Browsing Category

ରାଜନୀତି

ନୂଆ ଟିମ୍‌ ଗଢିବେ ଜଗନ: ଆନ୍ଧ୍ରରେ ଏକାଥରକେ ଇସ୍ତଫା ଦେଲେ ୨୪ ମନ୍ତ୍ରୀ, ଏପ୍ରିଲ ୧୧ରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ

ନୂଆଦିଲ୍ଲୀ: କ୍ୟାବିନେଟ୍‌ ପୁନର୍ଗଠନ କରିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ସେଥିପାଇଁ ଗୁରୁବାର ଦିନ ଏକାଥରକେ ଇସ୍ତଫା ଦେଇଛନ୍ତି ୨୪ ମନ୍ତ୍ରୀ । ସୂଚନାନୁଯାୟୀ କ୍ୟାବିନେଟ୍‌ ପୁନର୍ଗଠନ ପାଇଁ…

କେରଳ କଂଗ୍ରେସରେ ବଡ ବିଦ୍ରୋହ, ହାଇକମାଣ୍ଡଙ୍କ ଆଦେଶ ଭାଙ୍ଗିବାକୁ ଥମାସଙ୍କ ଘୋଷଣା

ନୂଆଦିଲ୍ଲୀ: ନିକଟରେ ସଂପନ୍ନ ୫ଟି ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଛି। ନିକଟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ପାର୍ଟି ପାଇଁ ଏହି ସମୟ ବହୁତ…

ନିରବ ଝଡ଼ର ରୂପ ନେଇପାରେ ହିଜାବ ବିବାଦ: ମୁସଲମାନଙ୍କ ମନରେ ବିଷମଞ୍ଜି ବୁଣୁଲେ ଅଲ୍‌କାଏଦା ମୁଖ୍ୟ, ୯ ମିନିଟ୍‌ର ଭିଡିଓ ଜାରି

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଦେଖାଯାଇଥିବା ହିଜାବ ଆଗକୁ ନିରବ ଝଡ଼ର ରୂପ ନେଇପାରେ । କାରଣ, ଏହି ବିବାଦକୁ ନେଇ ଭାରତୀୟ ମୁସଲମାନଙ୍କ ମନରେ ବିଷମଞ୍ଜି ବୁଣିବା ଆରମ୍ଭ କରିଦେଇଛି ଆତଙ୍କବାଦୀ ସଂଗଠନ ଅଲକାଏଦା । ସଂଗଠନର…

BJDର ନିବେଦିତା ଜେନା ହେଲେ ଧାମନଗର NAC ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାମନଗର ନୋଟିଫାଏଡ୍ ଏରିଆ କାଉନସିଲ (ଏନଏସି)କୁ ଜବଜା କରିନେଇଛି ଶାସକ ଦଳ ବିଜେଡି । ବିଜେଡିର ନିବେଦିତା ଜେନା ଏନଏସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ନିବେଦିତା ତାଙ୍କର…

ବିଜେପି ସାଂସଦଙ୍କୁ ନମୋଙ୍କ ୧୫ ଦିନିଆ ଟାସ୍କ

ନୂଆଦିଲ୍ଲୀ: ବିଜେପିର ସାଂସଦଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଦିନ ପାଇଁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଟାସ୍କ । ସମସ୍ତ ସାଂସଦଙ୍କୁ ନିଜ ନିଜର କାମର ତାଲିକା ମଧ୍ୟ ଦିଆଯାଇଛି । ୬ ଏପ୍ରିଲ ଦଳର…

ପାକିସ୍ତାନରେ ବାଲାଟ୍‌ ପେପର୍‌ ପାଇଁ କାଗଜ ସଙ୍କଟ, ୩ ମାସ ମଧ୍ୟରେ ନିର୍ବାଚନ କରିବାକୁ ମନା କଲେ ଇସି

ଇସଲାମାବାଦ୍‌: ପାକିସ୍ତାନରେ ରାଜନୈତିକ ସଙ୍କଟ ପାଇଁ ୯୦ ଦିନ ମଧ୍ୟରେ ସାଧାରଣ ନିର୍ବାଚନ କରିବାଲାଗି ଜାରିହୋଇଥିବା ନିର୍ଦ୍ଧେଶନାମାରେ ବ୍ୟତିକ୍ରମ ଦେଖାଦେଇପାରେ । କାରଣ ପାକିସ୍ତାନରେ ବାଲାଟ ପେପର ପାଇଁ କାଗଜ ସଙ୍କଟ…

ଦେଶରେ ସବୁଠୁ ଧନୀ ରାଜନୈତିକ ଦଳ ପାଲଟିଲା ବିଜେପି, ଚାନ୍ଦା ଆକାରରେ ମିଳୁଛି କୋଟି କୋଟି ଟଙ୍କା: ଏଡିଆର୍‌ ରିପୋର୍ଟରୁ ମିଳିଲା ତଥ୍ୟ

ନୂଆଦିଲ୍ଲୀ: ଦେଶରେ ସବୁଠୁ ଧନୀ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି (ବିଜେପି) । ଚାନ୍ଦା ଆକାରରେ ପ୍ରତିବର୍ଷ ମିଳୁଛି କୋଟି କୋଟି ଟଙ୍କା । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମର (ଏଡିଆର) ପକ୍ଷରୁ ପ୍ରକାଶିତ…

‘ସଂଘ କାର୍ଯ୍ୟକର୍ତ୍ତାଙ୍କ ଉପରେ ଫୁଲ ବର୍ଷା କଲ, ଏବେ ମରିବ’, ଡାକ୍ତରଙ୍କ ବିରୋଧରେ ଫତଓ୍ଵା ଜାରି

ମୁରାଦାବାଦ: ସଂଘ କାର୍ଯ୍ୟକର୍ତ୍ତାଙ୍କ ସ୍ଵାଗତ କଲ ଆଉ ଫୁଲ ବର୍ଷା କଲ। ଏବେ ପରିଣାମ ଭୋଗିବ। ଉତ୍ତର ପ୍ରଦେଶ ମୁରାଦାବାଦରେ ସଂଘର କାର୍ଯ୍ୟକର୍ତ୍ତାଙ୍କ ସ୍ଵାଗତ କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି। ଡାକ୍ତରଙ୍କ…

ଆଡଭାନୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ କି BJP, ଗୁରୁଦକ୍ଷିଣା ଦେଇ ନିଜର କଥା ରଖିବେ କି ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସମାପ୍ତ ହେବ । ତେବେ ନିକଟରେ ପାଞ୍ଚଟି ରାଜ୍ୟର ବିଧାନସଭାର ନିର୍ବାଚନର ଫଳାଫଳ ଘୋଷଣା ପରେ ବିଜେପିର ନଜର ଏବେ…

ବୃଦ୍ଧାଙ୍କୁ ପ୍ରଭାବିତ କଲା ରାହୁଲ ଗାନ୍ଧୀଙ୍କ ବିଚାର, ରାହୁଲଙ୍କ ନାଁରେ କରି ଦେଲେ ୫୦ ଲକ୍ଷ ସମ୍ପତ୍ତି ଓ ସୁନା-ଗହଣା

ଡେରାଡୁନ୍‌: ଉତ୍ତରାଖଣ୍ଡରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟି ଶୋଚନୀୟ ପରାସ୍ତ କରିଛି । ଏହାପରେ ପାର୍ଟିରେ ବିଭିନ୍ନ ପ୍ରକାରର ସମସ୍ୟା ଜାରି ରହିଛି । ଏହି ମଧ୍ୟରେ ଜଣେ ମହିଳା ତାଙ୍କର ସସସ୍ତ…