fbpx
Browsing Category

ସ୍ପେସାଲ

ରିସର୍ଚ୍ଚରୁ ନୂଆ ଖୁଲାସା: ଓଜନ କମ କରୁଥିବା ମେଡିସିନ୍ ହାର୍ଟରୋଗୀଙ୍କ ପାଇଁ ଭଲ

ନୂଆଦିଲ୍ଲୀ : ଓଜନ କମ କରୁଥିବା ମେଡିସିନ୍ ହାର୍ଟରୋଗୀଙ୍କ ପାଇଁ ଭଲ। ଏହା ଆମେ ନୁହେଁ , ବରଂ ନୂଆ ରିସର୍ଚ୍ଚରୁ ଖୁଲାସା ହୋଇଛି । ମିଳିଥିବା ସୂଚନା ମୁତାବକ , ୟୁରୋପୀୟ ସୋସାଇଟି ଅଫ କାର୍ଡିଓଲୋଜି (ଇଏସସି) କଂଗ୍ରେସ…

ହାର୍ଟ ସମସ୍ୟାକୁ ଦୂର କରେ ଏହି ତେଲ, ବଢ଼ିଥାଏ ମେଟାବୋଲିଜମ୍‌

ଆଜିକାଲି ଲୋକମାନେ ଅଳ୍ପ ବୟସରେ ହାର୍ଟ ଆଟକ୍ ବା ହୃଦଘାତର ଶିକାର ହେଉଛନ୍ତି । ଏହା ଏପରି ଏକ ମାରାତ୍ମକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତି କିଛି ସେକେଣ୍ଡ ମଧ୍ୟରେ ମରିଯାଏ । ଆଜି ଆମେ ଏହି ସମସ୍ୟାରୁ ମୁକ୍ତି ପାଇବାର…

କାହିଁକି ଚନ୍ଦ୍ରଯାନରେ ଦିଆଯାଇଛି ସୁନେଲି ପ୍ଲେଟ? ଚନ୍ଦ୍ରପୃଷ୍ଠରେ କିପରି ସାହାଯ୍ୟ କରୁଛି ଏହି ଆସ୍ତରଣ

ନୂଆଦିଲ୍ଲୀ: ଯେବେଠାରୁ ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠରେ ଯାଇ ପହଞ୍ଚିଛି ସେବେଠାରୁ ଚନ୍ଦ୍ରଯାନକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଚନ୍ଦ୍ରଯାନରେ ଲାଗିଥିିବା ସୁନା ଭଳି ଆସ୍ତରଣକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ…

National Sports Day: କ୍ରୀଡା ଆମ ସ୍ୱାସ୍ଥ୍ୟ ପାଇଁ କେତେ ପରିମାଣର ଲାଭଦାୟକ?

ଲୋକମାନଙ୍କୁ ଖେଳ ପ୍ରତି ଜାଗ୍ରତ କରିବା ପାଇଁ ପ୍ରତିବର୍ଷ ୨୯ ଅଗଷ୍ଟକୁ ‘ଜାତୀୟ କ୍ରୀଡା ଦିବସ’ ଭାବରେ ପାଳନ କରାଯାଉଛି । ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ହୋଇଥିଲା । ମେଜର…

ମରିବା ପରେ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ ଶରୀରର ଏହି ଅଙ୍ଗ: ଏତିକି ସମୟ ମଧ୍ୟରେ ହୋଇପାରିବ ଟ୍ରାନ୍ସପ୍ଲାଣ୍ଟ

ନୂଆଦିଲ୍ଲୀ: କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତାଙ୍କ ଶରୀରକୁ ପୋତି ଦିଆଯାଏ କିମ୍ବା ଶବଦାହ କରାଯାଇଥାଏ, କିନ୍ତୁ ଆପଣ ଜାଣନ୍ତି କି ଏହି ସମୟ ମଧ୍ୟରେ ଅନେକ ମାନବ ଅଙ୍ଗ ଜୀବନ୍ତ ରହିଥାଏ? ମୃତ୍ୟୁ ପରେ ମଧ୍ୟ ଏପରି…

