Browsing Category
IPL
IPL ୨୦୨୨: ମେଗା ଅକ୍ସନରେ ସାମିଲ ହେଲେ ଦୁଇ ଓଡିଆ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା । ଚଳିତ ବର୍ଷ ହେବାକୁ ଥିବା ମେଗା ଅକ୍ସନକୁ ନେଇ ଏବେ ଖୁବ ଚର୍ଚ୍ଚା । ଏଥିମଧ୍ୟରେ ବିସିସିଆଇ ଜାରି କରିଛି ୫୯୦ ଜଣ…
ଲକ୍ଷ୍ନୌ ସୁପର୍ ଜିଆଣ୍ଟ୍ ଫ୍ରାଞ୍ଚାଇଜ୍ର ଲୋଗୋ ଉନ୍ମୋଚିତ, ଲୋଗୋରେ ଗରୁଡ଼ ପକ୍ଷୀ ସହ ତ୍ରୀରଙ୍ଗାର ରହିଛି ଛଲକ
ଲକ୍ଷ୍ନୌ: ଚଳିତ ବର୍ଷ ଆଇପିଏଲରେ ନୂତନ ଭାବେ ସାମିଲ ହୋଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ ଫ୍ରାଞ୍ଚାଇଜର ଲୋଗୋ ଉନ୍ମୋଚିତ ହୋଇ ଯାଇଛି । ପୌରାଣିକ ଯୁଗର ଗରୁଡ଼ ପକ୍ଷୀକୁ ଫ୍ରାଞ୍ଚାଇଜର ଲୋଗୋ କରିଛି ଲକ୍ଷ୍ନୌ ସୁପର…
ଆଇପିଏଲ୍ ଖେଳାଳି ନିଲାମ ପାଇଁ ପ୍ରାକ୍ ପ୍ରସ୍ତୁତି, ଆଲୋଚନା ପାଇଁ ଚେନ୍ନାଇରେ ପହଞ୍ଚିଲେ ଧୋନି
ଚେନ୍ନାଇ: ଆସନ୍ତା ଫେବୃୟାରୀ ୧୨ ଓ ୧୩ ତାରିଖ ଦିନ ବେଙ୍ଗାଲୁରରେ ଚଳିତ ବର୍ଷର ଆଇପିଏଲ ପାଇ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଗୁଆ ଆଲୋଚନା ଓ ପ୍ରସ୍ତୁତି କରିବା ପାଇଁ ଅଧିନାୟକ ମହେନ୍ଦ୍ର…
ଦୁଇ ବର୍ଷ ପରେ ଭାରତକୁ ଫେରିବ IPL: ଏହି ତାରିଖରେ ଆରମ୍ଭ ନେଇ ବିସିସିଆଇ ଆଶାବାଦୀ
ନୂଆଦିଲ୍ଳୀ: ଭାରତକୁ ଫେରିବ ଆଇପିଏଲର ଆସନ୍ତା ସଂସ୍କରଣ । ଆସନ୍ତା ମାର୍ଚ୍ଚ ମାସରେ ଟି-୨୦ କ୍ରିକେଟର ଏହି ମହାକୁମ୍ଭ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହା ସହିତ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଆଇପିଏଲ ଭାରତକୁ…
ଶ୍ରେୟସ ଆୟାରଙ୍କ ପାଇଁ ବଡ ସୁଯୋଗ: ଅଧିନାୟକ କରିବା ପାଇଁ ଆଇପିଏଲ୍ର ତିନି ଫ୍ରାଞ୍ଚାଇଜ୍ ଆଗ୍ରହୀ
ନୂଆଦିଲ୍ଲୀ: ଶ୍ରେୟସ ଆୟାର ଚଳିତ ବର୍ଷର ଆଇପିଏଲରେ ଯେ କୌଣସି ଏକ ଫ୍ରାଞ୍ଚାଇଜର ଅଧିନାୟକ ନିଯୁକ୍ତି ହେବା ନିଶ୍ଚିତ ହୋଇ ଯାଇଛି । କାରଣ ମିଳିଥିବା ସୂଚନା ମୁତାବକ ବିରାଟ କୋହଲି ବହୁଦିନ ଧରି ବର୍ତ୍ତମାନ ରୟାଲ…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଏହି ତିନି ଖେଳାଳି ଦଳରେ ରଖିଲା ଅହମ୍ମଦାବାଦ ଫ୍ରାଞ୍ଚାଇଜି
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ ସିଜିନ୍ ପାଇଁ ଖେଳାଳିଙ୍କ ମେଗା ନିଲାମ ପୂର୍ବରୁ ଅହମ୍ମଦାବାଦ ଫ୍ରାଞ୍ଚାଇଜି ନିଜର ତିନି ଖେଳାଳି ଚୟନ କରି ନେଇଛି। ଫ୍ରାଞ୍ଚାଇଜି ଅଲରାଉଣ୍ଡର ହାର୍ଦ୍ଦିକ…
ବିସିସିଆଇର ଚିନ୍ତା ବଢାଇଲା କରୋନା, ବିଦେଶରେ ଆୟୋଜିତ ହେବ IPL !
