ରେ ନବୀନଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୁର୍ବରୁ ପୂରା ଭାରତରେ ରାଜନୀତି ସରଗରମ ହେବାକୁ ଲାଗିଲାଣି। ବିରୋଧୀ ମାନେ ବିଜେପି ବିରୋଧରେ ଏକଜୁଟ୍ ହେବାକୁ ଚେଷ୍ଟା କରୁଛନ୍ତି। ଏହି ପରିପ୍ରେକ୍ଷିରେ ସମାଜବାଦୀ ପାର୍ଟୀ…

ସଂସଦର ଉଭୟ ଗୃହ ମୁଲତବୀ,ରାହୁଲଙ୍କୁ ମିଳିଲାନାହିଁ ସ୍ପଷ୍ଟୀକରଣ ଦେବାର ମଉକା

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହକୁ ସୋମବାର ଯାଏଁ ମୁଲତବୀ ରଖାଯାଇଛି । ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ, ଆଉ ଗୋଟେ ପଟେ ଆଦାନୀ ଗ୍ରୁପ୍‌ ଓ ଅନ୍ୟାନ୍ୟ ପ୍ରସଙ୍ଗରେ କୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯାହା…

ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଲା BJD: ମିଳିଲା ସଭାପତି, ଉପସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ଏବେଠାରୁ ନିଜ ନିଜର ସଂଗଠନକୁ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ତେବେ ଏହା ମଧ୍ୟରେ…