Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

(Video) ଭାରତକୁ ମିଳିଲେ ପରବର୍ତ୍ତୀ MS Dhoni… ଟେଷ୍ଟରେ ମାହିଙ୍କ ସ୍ଥାନ ପୂରଣ କରିବେ ଏହି ଖେଳାଳି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇ ସାରିଛନ୍ତି । ଏହାପରେ ମଧ୍ୟ ବିଭିନ୍ନ ସିରିଜ ଏବଂ ମ୍ୟାଚରେ ତାଙ୍କୁ ନେଇ ଖୁବ ଆଲୋଚନା ହୋଇଥାଏ । ଇଂଲଣ୍ଡ…

Team India ବିପକ୍ଷରେ ୭ଟି Wrong Decission ଦେଲେ ଅମ୍ପାୟାର: DRS ବି କାମ ଦେଲାନି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ପୁଣିଥରେ ମ୍ୟାଚକୁ କମବ୍ୟାକ କରିଛି ଟିମ ଇଣ୍ଡିଆ । ତେବେ ଦ୍ୱିତୀୟ ଦିନରେ ଇଂଲଣ୍ଡ ବୋଲର ଭାରତୀୟ ବ୍ୟାଟରଙ୍କ ଉପରେ ଭାରୀ ପଡ଼ିଥିଲେ । ଯାହା ଫଳରେ ଇଂଲଣ୍ଡର…

ଭାରତକୁ ୧୯୨ ରନର ଟାର୍ଗେଟ ଦେଲା ଇଂଲଣ୍ଡ: ସିରିଜ ହାତେଇବା ଲକ୍ଷ୍ୟରେ ରୋହିତ ସେନା

ନୂଆଦିଲ୍ଲୀ: ରାଞ୍ଚି ଟେଷ୍ଟର ତୃତୀୟ ଦିନରେ କମବ୍ୟାକ କରିଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ୪୬ ରନ୍ ପଛୁଆ ରହିଥିବା ବେଳେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଉପରେ ଭାରୀ ପଡ଼ିଛି ସ୍ପିନ ଡିପାର୍ଟମେଣ୍ଟ । ଅଶ୍ୱୀନ ଏବଂ କୁଳଦୀପ…

IND vs ENG: ଅର୍ଧଶତକ ପରେ ଧ୍ରୁବ ଜୁରେଲ ପିତାଙ୍କୁ କଲେ ସାଲ୍ୟୁଟ୍‌, ଭିଡ଼ିଓ ଭାଇରାଲ

ରାଞ୍ଚି: ଆଜି ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ୪ର୍ଥ ମ୍ୟାଚ୍ ରାଞ୍ଚିଂରେ ଖେଳାଯାଉଛି । ପ୍ରଥମେ ଟସ୍ ଜିତି ଇଂଲଣ୍ଡ ଦଳ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୩୦୭ ରନରେ…

IPL-2024ପୂର୍ବରୁ ରାଜସ୍ଥାନକୁ ଶକ୍ତ ଝଟକା: ଘରୋଇ ମଇଦାନକୁ ସିଲ୍ କଲା ରାଜସ୍ଥାନ ଖେଳ ପରିଷଦ

ଜୟପୁର: IPL-2024କୁ ଆଉ ଗୋଟିଏ ମାସ ବାକି ରହିଛି । ଏହାପୂର୍ବରୁ IPLର ପ୍ରଥମ ଚମ୍ପିଆନ୍ ରାଜସ୍ଥାନ ରୋୟଲ୍ସକୁ ଲାଗିଛି ଶକ୍ତ ଝଟକା । ରାଜସ୍ଥାନର ଘରୋଇ ମଇଦାନ ସୱାଇ ମାନସିଂହ ଇଣ୍ଡୋର ଷ୍ଟାଡିୟମକୁ ସିଲ୍ କରିଛି…

ଟେଷ୍ଟ ସିରିଜରେ ଇତିହାସ ରଚିଲେ ଯଶସ୍ୱୀ: ପଛରେ ପଡ଼ିଲେ ସଚିନ୍-ରୋହିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଶତକ ଅର୍ଜନ କରିବାରେ ବିଫଳ ହୋଇଛନ୍ତି ଭାରତର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ । କିନ୍ତୁ ମ୍ୟାଚରେ ଏକ ବିସ୍ପୋରକ ଅର୍ଦ୍ଧଶତକ ହାସଲ କରି ସେ ଇତିହାସ ସୃଷ୍ଟି କରିଛନ୍ତି ।…

MIWvsDCW: ଶେଷ ବଲରେ ୬ମାରି ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ; ୪ୱିକେଟରେ ଜିତିଲା ମ୍ୟାଚ୍

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ୨୦୨୪ର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟରେ ଉପବିଜେତା ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଶେଷ ବଲରେ ମୁମ୍ବାଇକୁ ୫ ରନ୍ ଦରକାର ଥିବା…

‘ରାଞ୍ଚି’ ପିଚକୁ ନେଇ ଆରମ୍ଭ ହେଲା ବିବାଦ: ସିରିଜ ପରାଜୟ ଭୟରେ କାନ୍ଦୁଛି ଇଂଲଣ୍ଡ

ନୂଆଦିଲ୍ଲୀ: ରାଞ୍ଚିର ଜେସିଏ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ବିଜୟୀ ହୋଇ ସିରିଜକୁ କବଜା କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଚତୁର୍ଥ ଦିନର ପ୍ରଥମ ଦିନରେ ଭାରତ ପାଇଁ…

IPL-2024ରେ ଏଣ୍ଟ୍ରି କରିବେ ଶାମୀଙ୍କ ଭାଇ ମହମ୍ମଦ କୈଫ ! ଏହି ଚମ୍ପିଆନ୍ ଦଳରେ ହେବେ ସାମିଲ

ନୂଆଦିଲ୍ଲୀ: ଆହତ ସମସ୍ୟାରୁ ସୁସ୍ଥ ହୋଇ ନଥିବାରୁ ଆଇପିଏଲ-୨୦୨୪ରୁ ବାଦ୍ ପଡ଼ିଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଆଣ୍ଠୁରେ ଲାଗିଥିବା ଆଘାତର ଚିକିତ୍ସା ପାଇଁ ବିଦେଶ ଯିବେ ମହମ୍ମଦ ଶାମୀ । ତେଣୁ ଚଳିତବର୍ଷ ଆଇପିଏଲ…

ରାଞ୍ଚି ଟେଷ୍ଟରେ ଇତିହାସ ରଚିଲେ ରବିଚନ୍ଦ୍ରନ ଅଶ୍ୱୀନ: ଇଂଲଣ୍ଡ ବିପକ୍ଷରେ ‘Special Double’

ନୂଆଦିଲ୍ଲୀ: ରାଞ୍ଚିର ଜେସିଏ ଇଣ୍ଟରନେସନାଲ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଜାରି ରହିଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି ଅତିଥି ଦଳ ଇଂଲଣ୍ଡ । ଭାରତୀୟ…