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଉପରେ ପୁଣି ଥରେ କରୋନା ସଙ୍କଟର ବାଦଲ। ଆଇପିଏଲ ୨୦୨୦ର ଆୟୋଜନ କୋଭିଡ୍ ସଙ୍କଟ କାରଣରୁ ୟୁଏଇରେ ହୋଇଥିଲା। ପୁଣି ୨୦୨୧ ସଂସ୍କରଣ ଭାରତରେ ହୋଇଥିଲେ ମଧ୍ୟ କରୋନା…
ଲକ୍ଷ୍ମଣଙ୍କ ସ୍ଥାନ ନେବେ ଏହି ମହାନ କ୍ରିକେଟର: ଟେଷ୍ଟରେ ୪୦୦ ରନ କରିବାରେ ଏକମାତ୍ର ଖେଳାଳି
ନୂଆଦିଲ୍ଲୀ: ଭାରତୀୟ ଦିଗ୍ଗଜ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କ ସ୍ଥାନ ନେବେ ଆଉ ଜଣେ ଆନ୍ତର୍ଜାତୀୟ ତାରକା । ଆଇପିଏଲ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ ସହିତ ଲକ୍ଷ୍ମଣ ନିଜର ସମ୍ପର୍କ ଛିନ୍ନ କରିବା ପରେ ଏହି…
CSK କ୍ୟାମ୍ପରେ ଓଡ଼ିଆ ପୁଅ: ବିଜୟ ହଜାରେ ଟ୍ରଫିରେ କରିଛନ୍ତି ଚମତ୍କାର ପ୍ରଦର୍ଶନ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଚାରି ଚାରି ଥର ଆଇପିଏଲ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସର କ୍ୟାମ୍ପରେ ସାମିଲ ହୋଇଛନ୍ତି ଓଡ଼ିଶା ଖେଳାଳି ଶୁଭ୍ରାଶୁଂ ସେନାପତି । ଚଳିତ ବଜୟ ହଜାରେ ଟ୍ରଫିରେ ଓଡ଼ିଶା ପାଇଁ ହାଇଏଷ୍ଟ…
IPLରେ ହୋଇପାରେ ଏଜାଜଙ୍କ ଏଣ୍ଟ୍ରି, କିଓ୍ଵି ସ୍ପିନର କହିଲେ- ସୁଯୋଗ ମିଳିବା ସୌଭାଗ୍ୟର କଥା
ନୂଆଦିଲ୍ଲୀ : ନିକଟରେ ଟେଷ୍ଟ କ୍ରିକେଟ୍ରେ ଗୋଟିଏ ଇନିଂସରେ ୧୦ ଓ୍ଵିକେଟ୍ ନେଇ ଇତିହାସ ରଚିଥିବା ଭାରତୀୟ ମୂଳର ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ୍ଙ୍କ ଆଗାମୀ ଲକ୍ଷ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଖେଳିବା।…