Browsing Category

ରାଜନୀତି

୫ ରାଜ୍ୟ ବିଧାନସଭା ଭୋଟ୍ ଗଣତି ଆରମ୍ଭ: କିଏ ମାରିବ ବାଜି?

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ଭୋଟ ଗଣତି ୮ଟାରୁ ଭୋଟ ଗଣତି ଚାଲିଛି । ଗତ ୨ ମାସ ଧରି ଚାଲିଥିବା ରାଜନୀତିର ଆଜି ଆସିବ…

ରାଜନୀତିରୁ ସନ୍ୟାସ ନେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.କେ ଆଣ୍ଟୋନୀ, ହାଇକମାଣ୍ଡ ଚିଠି ଲେଖି ଜଣାଇଲେ…

ନୂଆଦିଲ୍ଲୀ: ହାତ ଦଳ ଛଡ଼ିବା ସହ ରାଜନୀତିରୁ ସନ୍ୟାସ ନେବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.କେ ଆଣ୍ଟୋନୀ । ଏନେଇ ନେଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି…

ପୌର ନିର୍ବାଚନ: ପ୍ରାର୍ଥିପତ୍ର ଯାଞ୍ଚ ଶେଷ, ୧୪ରେ ଚୂଡାନ୍ତ ତାଲିକା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆସନ୍ତା ୨୪ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ବୁଧବାର ଅପରାହ୍ମରେ ପ୍ରାର୍ଥ ପତ୍ର ଯାଞ୍ଚ କାର୍ଯ୍ୟ ସମାପ୍ତ ହୋଇଛି । ୧୪ତାରିଖ ଅପରାହ୍ମ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର…

ଆଜି ଆସିବ ୫ ରାଜ୍ୟର ବିଧାନସଭା ଜନାଦେଶ, ଫୋକସରେ ୟୁପି- ପଞ୍ଜାବ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ୫ ରାଜ୍ୟ ଅର୍ଥାତ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ପ୍ରକାଶ ପାଇବ ରେଜଲ୍ଟ।  ୫ରାଜ୍ୟରେ ବିଧାନସଭା ଆସନ ନିମନ୍ତେ ହୋଇଥିବା ମତଦାନର ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ କରାଯିବ…

ପୌର ନିର୍ବାଚନ: ୨୨ ଜଣ ମେୟର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ

ଭୁବନେଶ୍ୱର: ରାଜ୍ୟରେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହା ମଧ୍ୟରେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଥିବାବେଳେ । ବୁଧବାର ଆସିଛି ନାମାଙ୍କନ ପତ୍ର ଯାଞ୍ଚ ଫଳାଫଳ । ପୌର ନିର୍ବାଚନ ପାଇଁ ଦାଖଲ…

ଆସାମ ପୌର ନିର୍ବାଚନରେ ବିଜେପିର ବାଜିମାତ୍, ୟୁପି ରେଜଲ୍ଟକୁ ଅପେକ୍ଷା

ଇମ୍ଫାଲ: ଆସନ୍ତାକାଲି ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବାକୁ ଯାଉଛି । ଏହାରି ମଧ୍ୟରେ ବିଜେପି ପାଇଁ ଆସିଛି ଏକ ଖବର । ଆସାମ ମୁୃନିସିପାଲ ନିର୍ବାଚନରେ ବାଜିମାତ କରିଛି ବିଜେପି । ମୋଟ ୮୦ ଟି ପୌର…

BJDକୁ କଡ଼ା ଟକ୍କର ଦେବ BJP: ରଣାଙ୍ଗନକୁ ଓହ୍ଲାଇବେ ଦଳର ୩ ହେଭିୱେଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ପୌର ନିର୍ବାଚନ । ଇତିମଧ୍ୟରେ ସମସ୍ତ ରାନୈତିକ ଦଳର ମେୟର, କାଉନସିଲର ପ୍ରାର୍ଥୀମାନେ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ…

ସତରେ କ’ଣ UPରେ ପୁଣି ଥରେ ସରକାର ଗଢ଼ିବ ଭାଜପା: ଏହି ୫ଟି କାରଣ ପାଇଁ BJP ଜିତିବ

ନୂଆଦିଲ୍ଲୀ: ଆସନ୍ତାକାଲି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁର ଆଦି ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆସିବ । ତେବେ ସମସ୍ତଙ୍କର ନଜର ରହିଛି ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶ…

ୟୁପି ନିର୍ବାଚନ: ଇଭିମଏ ପ୍ରୋଟୋକଲକୁ ନେଇ ତ୍ରୁଟି ହୋଇଥିଲା, ସ୍ଵୀକାର କଲେ ବାରାଣସୀ କମିଶନର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଠିକ୍ ପୂର୍ବରୁ ବାରଣାସୀ ସମେତ ଅନ୍ୟ ଜିଲ୍ଲାରେ ଇଭିଏମର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଥିଲା। ଏପରିକି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ…

ନିର୍ବାଚନ କମିଶନଙ୍କ ଅଧିକାରୀ କରୁଛନ୍ତି ଇଭିଏମ ଟାମ୍ପରିଂ: ଭୋଟ ଗଣତି ପୂର୍ବରୁ ଅଭିଯୋଗ ଆଣିଲେ ଅଖିଳେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସରିଛି ସାଧାରଣ ନିର୍ବାଚନ ପାଇଁ ମତଦାନ । ଏବେ ୧୦ ତାରିଖରେ ଆସିବାକୁ ଥିବା ଫଳାଫଳକୁ ନେଇ ଅପେକ୍ଷା କରି ରହିଛନ୍ତି ସମସ୍ତେ । ନିର୍ବାଚନକୁ ନେଇ କରାଯାଇଥିବା ଏଗ୍ଜିଟ୍ ପୋଲ୍ ରେ ଉତ୍ତର…