Browsing Category

IPL

ବିଗ ଫାଇନାଲରେ ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ

ଅହମ୍ମଦାବାଦ: IPL ୨୦୨୨ର ଫାଇନାଲ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି ରାଜସ୍ଥାନ ରୟାଲ୍ସ । ଦମଦାର ବ୍ୟାଟିଂ ଅର୍ଡରରେ ସୁୂସଜ୍ଜିତ ଟିମ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ଏକ ବିଶାଳ ସ୍କୋର…

ଏ ସେହି ବିରାଟ କୋହଲି ନୁହନ୍ତି, ଯାହାକୁ ଆମେ ଜାଣିଛୁ: ବୀରେନ୍ଦ୍ର ସେହ୍ଵାଗ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଆଇପିଏଲର ଚଳିତ ସଂସ୍କରଣ ବହୁତ ନିରାଶଜନକ ରହିଛି। ଆଇପିଏଲ ୨୦୨୨ରେ ଖେଳିଥିବା ୧୬ ମ୍ୟାଚରୁ କୋହଲି ୨୨.୭୩ ହାରରେ ମାତ୍ର…

ଦ୍ବିତୀୟ କ୍ୱାଲିଫାୟାର ମ୍ୟାଚରେ ଫ୍ୟାନ୍ସକୁ ପୁଣି ନିରାଶ କଲେ କୋହଲି , ୭ ରନ୍‌ ଆଉଟ୍ ହୋଇ ପ୍ୟାଭିଲିଅନକୁ ଫେରିଲେ…

ଅହମଦାବାଦ(ଗୁଜରାଟ): ପୁଣି ବିଫଳ ହେଲେ ବିରାଟ କୋହଲି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଚଳିତ ଆଇପିଏଲରେ ନିଜର ଦୂର୍ବଳ ବ୍ୟାଟିଂର ପରିଚୟ ଦେଇ ତିନି ଥର ୦’ରେ ଆଉଟ ହୋଇ ଥିବା ବେଳେ ଶୁକ୍ରବାର…

ଆଇପିଏଲ୍-୧୫: ରାଜସ୍ଥାନ- ଗୁଜରାଟ ମଧ୍ୟରେ ଫାଇନାଲ୍‌ ମୁକାବିଲ, ଜାଣନ୍ତୁ କାହାର ପଲ୍ଲା ଭାରି, କିଏ ଜିତିବ ଟାଇଟଲ୍…

ଅହମଦାବାଦ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲେରକୁ ହରାଇ ପୂର୍ବତନ ଚାମ୍ପିଅନ ରାଜସ୍ଥାନ ରୟାଲ୍ସ ଚଳିତ ବର୍ଷର ଆଇପିଏଲ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୨୯ ତାରିଖ ଦିନ ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୁଜରାଟ…

ଟସ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଲେ ସଞ୍ଜୁ: ଆରମ୍ଭ ହେବ ଯୁଦ୍ଧ

ଅହମ୍ମଦାବାଦ: ଆଇପିଏଲ ୨୦୨୨ର ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ରୋୟଲ୍ସର ଅଧିନାୟକ ସଞ୍ଜୁ ସାମସନ । ଏହି ମ୍ୟାଚରେ ବିଜୟ ହାସଲ କରି ଫାଇନାଲକୁ…

ବାଙ୍ଗାଲୋର ନା ରାଜସ୍ଥାନ?: ମ୍ୟାଚ ରଦ୍ଦ ହେଲେ କିଏ ପାଇବ ଫାଇନାଲର ଟିକେଟ

ନୂଆଦିଲ୍ଲୀ: ୨୦୨୨ ଫାଇନାଲ ପୂର୍ବରୁ ଆଉ ମାତ୍ର ଗୋଟିଏ ମ୍ୟାଚ ବାକି ରହିଛି । ଯେଉଁ ମ୍ୟାଚରେ ଚଳିତ ସିଜନର ଦ୍ୱିତୀୟ ଫାଇନାଲିଷ୍ଟ ପାଇବ ଟୁର୍ଣ୍ଣାମେଣ୍ଟ । ପ୍ରଥମରୁ ଗୁଜୁରାଟ ଫାଇନାଲରେ ଜାଗା ପକ୍କା କରି ସାରଛି ।…

ମାର୍ନସ ଲାବୁସେନ ପଚାରିଲେ କିଏ ଜିତିବ IPL 2022ର ଟାଇଟଲ୍ ? ୬୦ ପ୍ରତିଶତ ପ୍ରଶଂସକ ଦେଲେ ଏହି ଜବାବ

ଅହମ୍ମଦାବାଦ: ଆଇପିଏଲ ହେଉଛି ଦୁନିଆର ସବୁଠୁ ଚର୍ଚ୍ଚିତ ଲିଗ୍। ଏହି କାରଣରୁ ଲିଗରୁ ବାହାରେ ବସିଥିବା ଖେଳାଳିଙ୍କ ନଜର ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଉପରେ ରହିଛି। ଅଷ୍ଟ୍ରେଲିଆ କ୍ରିକେଟର ମାର୍ନସ ଲାବୁସେନ ନିକଟରେ ନିଜ…

Qualifier 2: ଫାଇନାଲ୍ ଟିକେଟ୍ ପାଇଁ ମୁହାଁମୁହିଁ ହେବେ ରାଜସ୍ଥାନ-ବେଙ୍ଗାଲୁରୁ, ଜାଣନ୍ତୁ କାହାର ପଲ୍ଲା ଭାରି

ଅହମ୍ମଦାବାଦ: ଆଇପିଏଲ ୨୦୨୨ର ଦ୍ଵିତୀୟ କ୍ଵାଲିଫାୟରରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଏହି ମୁକାବିଲା କୋଲକାତାଠୁ ୧୬୧୭ କିଲୋମିଟର ଦୂର ଅହମ୍ମଦାବାଦର ନରେନ୍ଦ୍ର…

ଫାଇନାଲ ପାଇଁ କେଉଁ ଦଳ ପାଇବ ଟିକେଟ?: ଶାସ୍ତ୍ରୀ ଦେଲେ ଏହି ବୟାନ

ନୂଆଦିଲ୍ଲୀ: ପ୍ରଥମ କ୍ୱାଲିଫାୟାରରେ ରାଜସ୍ଥାନକୁ ହରାଇ ଫାଇନାଲ ଟିକେଟ ହାସଲ କରିସାରିଛି ଗୁଜୁରାଟ ଟାଇଟନ୍ସ । ଏବେ ଦ୍ୱିତୀୟ ଫାଇନାଲିଷ୍ଟ ପାଇଁ ଲଢିବେ ଦୁଇ ରୋୟଲ । ଗୋଟିଏ ପଟେ ରାଜସ୍ଥାନ ରୋୟଲ୍ସ ଏବଂ ଅନ୍ୟ ପଟେ…

ପରାଜୟ ପରେ ରାହୁଲଙ୍କ କ୍ଲାସ ନେଲେ ଗମ୍ଭୀର?: ଭାଇରାଲ ହେଉଛି ଆଙ୍ଗ୍ରି ଲୁକ

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ର ଏଲିମିନେଟର ରାଉଣ୍ଡରେ ପରାଜୟ ବରଣ କରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି ସୁପର ଜିଆଣ୍ଟସ । ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ୧୪ ରନରେ ପରାସ୍ତ ହୋଇଛି କେ.ଏଲ ରାହୁଲଙ୍କ ଟିମ । ଏହା ସହିତ ପ୍ରଥମ…