କେଉଁ ଦିନ ପାଳନ କରାଯିବ ରାକ୍ଷୀପୂର୍ଣ୍ଣିମା , ଜାଣିନିଅନ୍ତୁ ଭଦ୍ରକାଳ ବିଷୟରେ

ଓଡିଶା ଭାସ୍କର : ହିନ୍ଦୁ ପାଞ୍ଜି ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ରାକ୍ଷୀ ପୂର୍ଣ୍ଣିମା ପର୍ବଟି ହିନ୍ଦୁମାନଙ୍କର ଏକ ମହତ୍ୱପୂର୍ଣ୍ଣ ପର୍ବ ଭାବରେ ବିବେଚନା…

(Video) କେଡ଼େ ସୁନ୍ଦର ଏ ପୃଥିବୀ… ଜହ୍ନ ରାଇଜରୁ ପୃଥିବୀର ‘ନଜାରା’ ରେକର୍ଡ କରି ପଠାଇଲା ଚନ୍ଦ୍ରଯାନ

ନୂଆଦିଲ୍ଲୀ: କି ସୁନ୍ଦର ଆହା, କି ଆନନ୍ଦମୟ, ଏହି ବିଶାଳ ସଂସାର... ଭକ୍ତକବି ମଧୁସୂଦନ ରାଓଙ୍କ ଏହି ପଂକ୍ତି ଆଜି ସ୍ୱଚକ୍ଷୁରେ ଦେଖିବାକୁ ମିଳିଛି । ଭକ୍ତକବିଙ୍କ ଏହି ଗୀତକୁ ଚିତ୍ର ମାଧ୍ୟମରେ ଦର୍ଶାଇଛି ଭାରତର…

ଶ୍ରାବଣର ଶେଷ ସୋମବାରରେ ଏହି ଭୁଲ୍ କରନ୍ତୁ ନାହିଁ, ପୁଣ୍ୟ ବଦଳରେ ଲାଗିପାରେ ପାପ

ଦେବତାଙ୍କ ଦେବ ମହାଦେବଙ୍କୁ ସମର୍ପିତ ଶ୍ରାବଣ ମାସର ମାସହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରହିଛି । ଅଧିକମାସ ହେତୁ ଚଳିତ ବର୍ଷ ଶ୍ରାବଣ ୨ ମାସ ଥିଲା, ଯେଉଁଥିରେ ୮ ସୋମବାରରେ ଉପବାସ ପାଳନ କରାଯାଇଥିଲା । ଆଜି ଅର୍ଥାତ୍…

କିଛି ଲୋକଙ୍କୁ ବାଇଗଣ ଖାଇବା ମନା, ନଚେତ୍ ଭୋଗିପାରନ୍ତି ଏହି ସମସ୍ୟା…

ବାଇଗଣ ଖାଇବା ଶରୀରକୁ ଅନେକ ଲାଭ ଦେଇଥାଏ । କିନ୍ତୁ କିଛି ଲୋକ ଭୁଲରେ ମଧ୍ୟ ଏହାକୁ ଖାଇବା ଉଚିତ୍ ନୁହେଁ । ଆସନ୍ତୁ ଜାଣିବା କାହିଁକି... ବାଇଗଣ ତରକାରୀ ଖାଇବା ଦ୍ୱାରା ମଧ୍ୟ ଏହାର ଲାଭ ମିଳିଥାଏ । ଡାକ୍ତରଙ୍କ…

ଡେଙ୍ଗୁ ହେଲେ ରକ୍ତରେ ପ୍ଲେଟଲେଟ୍ ହ୍ରାସ ପାଏ, ଜାଣନ୍ତୁ ଏହାର ଅଭାବକୁ କିପରି ପୂରଣ କରିବେ

ବର୍ଷା ଯୋଗୁଁ ମଶାଙ୍କ ଆତଙ୍କ ବୃଦ୍ଧି ପାଇଛି । ଡେଙ୍ଗୁ ହେଲେ ରକ୍ତରେ ପ୍ଲେଟଲେଟ୍ ହ୍ରାସ ପାଏ, ଯାହା ଫଳରେ ଜଣେ ରୋଗୀ ଦୁର୍ବଳ ହୋଇଯାଆନ୍ତି। ବେଳେ ବେଳେ ଜୀବନ ମଧ୍ୟ ଚାଲିଯାଏ। ତେବେ କାହିଁକି ଡେଙ୍ଗୁ ହେଲେ…