Browsing Category
ରାଜନୀତି
ରାଷ୍ଟ୍ରପତି ନିର୍ବାଚନ ପାଇଁ ଜଣେ ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରିପାରିବ, କିନ୍ତୁ ମାନିବାକୁ ପଡ଼ିବ ନିର୍ବାଚନ ଆୟୋଗଙ୍କର ଏହିସବୁ…
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ୧୮ ତାରିଖରେ ଦେଶରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ତେବେ ଦେଶର ପ୍ରଥମ ନାଗରିକଙ୍କ ଚୟନ ସମଗ୍ର ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ରାଷ୍ଟ୍ରପତି…
ବିଗିଡ଼ିଲା ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା, ମେଡିକାଲରେ ଭର୍ତ୍ତି
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବିଷୟରେ ବଡ ଖବର ଆସିଛି। ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହା ପରେ ତାଙ୍କୁ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
ମନମାନି କରୁଛି ଛତିଶଗଡ଼ ସରକାର, ଚୁପ ବସିଛି ଓଡ଼ିଶା: ବର୍ଷା ପୂର୍ବରୁ କଲମା ବ୍ୟାରେଜ୍ର ସବୁ ଗେଟ୍ ଖୋଲିବକୁ ନିର୍ଦ୍ଦେଶ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ । ମହାନଦୀ ଓଡ଼ିଶାର ଜୀବନରେଖା…
ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଗିରଫ, ପୁଣି ଆରମ୍ଭ ହେଲା ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ଲଢ଼େଇ
ନୂଆଦିଲ୍ଲୀ: ପୁଣି ପଶ୍ଚିମବଙ୍ଗରେ ଲାଗିଛି ବିଜେପିକୁ ଜବରଦସ୍ତ ଝଟକା । ରାଜ୍ୟ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାରଙ୍କୁ ଆଜି ପୋଲିସ ହାୱରା ହିଂସା ମାମଲାରେ ଗିରଫ କରିଥିବା ଜଣାପଡ଼ିଛି । ତେବେ ହାୱରା ଯାଉଥିବା ବେଳେ…
ରାଜ୍ୟସଭା ନିର୍ବାଚନ: ବିଜେପିକୁ ଚାରୋଟି ସିଟ୍ କ୍ଷତି, ତିନି ଅଙ୍କ ଏବେ ବହୁ ଦୂର
ନୂଆଦିଲ୍ଲୀ: ସଂପନ୍ନ ହୋଇଛି ରାଜ୍ୟସଭା ନିର୍ବାଚନ। ତେବେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଯେତିକି ସିଟ୍ ଜିତିବ ବୋଲି ଆଶା କରୁଥିଲା ତାହା ସଫଳ ହୋଇ ନାହିଁ। ଚଳିତ ବର୍ଷ ଏପ୍ରିଲରେ ସଂସଦଦର ଉଚ୍ଚସଦନରେ ବିଜେପିର…
ଉଦ୍ଧବ ଠାକରେଙ୍କ ନାକ ତଳୁ ଗୋଟିଏ ସିଟ୍ ଛଡାଇ ନେଲେ ଫଡଣବିସ, ଶିବସେନା ଆବାକ୍
ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ସରକାରକୁ ଶକ୍ତ ଝଟକା। ବିରୋଧୀ ଦଳ ବିଜେପି ଶାସକ ଶିବସେନା, ଏନସିପି ଏବଂ କଂଗ୍ରେସର ମହା ବିକାଶ ଅଘାଡି ମେଣ୍ଟକୁ ଝଟକା ଦେଇ ରାଜ୍ୟସଭାର ଛଅଟି ସିଟରୁ…
(Video) ଜୁଏଲ ଓରାମ ହେବେ ରାଷ୍ଟ୍ରପତି ପ୍ରାର୍ଥୀ ! ବିଜେପି ନେଇପାରେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦବୀ ପାଇଁ ଆସନ୍ତା ଜୁଲାଇ ୧୮ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଛି । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯିବା ପରେ…
ରାଜ୍ୟସଭା ନିର୍ବାଚନ: ହରିୟାଣାରେ କଂଗ୍ରେସ ବିଧାୟକ କଲେ କ୍ରସ୍ ଭୋଟିଂ, ହାରିଗଲେ ମାକେନ୍
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ବିଜେପି ଏବଂ ଏହାକୁ ସମର୍ଥନ କରୁଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ ହରିୟାଣାରୁ ଦୁଇଟି ରାଜ୍ୟସଭା ଆସନ ଜିତିଛନ୍ତି। ଶୁକ୍ରବାର ସକାଳେ ଦୁଇଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଆରମ୍ଭ ହେବାପରେ…
ରାଜ୍ୟସଭା ନିର୍ବାଚନ: ମହାରାଷ୍ଟ୍ରରେ ଶିବସେନାକୁ ବଡ ଝଟକା, ସଞ୍ଜୟ ପାୱାର ପରାଜିତ, ବିଜେପିକୁ ୩ ସିଟ୍
ମୁମ୍ବାଇ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ସରକାରରେ ଥିବା ଶିବସେନା, ଏନସିପି ଏବଂ କଂଗ୍ରେସ ଗଠବନ୍ଧନକୁ ଲାଗିଛି ବଡ଼ ଝଟକା। ରାଜ୍ୟସଭା ନିର୍ବାଚନରେ ଏଠାରେ ବିଜେପି ୬ରୁ ତିନି ଆସନରେ ବିଜୟ ହାସଲ କରିଛି। ପରାଜୟ ପରେ…
ପ୍ରଫେଟ୍ ମହମ୍ମଦ ମନ୍ତବ୍ୟ ବିବାଦ: ରାଞ୍ଚିରେ ହିଂସା ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ, ୮ ଗୁରୁତର ଆହତ
ରାଞ୍ଚି(ଓଡ଼ିଶା ଭାସ୍କର): ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଦେଶରେ ଚାଲିଛି ହିଂସା କାଣ୍ଡ। ତେବେ ଗତକାଲି ଦେଶରେ ବିଭିନ୍ନ ରାଜ୍ୟରେ ନୂପୁର ଶର୍ମାଙ୍କ ଗିରଫ ଦାବିରେ ବିକ୍ଷୋଭ…