Browsing Category
ରାଜନୀତି
ମୋଦୀଙ୍କୁ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କଲେ କେଜ୍ରିୱାଲ , ବିଜେପିର ଦାବି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅ
ନୂଆଦିଲ୍ଲୀ : ମନୀଷ ସିସୋଦିଆଙ୍କ ଗିରଫ ପରେ ଏବେ ଦିଲ୍ଲୀ ରାଜନୀତିରେ ଏକ ହଟଚମଟ ସୃଷ୍ଟି ହୋଇଛି। ବିଜେପି ଆଡ୍ଡାରେ ଖୋଳତାଡ଼ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
‘୨୦୨୪ ନିର୍ବାଚନରେ ବି ଜିତିବେ ମୋଦି ଜୀ’: ଅରବିନ୍ଦ ପାନାଗାରିୟା କହିଲେ ବିଜୟର କି ଫ୍ୟକ୍ଟର
ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ମଧ୍ୟ ନରେନ୍ଦ୍ର ମୋଦିଙ୍କର ବିଜୟ ହେବ । ୨୦୨୪ ଇଲେକ୍ସନରେ ବିଜୟ ମୁକୁଟ ପିନ୍ଧିବା ପାଇଁ ରାଜନୈତିକ ଦଳମାନେ ଆରମ୍ଭ କରିସାରିଛନ୍ତି ଅଙ୍କକଷା । ତେବେ…
ରାସନ କାର୍ଡ ବଦଳରେ ଯୌନ ଶୋଷଣ, ନକଲି ଡିଗ୍ରୀ , ମଦ ଦୁର୍ନୀତି ; ୯ ବର୍ଷରେ ଫସିଛନ୍ତି ଆପ୍ ର ୫ ମନ୍ତ୍ରୀ, ଯାଇଛନ୍ତି ଜେଲ
ନୂଆଦିଲ୍ଲୀ : ଏକ ଦଶନ୍ଧି ପୂର୍ବରୁ ସମାଜସେବୀ ଅନ୍ନା ହଜାରୀଙ୍କ ଭଷ୍ଟ୍ରାଚାର ବିରୋଧୀ ଆନ୍ଦୋଳନରୁ ଉତ୍ପନ ହୋଇଥିବା ଆମ ଆଦମୀ ପାର୍ଟି ଯେଉଁ ବେଗରେ ନିର୍ବାଚନରେ ସଫଳତା ହାସଲ କରିଥିଲା ସେହି ବେଗରେ ଦଳ ଉପରେ ଦାଗ ମଧ୍ୟ…
ଯୁକ୍ତ ଦୁଇ ଛାତ୍ରୀମାନଙ୍କୁ ମିଳିବ ସ୍କୁଟି! ଏକ ଲକ୍ଷ ଲୋକଙ୍କୁ ଚାକିରି ସୁଯୋଗ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ବିଧାନସଭାରେ ଅର୍ଥମନ୍ତ୍ରୀ ଜଗଦୀଶ ଦେୱଡ଼ା ଅର୍ଥିକ ବର୍ଷ ୨୦୨୩-୨୪ରେ ତିନି ଲକ୍ଷ ୧୪ ହଜାର କୋଟିରୁ ଅଧିକ ବଜେଟ ଆଗତ କରିଛନ୍ତି । ଏହା ମଧ୍ୟରେ କଂଗ୍ରେସ ବିଧାୟକ ଏନେଇ ବିରୋଧ ଭାବ ପ୍ରକାଶ…
ଯେଉଁ ନେତାମାନେ BJPରେ ସାମିଲ ହେଉଛନ୍ତି, ସେମାନଙ୍କ ବିରୋଧରେ କାହିଁକି ଯାଞ୍ଚ ହେବନି: ୮ ଭ୍ରଷ୍ଟ ନେତାଙ୍କ ଲିଷ୍ଟ ଶେୟାର କଲେ ଥରୁର
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ କମ୍ ସମୟ ବାକି ଅଛି । ଏହା ପୂର୍ବରୁ ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ପୂର୍ବରୁ ୨୦୧୪ ଓ ୨୦୧୯ରେ ବିଜେପି କେନ୍ଦ୍ରରେ ଶାସନାଧୀନ…
ସିସୋଦିଆଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର? ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ଫସାଇଛନ୍ତି କେଜ୍ରିୱାଲ, ସାମ୍ନାକୁ ଆସିଲା ବଡ଼ ବୟାନ
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ନିଜ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କର ଇସ୍ତଫାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଞ୍ଜୁରୀ ଦେଇଥିଲେ । ସିସୋଦିଆଙ୍କ ସହିତ ସତ୍ୟେନ୍ଦ୍ର ଜୈନ ମଧ୍ୟ…
ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା ; ଶୁଣାଣି କରିବାକୁ ମନା କଲେ, ହାଇକୋର୍ଟ ଯିବାକୁ କହିଲେ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କଠାରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏକ ବଡ଼ ଝଟକା ଲାଗିଛି। ମନୀଷ ସିସୋଡିଆଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସିଧା ମନା କରି ଦେଇଛନ୍ତି। ଏହି ମାମଲାରେ…
କିଏ କରିବ ବଜେଟ୍ ଉପସ୍ଥାପନ? କିପରି ଚାଲିବ ଦିଲ୍ଲୀ ସରକାର, ମନୀଷ ସିସୋଡିଆଙ୍କ ଗିରଫଦାରୀ ପରେ ଏବେ କଣ କରିବେ ସରକାର
ନୂଆଦିଲ୍ଲୀ: ଗିରଫ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ । ଏବେ ଦିଲ୍ଳୀରେ କିପରି ହେବ କାମ? ସରକାରୀ କାର୍ଯ୍ୟ ଠାରୁ ଯେଉଁ ବିଭାଗର ଦାୟିତ୍ୱ ସମ୍ଭାଳିଥିଲେ ତାହା ଏବେ କିପରି କାର୍ଯ୍ୟକାରୀ ହେବ ତାହାକୁ ନେଇ ଏବେ ପ୍ରଶ୍ନ…
ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ଟ୍ୱିଟର ଆକାଉଣ୍ଟ ହ୍ୟାକ୍
ନୂଆଦିଲ୍ଲୀ: ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି। ଏହାର ନାମ ‘ଯୋଗ ଲ୍ୟାବ’ରେ ପରିବର୍ତ୍ତନ ହୋଇଥିବାରୁ ଟିଏମସି ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଥିବା ଜଣାପଡିଛି। ଏହି ପେଜରେ…
Exit Polls ; ତ୍ରିପୁରା ଏବଂ ନାଗାଲାଣ୍ଡରେ କ୍ଷମତାକୁ ଆସିପାରେ ବିଜେପି, ମେଘାଳୟରେ ଶାସକ ଦଳ ଜିତିବା ସମ୍ଭାବାନା
ନୂଆଦିଲ୍ଲୀ : ଆଜି ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଫେବୃଆରୀ ୧୬ ରେ ତ୍ରିପୁରାରେ ମତଦାନ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୨ରେ ଏହି ତିନୋଟି ରାଜ୍ୟର ଫଳାଫଳ ପ୍ରକାଶ…