fbpx
Browsing Category

ରାଜନୀତି

ବିଜେପିରେ ଯୋଗ ଦେବା ପାଇଁ ଇସ୍ତଫା ଦେଲେ କୋଲକାତା ହାଇକୋର୍ଟ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ

କୋଲକାତା: କଲିକତା ହାଇକୋର୍ଟରୁ ଇସ୍ତଫା ଦେଇଥିବା ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବିଜେପିରେ ଯୋଗ ଦେବା ତାରିଖ ସମ୍ପର୍କରେ ଗଙ୍ଗୋପାଧ୍ୟାୟ କହିଛନ୍ତି ଯେ ସେ ସମ୍ଭବତଃ…

ଅରୁଣାଚଳ ପ୍ରଦେଶରେ କଂଗ୍ରେସକୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ଏହି ଦୁଇ ନେତା

ଇଟାନଗର: ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦଳବଦଳ ପ୍ରକ୍ରିଆକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏଥିମଧ୍ୟରେ ଗୁରରାଟ ପରେ ଅରୁଣାଚଳ…

ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେବା ମାମଲା; ୩ ଜଣଙ୍କୁ ଗିରଫ କରିଲା ବେଙ୍ଗାଲୁରୁ ପୋଲିସ

ବେଙ୍ଗାଲୁରୁ: କଂଗ୍ରେସ ନେତା ନାସିର ହୁସେନ ରାଜ୍ୟସଭାକୁ ନିର୍ବାଚିତ ହେବା ସମୟରେ 'ପାକିସ୍ତାନ ଜିନ୍ଦାବାଦ' ସ୍ଲୋଗାନ ଦେଇଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଫରେନସିକ୍ ସାଇନ୍ସ…

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଜେପି ନଡ୍ଡା; ଇସ୍ତଫାପତ୍ର ଗ୍ରହଣ କଲେ ରାଜ୍ୟସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଜେପି ନଡ୍ଡା । ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡା ରାଜ୍ୟସଭା ସଦସ୍ୟ ପଦ ଛାଡ଼ିଲେ । ହିମାଚଳ ପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ସଦସ୍ୟ ପଦ ଛାଡ଼ିଲେ । ନଡ୍ଡାଙ୍କ…

ଭାରତ ‘ବିଗ୍ ବୁଲି’ ଅଭିଯୋଗର କଡ଼ା ଜବାବ ଦେଲେ ଜୟଶଙ୍କର; ‘ଭାରତ ଧମକ ଦେଉନାହିଁ…’

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଭାରତ ତା'ର ପଡ଼ୋଶୀମାନଙ୍କୁ ଧମକ ଦେଉନାହିଁ। ନୂଆଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଜୟଶଙ୍କର କହିଛନ୍ତି ଯେ ଯଦି ଏପରି…

ଆମ ଆଦମୀ ପାର୍ଟି ଅଫିସ୍ ଖାଲି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍‌)କୁ ଦଳୀୟ ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ରାଉଜ ଆଭିନ୍ୟୁ ଠାରେ ଥିବା ଆପ୍‌ର ଅଫିସକୁ ଜୁନ ୧୫ ସୁଦ୍ଧା ଖାଲି କରିବାକୁ…

(Video) ବିବାଦୀୟ ବୟାନ ପାଇଁ ବିଧାୟକ ସୁରେଶ ରାଉତରାୟଙ୍କ ନାଁରେ ଏତଲା, ନିଜ ଭୁଲ ବୁଝି କ୍ଷମା ମାଗିଲେ ସୁର

ଓଡ଼ିଶା ଭାସ୍କର: ବିବାଦୀୟ ବୟାନ ପାଇଁ ଜଟଣୀ ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କ ନାଁରେ ଏତଲା । ନିକଟରେ ସେ ପ୍ରଭୁ ରାମଙ୍କୁ ନେଇ ଗଣମାଧ୍ୟମ ଆଗରେ ଏକ ବିବାଦୀୟ ବୟାନ ରଖିଥିଲେ। ଯାହାକୁ…

ବିଜେପିର ମିଶ୍ରଣ ପର୍ବ, ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜେନ୍ଦ୍ର ଓ ନରେନ

ଭୁବନେଶ୍ୱର: ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ । ଏଥିପାଇଁ ରାଜନୈତିକ ଉଷ୍ମତା ଦେଖାଯିବା ସହ ଦଳବଦଳ ପ୍ରକ୍ରିୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଏହି କ୍ରମରେ ବିଜେପିରେ ମିଶିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଏବଂ…

‘ମିଶନ-୪୦୦ ପାର୍’ ପାଇଁ ବିଜେପି କେଉଁ ରଣନୀତି ଆପଣାଇଛି: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରୁ ଜାଣନ୍ତୁ ୧୦ଟି ବଡ଼ ପଏଣ୍ଟ

ନୂଆଦିଲ୍ଲୀଆଗାମୀ ଲୋସଭା ପାଇଁ ଭାରତୀୟ ଜନତା ପାର୍ଟି ୧୯୫ ଜଣ ପ୍ରାର୍ଥୀଙ୍କ ପ୍ରଥମ ଲିଷ୍ଟ ଜାରି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଉତ୍ତରପ୍ରଦେଶର ବାଣାଣସୀ ଆସନରୁ ନିର୍ବାଚନ ଲଢ଼ିବେ । ପ୍ରଥମ…

(Video)ମୋଦୀ ହିନ୍ଦୁ ନୁହଁନ୍ତି, ଯେତେବେଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା ସେ…: ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବ

ପାଟନା: ‘ମୋଦୀ କୋଇ ଚିଜ୍ ହୈ କ୍ୟା.... । ଆଜିକାଲି ପରିବାରବାଦକୁ ନେଇ ମୋଦୀ ହମଲା କରୁଛନ୍ତି । ପରିବାର ପାଇଁ ଲୋକେ ଲଢୁଛନ୍ତି ବୋଲି କହୁଛନ୍ତି। ହେଲେ ଆପଣଙ୍କ ପାଖରେ ପରିବାର ନାହିଁ । ଆଉ ମୋଦୀଜୀ ଆପଣ ହିନ୍ଦୁ…