CHARIDHAM
Browsing Category

ରାଜନୀତି

ବିଜେଡି ଘେରିବ FCI ଅଫିସ୍, ଚାଷୀଙ୍କ ପାଇଁ କରିବ ଲଢ଼େଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାଷୀଙ୍କ ଉନ୍ନତି ଓ ଚାଷୀଙ୍କ ହକ ପାଇଁ ଲଢ଼େଇ କରିବ ବିଜେଡି । କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଓ ଚାଷୀଙ୍କ ପ୍ରତି ଅବହେଳାର ପ୍ରତିବାଦରେ ବିଜେଡି ମଙ୍ଗଳବାର ରାଜ୍ୟର ସବୁ FCI…

ରାହୁଲ ଗାନ୍ଧୀଙ୍କ ମଧ୍ୟ ହୋଇଛି ଫୋନ ଟ୍ୟାପିଂ, ଗୃହ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ଅମିତ୍ ଶାହା

ନୂଆଦିଲ୍ଲୀ : ଇସ୍ରାଏଲର ପେଗାସସ ସଫ୍ଟଓୟାର ଜରିଆରେ ଫୋନ୍ ଟ୍ୟାପିଂକୁ ନେଇ କଂଗ୍ରେସ ମୋଦୀ ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛି। ଫୋନ ଟ୍ୟାପିଂ ରିପୋର୍ଟ ସାମ୍ନାକୁ ଆସିବା ପରେ ଦେଶ ରାଜନୀତିରେ ଝଡ ସୃଷ୍ଟି…

ମନ୍ତ୍ରୀଙ୍କ ସହ ସେଲଫି ନେଲେ ୧୦୦ ଟଙ୍କା ଦେବାକୁ ପଡ଼ିବ, ଏମିତି କୋଉଠି…

ଭୋପାଳ: ମନ୍ତ୍ରୀ ଲଗାଇଲେ ବଡ଼ ଅଜବ ସର୍ତ୍ତ । ତାଙ୍କ ସହ ସେଲଫି ନେବାକୁ ହେଲେ ଦେବାକୁ ପଡ଼ିବ ୧୦୦ ଟଙ୍କା । ଏଭଳି ସର୍ତ୍ତ ରଖିଛନ୍ତି ମଧ୍ୟପ୍ରଦେଶର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଊଷା ଠାକୁର । ସର୍ବଦା ନିଜ ବୟାନକୁ…

ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ଶାସକ-ବିରୋଧୀ ପ୍ରସ୍ତୁତ, କୋଭିଡ କଟକଣା ମଧ୍ୟରେ ଚାଲିବ ଗୃହ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହି ଅଧିବେଶନ ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ମୋଟ ୧୯ଟି କାର୍ଯ୍ୟଦିବସ ରହିବ ।…

କ୍ୟାପଟେନଙ୍କୁ ହରାଇଲେ ସିଦ୍ଧୁ: ମିଳିଲା ପଞ୍ଜାବ କଂଗ୍ରେସର ଦାୟିତ୍ୱ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦୀର୍ଘଦିନ ଧରି ରହିଥିବା ରାଜନୈତିକ ସଙ୍କଟ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହରାଇ ଦେଇଛନ୍ତି ପୂର୍ବତନ ଭାରତୀୟ ଓପନର ନଭଜୋତ ସିଂ ସିଦ୍ଧୁ । ରବିବାର…

ଅଶ୍ଵିନୀ ବୈଷ୍ଣବଙ୍କୁ ୨୦୨୦ରେ ମନ୍ତ୍ରୀ କରିବାକୁ ଚାହୁଥିଲେ ମୋଦୀ, ହେଲେ ସଂଘ ନଥିଲା ରାଜି, ବିଜେପି ନେତା ମଧ୍ୟ ଜାଣି ନଥିଲେ

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସରେ ନିଜ ଦ୍ଵିତୀୟ ସରକାରରେ ପ୍ରଥମ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। ହେଲେ କ୍ୟାବିନେଟରେ ଗୁରୁତ୍ଵପୂର୍ଣ୍ଣ ବଦଳି କରି ସଭିଙ୍କୁ ଚକିତ କରି…

ମୋଦୀ ସରକାରର ଗୁମର ଖୋଲିବେ ସୁବ୍ରମଣ୍ୟମ୍ ସ୍ୱାମୀ!

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ସୋସିଆଲ ମିଡିଆରେ ଏକ ବଡ଼ ଦାବି କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ୱାଶିଂଟନ୍ ପୋଷ୍ଟ ଏବଂ ଲଣ୍ଡନ ଗାର୍ଜିନ୍ ରେ ଆଜି ସନ୍ଧ୍ୟାରେ ଏକ…

ଇସ୍ତଫା ଦେବେ ୟେଦ୍ଦୁରାପ୍ପା! କିନ୍ତୁ ରଖିଲେ ଗୋଟିଏ ସର୍ତ୍ତ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ଦୁରାପ୍ପା ବର୍ତ୍ତମାନ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଚାନକ ଭେଟିବା ପରେ ୟେଦ୍ଦୁଙ୍କ ପରିବର୍ତ୍ତନ ନେଇ ନାନା…

ଶୁଭେନ୍ଦୁ ଅଧିକାରୀଙ୍କ ଘରେ ସିଆଇଡି ଚଢ଼ଉ, ବଢ଼ିଲା ଅଡୁଆ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ତଦନ୍ତକାରୀ ସଂସ୍ଥାକୁ ନେଇ ରାଜନୀତି ଆରମ୍ଭ ହୋଇଛି । କେନ୍ଦ୍ର ସରକାର ସିବିଆଇକୁ ଅସ୍ତ୍ର କରି ବିପକ୍ଷ ନେତାଙ୍କୁ ହଇରାଣ କରୁଥିବାର ଅଭିଯୋଗ ହେଉଥିବା ବେଳେ ଟିଏମସି ବିରୋଧରେ ମଧ୍ୟ…

ହଟିପାରନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ଦୁରାପ୍ପା, ମୋଦିଙ୍କୁ ଭେଟିବା ପରେ ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ରାଜନୀତିର ପାଣିପାଗ ବେଶ୍ ଉଷ୍ମ ରହିଛି କହିଲେ ଚଳିବ । ଗୋଟିଏ ପଟେ ପ୍ରଶାନ୍ତ କିଶୋର, ଶରଦ ପାୱାରଙ୍କ ବିରୋଧୀ ମହାମେଣ୍ଟକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଅନ୍ୟପଟେ…