Browsing Category
ରାଜନୀତି
ବିଧାନସଭାରେ ଆଳୁ ପ୍ରଶ୍ନ: ପୂର୍ବ ସରକାରଙ୍କ ମିଶନ ଫେଲ୍ କହିଲେ ଉପମୁଖ୍ୟମନ୍ତ୍ରୀ, ଚାଷ ପାଇଁ ମୋଟ ଖର୍ଚ୍ଚ 64 କୋଟି
ଭୁବନେଶ୍ବର: ବିରୋଧୀ ଦଳ ବିଧାୟକଙ୍କ ଆଳୁ ପ୍ରଶ୍ନର ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ପୂର୍ବ ସରକାରଙ୍କର ଆଳୁ ମିଶନ ଫେଲ୍ ମାରିଛି । ଓଡିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ କରୁଛି । କିନ୍ତୁ…
ସୋରସ୍ ପ୍ରସଙ୍ଗରେ କେନ୍ଦ୍ରକୁ ପ୍ରଶ୍ନ କଲା କଂଗ୍ରେସ, ଭାରତରେ କାହିଁକି ସେମାନଙ୍କ ବ୍ୟବସାୟ ବନ୍ଦ କରୁନାହାନ୍ତି?
ନୂଆଦିଲ୍ଲୀ: ଗୌତମ ଆଦାନୀ ଗ୍ରୁପ୍ ପ୍ରସଙ୍ଗରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କୁ ଘେରାଉ କରୁଛନ୍ତି। ସେପଟେ ଆମେରିକୀୟ କୋଟିପତି ଜର୍ଜ ସୋରୋସ୍ଙ୍କ କଥା ଉଲ୍ଲେଖ କରି ବିଜେପି କଂଗ୍ରେସ ବିରୋଧରେ…
ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ମହମ୍ମଦ ଅଲ ବଶିର୍
ନୂଆଦିଲ୍ଲୀ: ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ମହମ୍ମଦ ଅଲ ବଶିର । ବଶାର ଅଲ-ଅସଦଙ୍କୁ କ୍ଷମତାଚ୍ୟୁତ କରୁଥିବା ବିଦ୍ରୋହୀ ଗୋଷ୍ଠୀକୁ ସାହାଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହମ୍ମଦ ଅଲ-ବଶିରଙ୍କୁ…
ଇସ୍ତଫା ଦେଲେ ବିଧାୟକ ଅବଦୁଲ ରେହମାନ: ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିକୁ ଲାଗିଲା ବଡ଼ ଝଟକା
ନୂଆଦିଲ୍ଲୀ: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ । ତେବେ ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।…
ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶାରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବେ ସୁଜିତ କୁମାର!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦ ତାରିଖରେ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟସଭା ଉପନିର୍ବାଚନ ପାଇଁ ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ ରହିଥିବା ବେଳେ ଅନ୍ୟ କୌଣସି ଦଳ ପକ୍ଷରୁ ନାମାଙ୍କନ ପତ୍ର…
ଅଟୋବାଲାଙ୍କ ଉପରେ ବର୍ଷିଲା କେଜ୍ରିୱାଲଙ୍କ କୃପା, ଝିଅମାନଙ୍କର ବିବାହ ଖର୍ଚ୍ଚ ସହ ୧୦ ଲକ୍ଷ ଟଙ୍କାର ବୀମା ଦେବ ଆପ୍ ସରକାର
ନୂଆଦିଲ୍ଲୀ: ଦିଲ୍ଲୀର ଆପ୍ ସରକାର ଅଟୋବାଲାଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି। ସରକାର ଏହା ଘୋଷଣା କରିଛନ୍ତି ଯେ, ଦିଲ୍ଲୀର ଅଟୋ ଚାଳକଙ୍କ ଝିଅର ବିବାହରେ ସରକାର ସେମାନଙ୍କୁ ୧ ଲକ୍ଷ ଟଙ୍କା ଦେବେ। ଏଥିସହ ହୋଲି ଏବଂ…
(Video) ଅଟୋ ଡ୍ରାଇଭରଙ୍କୁ ମିଳିବ ୧୦ ଲକ୍ଷର ବୀମା, ଝିଅ ବାହାଘର ପାଇଁ ୧ ଲକ୍ଷ: କେଜ୍ରିୱାଲଙ୍କ ୫ଟି ବଡ଼ ଘୋଷଣା
ନୂଆଦିଲ୍ଲୀ: ଆଗକୁ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ତେବେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଦିଲ୍ଲୀରେ ଅଟୋ ଡ୍ରାଇଭରମାନଙ୍କୁ ମିଳିବ ୧୦…
ମିଶନ ଶକ୍ତି ମହିଳାଙ୍କ ଆନ୍ଦୋଳନ, ମୁହାଁମୁହିଁ ହେଲେ ଶାସକ-ବିରୋଧୀ
ଭୁବନେଶ୍ବର: 3 ଦଫା ଦାବି ନେଇ ଲୋୟର ପିଏମଜିରେ ଅଲ ଓଡିଶା ଜିପିଏଲ ଏଫ ମିଶନ ଶକ୍ତି ସାମ୍ମୁଖ୍ୟ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଛି । ଗାନ୍ଧି ମାର୍ଗରେ ଗର୍ଜୁଛନ୍ତି ମିଶନ ଶକ୍ତି ମହିଳା । ତେବେ ଏହାକୁ ନେଇ ଆଜି…
ଭିଆଇପି ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ମୋହନ ମାଝୀଙ୍କୁ Z+ନବୀନଙ୍କୁ Y+ସୁରକ୍ଷା
ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୁରକ୍ଷା ନେଇ ଗୃହରେ ଉତ୍ତର ରଖିଲେ ମୋହନ ମାଝୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା ମିଳିଥିବା ବେଳେ…
ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏସ୍. ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ପଦ୍ମ ବିଭୂଷଣରେ ହୋଇଥିଲେ ସମ୍ମାନିତ
ବେଙ୍ଗାଲୁରୁ: କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନର ଅସୁସ୍ଥତା ପରେ ସୋମବାର ବିଳମ୍ବି ରାତି ୨ଟା ୪୫ରେ ବେଙ୍ଗାଲୁରୁ…