Browsing Category

ସ୍ପେସାଲ

ରାଶିଫଳ(ଗୁରୁବାର,୨୩ ଡିସେମ୍ବର,୨୦୨୧)

ମେଷ - ଶୁଭଖବର ପାଇ ମନ ଖୁସି ହେବ । ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଓ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର…

ବିନା କାମରେ ନେଉଥିଲେ ଦରମା ଓ ପ୍ରମୋସନ, ୫ ବର୍ଷ ପରେ ରହସ୍ୟ ଉପରୁ ପରଦା ଉଠାଇଲେ ଯୁବକ

ନୁଆଦିଲ୍ଲୀ: କାମ କଲେ ଦରମା ମିଳେ ଏକଥା ତ’ ଆମେ ସମସ୍ତେ ଜାଣିଛେ । କିନ୍ତୁ ବିନା କାମରେ କେବେ କାହାକୁ ଦରମା ଏବଂ ପ୍ରମୋଶନ ମିଳିଥିବା ଶୁଣିଛନ୍ତି କି? ଜଣେ ବ୍ୟକ୍ତି ଏଭଳି ଏକ କମ୍ପାନୀରେ ୫ ବର୍ଷ ଧରି ବିନା କାମ କରି…

ଝିଅକୁ ସ୍ମାର୍ଟଫୋନ୍ ଦେବା ଖୁସିରେ ଆତ୍ମହରା ହୋଇପଡ଼ିଲେ ବାପା, ପ୍ରୋସେସନ କରି ପହଞ୍ଚିଲେ ଘରେ; ଦେଖନ୍ତୁ ଭିଡିଓ…

ଗୋଟିଏ ସ୍ମାର୍ଟ ଫୋନ କିଣି ଆପଣ କେତେ ଖୁସି ହୋଇଥାନ୍ତି? ହୁଏତ ଆପଣ କିଛି ସମୟ ଖୁସି ହୋଇପାରନ୍ତି । ଖୁସିରେ ଆପଣଙ୍କ ବନ୍ଧୁଙ୍କୁ ଚକଲେଟ ଦେଇଥାନ୍ତି । କିନ୍ତୁ କେବେ ଏକ ସ୍ମାର୍ଟ ଫୋନ କିଣିବା ପରେ ଖୁସିରେ ପ୍ରୋସେସନ…

ଭାରତୀୟଙ୍କୁ ପସନ୍ଦ ଚିକେନ ବିରିୟାନୀ ଓ ସିଙ୍ଗଡା: ମିନିଟରେ ୧୧୫ ଜଣ ଲୋକ କରନ୍ତି ଅର୍ଡର, ସ୍ୱିଗି ସର୍ବେକ୍ଷଣରୁ ମିଳିଲା ସୂଚନା

ନୂଆଦିଲ୍ଲୀ: ବିରିୟାନୀ ପ୍ରାୟ ସମସ୍ତଙ୍କ ପସନ୍ଦ । ୨୦୨୧ରେ ଭାରତୀୟ ମାନେ ସବୁଠୁ ଅଧିକ ଅର୍ଡର ଖାଇବା ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛି ବିରିୟାନୀ ଓ ସିଙ୍ଗଡା । ଅନଲାଇନ ଫୁଡ ଡେଲିଭରୀ ଆପ୍ ସ୍ୱିଗି ପକ୍ଷରୁ…

(ଭିଡ଼ିଓ)ଦୁବାଇର ଶାସକଙ୍କୁ ଛାଡ଼ପତ୍ର ମାଗିଲେ ପୂର୍ବପତ୍ନୀ, ମିଳିଲା ଏତେ ଟଙ୍କା ଯେ ଗଣି ଗଣି ଥକିଯିବେ

ଲଣ୍ଡନ: ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମ ତାଙ୍କ ପୂର୍ବତନ ପତ୍ନୀ ରାଜକୁମାରୀ ହୟରଙ୍କୁ ପାଖାପାଖି ୫୫୦୦ କୋଟି ଟଙ୍କା କ୍ଷତିପୂରଣ ଦେବେ ବୋଲି ବିଟ୍ରେନର ଏକ ହାଇକୋର୍ଟ ମଙ୍ଗଳବାଦ ଦିନ ନିର୍ଦ୍ଦେଶ…

ରାଶିଫଳ(ବୁଧବାର,୨୨ ଡିସେମ୍ବର,୨୦୨୧)

ମେଷ - ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆଜି କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ  ॥ ବୃଷ -…

ପରିବାରେ ବାଇଗଣ ଖାଉଥିବା ଲୋକେ ସାବଧାନ୍! ଜାଣନ୍ତୁ ଏହାର କ୍ଷତି

ବାଇଗଣ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ କିଛି ଖାସ୍ ସମସ୍ୟାରେ ଆପଣଙ୍କର ବାଇଗଣ ଖାଇବା ଉଚିତ୍ ନୁହେଁ । ଯଦି ଆପଣ ଏହି ସମସ୍ୟାରେ ବାଇଗଣ ଖାଆନ୍ତି, ତେବେ ଆପଣଙ୍କ ସମସ୍ୟା ଆହୁରି ବଢ଼ିପାରେ ।…

ଓମିକ୍ରନକୁ ନେଇ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ବଢ଼ିଲା ପୁରୁଷଙ୍କ ଚିନ୍ତା

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଦ୍ରୁତ ସଂକ୍ରମଣକୁ ନେଇ ଚିନ୍ତା ବଢ଼ୁଛି । ବ୍ରିଟେନ ପରେ ଆମେରିକାରେ ମଧ୍ୟ ଓମିକ୍ରନର ପ୍ରଥମ ମୃତ୍ୟୁ ହୋଇସାରିଛି । ଭାରତରେ ୧୭୦ରୁ ଅଧିକ ଓମିକ୍ରନ ମାମଲା ସାମ୍ନାକୁ…

ରାଶିଫଳ(ମଙ୍ଗଳବାର,୨୧ ଡିସେମ୍ବର,୨୦୨୧)

ମେଷ - ଆଜି ସମସ୍ୟା ମଧ୍ୟରେ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବେ । ସାମାଜିକ ସ୍ତରରେ ଯେଉଁ ଆଶା ନେଇ କାହା ପାଇଁ କିଛି କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ । ଆଜିର ଯାତ୍ରା ସମୟରେ ଜଣେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ…

ପୁଣି ଆକ୍ଟିଭ୍ ହେଲା Joker Virus, ଫୋନରୁ ତୁରନ୍ତ ହଟାନ୍ତୁ ଏହି ଆପ୍

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଗତକିଛି ବର୍ଷ ହେବ ଜୋକର ଭାଇରସ୍ ବିପଦ ସୃଷ୍ଟି କରୁଛି । ପୁଣିଥରେ ଜୋକର ମାଲୱେୟାର ପ୍ଲେ ଷ୍ଟୋରର ଅନେକ ଆପକୁ ପ୍ରଭାବିତ କରିବାରେ ଲାଗିଛି । ଯଦି ଆପଣ…