Browsing Category

ରାଜନୀତି

ବିଧାନସଭା ନିର୍ବାଚନ ପାଇଁ ଆପ୍ ଜାରିକଲା 38 ଜଣିଆ ପ୍ରାର୍ଥୀ ତାଲିକା, କେଜ୍ରିଓ୍ବାଲ-ଆତିଶୀଙ୍କ ସିଟ୍ ପକ୍କା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍। ଦିଲ୍ଲୀର ରୁଲିଂ ଆମଆଦମୀ ପାର୍ଟି ଆଜି ଅନ୍ତିମ ତାଲିକା ପ୍ରକାଶ କରିଛି । ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ନୂଆଦିଲ୍ଲୀରୁ, ମୁଖ୍ୟମନ୍ତ୍ରୀ…

ଆଜି ଫଡନାବିସ କ୍ୟାବିନେଟର ସଂପ୍ରସାରଣ, ନାଗପୁରରେ ଶପଥ ନେବେ 35 ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଫଡନାବିସ କ୍ୟାବିନେଟର ସଂପ୍ରସାରଣ ହେବ । ନାଗପୁରରେ ଶପଥ ନେବେ 35ଜଣ ମନ୍ତ୍ରୀ । ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସର୍ବାଧିକ 43ଜଣ ସଦସ୍ୟ ରହିପାରିବେ । କହିରଖୁଛୁ କି, ଗତ 5 ତାରିଖରେ…

ପୋଲାଭରମ ପ୍ରସଙ୍ଗ: ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଜନତା ଦଳ

ଭୁବନେଶ୍ୱର: ଥମୁନି ପୋଲାଭରମ ପ୍ରସଙ୍ଗ । ପୋଲାଭରମ ପ୍ରସଙ୍ଗକୁ ନେଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଜନତା ଦଳ । ଆସନ୍ତା ଜାନୁଆରୀ ମାସରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ମାଲକାନଗିରି ମୋଟୁରୁ ରାଜଧାନୀ ଏବଂ…

IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ ପ୍ରସଙ୍ଗ, ଦୁର୍ନୀତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ଜାରି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଦୁର୍ନୀତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଆଇନମନ୍ତ୍ରୀ ।…

ନବୀନଙ୍କୁ ନେଇ ଝଡ, ବିଜେପିର ବିକୃତ ଫଟୋ ପୋଷ୍ଟକୁ ନେଇ ବର୍ଷିଲା ବିଜେଡି

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ଜୋର ଧରିଲା ଚର୍ଚ୍ଚା । ଓଡିଶା ବିଜେପିର ଟ୍ବିଟର ହେଣ୍ଡେଲରେ ନବୀନ ପଟ୍ଟନାୟକଙ୍କ ବିକୃତ ଫଟୋକୁ ଦେଖି ନିନ୍ଦା କରିଛି…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଆମ୍ ଆଦମୀ ପାର୍ଟି ଏହାର ୩ୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ କେବଳ ଜଣେ ପ୍ରାର୍ଥୀଙ୍କ ନାଁ ସାମିଲ ରହିଛି । ଆପ୍ ନଜଫରଗଡ଼ ଆସନରୁ ତରୁଣ…

ଟାଇମ୍ ପତ୍ରିକାର ପର୍ସନ ଅଫ୍ ଦି ଇୟର ୨୦୨୪ ପାଇଁ ମନୋନୀତ ହେଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ସମ୍ମାନଜନକ ପତ୍ରିକା ଟାଇମ୍ ମାଗାଜିନ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜର 'ପର୍ସନ ଅଫ୍ ଦି ଇୟର' ୨୦୨୪ ଭାବେ ଚୟନ କରିଛି । ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର…

ହାଥରସ ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ କ’ଣ କହିଲେ ରାହୁଲ ଗାନ୍ଧୀ?

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗୁରୁବାର ଉତ୍ତରପ୍ରଦେଶର ହାଥରସରେ ପହଞ୍ଚିଛନ୍ତି। ହାଥରସରେ ସେ ୨୦୨୦ରେ ଗଣଦୁଷ୍କର୍ମ ପରେ ମୃତ୍ୟୁବରଣ କରିଥିବା ଦଳିତ ମହିଳାଙ୍କ ପରିବାରକୁ ଭେଟିଥିଲେ। ଏହି…

(Video) ଦିଲ୍ଲୀର ମହିଳାମାନଙ୍କ ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା, ପ୍ରତିମାସରେ ଖାତାକୁ ଆସବ ଏତିକି ହଜାର

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟୀର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀର ଲୋକଙ୍କ ପାଇଁ ଦୁଇଟି ବଡ଼ ବଡ଼…

‘ଦେଶକୁ ବିକ୍ରି କରନି…’, ଗୋଲାପ ଏବଂ ତ୍ରିରଙ୍ଗା ଦେଇ ନିଆରା ଢଙ୍ଗରେ ବିରୋଧ କଲେ ରାହୁଲ ଗାନ୍ଧୀ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଂସଦ ପରିସରରେ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଆମେରିକାରେ ଆଦାନୀଙ୍କ ବିରୋଧରେ କେନ୍ଦ୍ର ସରକାର ଲାଞ୍ଚ ଅଭିଯୋଗ ଉପରେ ଆଲୋଚନାକୁ…