fbpx
Browsing Category

ସ୍ପେସାଲ

ଜନ୍ମାଷ୍ଟମୀରେ ଭୋଗ ଆକାରରେ କାକୁଡ଼ି ଅର୍ପଣର ରହିଛି ଭିନ୍ନ ମହତ୍ତ୍ୱ: ନବ ବିବାହିତା ମହିଳା କିମ୍ବା ଗର୍ଭବତୀ ମହିଳାମାନଙ୍କୁ ଖାଇବାକୁ ଦିଆଯାଏ

ଜନ୍ମାଷ୍ଟମୀ ଦିନ କୃଷ୍ଣଙ୍କ ସାଜସଜ୍ଜା ଏବଂ ପୂଜାରେ ଅନେକ ପ୍ରକାରର ଜିନିଷ ବ୍ୟବହାର କରାଯାଏ । କିନ୍ତୁ କୃଷ୍ଣଙ୍କ ଜନ୍ମରେ ବ୍ୟବହାର ହେଉଥିବା କାକୁଡି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଧାର୍ମିକ ବିଶ୍ୱାସ ଅନୁଯାୟୀ…

ପବିତ୍ର ଜନ୍ମାଷ୍ଟମୀରେ ଜାଣନ୍ତୁ କୃଷ୍ଣଙ୍କ ଜନ୍ମ ସହ ଜଡ଼ିତ କିଛି ରହସ୍ୟ

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଲୀଳାମୟ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ଅଧର୍ମ ବଢ଼ିବଢ଼ି ଚାଲିଥିଲା ସେତେବେଳେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟ ରୂପରେ ଧରାବତରଣ କରିଥିଲେ । ସୁତରାଂ ପ୍ରବଳ…

ମହାନଦୀ ବାଲି ଭିତରୁ ମିଳୁଛି ହୀରା: ରତ୍ନ ପଥରରେ ଭରି ହୋଇଛି ମହାନଦୀର ଆଖପାଖ

ବୌଦ୍ଧ: ଚିରସ୍ରୋତା ମହାନଦୀ ଭିତରେ ରହିଛି ଗୁପ୍ତ ସମ୍ପତ୍ତି । ମହାନଦୀର ସେହି ଚକ୍ ଚକ୍ କରୁଥିବା ବାଲି ସାଧାରଣ ବାଲି ନୁହେଁ । ସେହି ବାଲି ଭିତରେ ରହିଛି ମୂଲ୍ୟବାନ ହୀରା । ଓଡିଶାର ବଡ ନଦୀର ମାନ୍ୟତା ପାଇଥିବା…

G-20 Summit: ଦେଶ ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ, ଭାରତକୁ କ’ଣ ସବୁ ଫାଇଦା ମିଳିବ?

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥାର ଗ୍ରୁପ ଜି-୨୦ ସମ୍ମିଳନୀ ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେଉଛି । ଏହି ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ପାଇଁ ଭାରତ ସମସ୍ତ ପ୍ରସ୍ତୁତି…

G-20 ସମ୍ମିଳନୀରୁ କାହିଁକି ଦୂରେଇ ରହିଲେ ଚୀନ୍ ରାଷ୍ଟ୍ରପତି: ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରୁ ଜିନପିଙ୍ଗ ବାରମ୍ବାର ଗାଏବ୍ ହେବା ପଛର ରହସ୍ୟ…

ନୂଆଦିଲ୍ଲୀ: ସେପ୍ଟେମ୍ବର ୯-୧୦ରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ଶି’ ଜିନପିଙ୍ଗ ଯୋଗଦେବେ ନାହିଁ । ଜିନପିଙ୍ଗଙ୍କ ବଦଳରେ ଚୀନ ପ୍ରଧାନମନ୍ତ୍ରୀ ଲି’ କିୟାଙ୍ଗ ଭାରତ ଆସିବା ନେଇ ଚୀନ…

ଆଜିଠୁ ଖୋଲିଯିବ ଏହି ରାଶି ଲୋକଙ୍କ ଭାଗ୍ୟ! କ୍ୟାରିୟରରେ ସଫଳତା ସହ ମିଳିବ ଧନ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଶୁଭ ଗ୍ରହ କୁହାଯାଏ । କାରଣ ଶୁକ୍ରଙ୍କ କୃପାରୁ ହିଁ ବ୍ୟକ୍ତି ଧନ, ସମୃଦ୍ଧତା, ସୁଖ, ପ୍ରେମ ଏବଂ ଆକର୍ଷଣ ପାଇଥାଏ । ଶୁକ୍ର କିଛି ସମୟ ପାଇଁ କର୍କଟରେ…

ଆଜି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ: ‘ଗୁରୁ ଦିବସ’ରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଖାସ କଥା

୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ । ଆଜି ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଓ ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ…

ଡାଇବେଟିସକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ପିଆଜ

ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ଖାଦ୍ୟପେୟ ଜନିତ ସମସ୍ୟା ଏହାର ମୁଖ୍ୟ କାରଣ। ରକ୍ତ ଶର୍କରା ନିୟନ୍ତ୍ରଣ ନ ହେବାରୁ ରୋଗୀ ମେଦବହୁଳତା, ହୃତ୍‌ପିଣ୍ଡ, କିଡ୍‌ନୀ…

କରୋନା ଟିକା ଯୋଗୁଁ ଆସୁଛି କି ହାର୍ଟ ଆଟାକ୍ ? ଜାଣନ୍ତୁ କ’ଣ କହୁଛି ନୂଆ ରିସର୍ଚ୍ଚ

ନୂଆଦିଲ୍ଲୀ: ଗତ ତିନିବର୍ଷ ମଧ୍ୟରେ ସାରା ଦେଶରେ ହାର୍ଟ ଆଟାକ୍ ମାମଲା ବହୁଗୁଣିତ ହୋଇଛି । ହୃଦଘାତ ହେତୁ ଅଳ୍ପ ବୟସରେ ମୃତ୍ୟୁ ଘଟୁଛି । କୋଭିଡ ଟିକା ହୃଦଘାତର କାରଣ ବୋଲି କିଛି ଲୋକ ଆଶଙ୍କା ପ୍ରକାଶ କରିଥିଲେ ।…

ଏହିସବୁ ଜିନିଷ ଘରେ ରଖିବା ଦ୍ଵାରା ବଢିଥାଏ କଳହ

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ବାସ୍ତୁ ଖରାପ ଥିଲେ ପରିବାର ଲୋକଙ୍କ ଉନ୍ନତି ହୋଇ ନ ଥାଏ। ଘରେ ଅଭାବ ଅନଟନ ଲାଗି ରହିଥାଏ। ଫଳରେ ଘରେ କଳହର ବାତାବରଣ ସୃଷ୍ଟି ହୋଇଥାଏ। ଏଣୁ ଆଜିକାଲିର ସମୟରେ ଲୋକେ ବାସ୍ତୁ ପ୍ରତି…