Browsing Category
ଖେଳ
ପ୍ୟାରିସରେ ଉଡିବ ତ୍ରିରଙ୍ଗା, ସିନ୍ଧୁ – ଶରତ ଉଦଘାଟନୀ ସମାରୋହରେ ଧରିବେ ଭାରତର ଧ୍ୱଜା
ଓଡିଶା ଭାସ୍କର: ଭାରତର ଶୀର୍ଷ ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ପ୍ୟାରିସ ଅଲମ୍ପିକ୍ସରେ ମହିଳା ଧ୍ୱଜାବାହକ ରହିବେ । ସେପଟେ ପ୍ୟାରିସ ଅଲମ୍ପିକ୍ସରେ, ଲଣ୍ଡନ ଅଲମ୍ପିକ୍ସରେ କାଂସ୍ୟ ଜିତିଥିବା ବନ୍ଧୁକଚାଳକ…
ରୋହିତ-କୋହଲି ଖେଳିବେନି ଦିନିକିଆ ସିରିଜ! ଶ୍ରୀଲଙ୍କା ବିପକ୍ଷରେ କଡ଼ା ମୁକାବିଲା
ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ ଉପରେ କବଜା କରିସାରିଛି ଟିମ ଇଣ୍ଡିଆ । ଏହାପରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ଫର୍ମାଟରୁ ବିଦାୟ ନେଇଛନ୍ତି । ଏହାସହିତ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା…
ସାମ୍ନାକୁ ଆସିଲା ଚାମ୍ପିୟନ୍ସ ଟ୍ରଫି ୨୦୨୫ ଶିଡ୍ୟୁଲ! ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆୟୋଜନ କରିବ । ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ପୂର୍ବରୁ ଭାରତୀୟ କ୍ରିକେଟ…
(Video) ଅଲଗା ହେଲେ ହାର୍ଦ୍ଦିକ-ନତାଶା? ବିଶ୍ୱକପ୍ ପରେ ବଡ଼ ନିଷ୍ପତ୍ତି ନେଲେ ଦମ୍ପତ୍ତି! ଛାଡ଼ପତ୍ର ନେଇ ନତାଶାଙ୍କ ଇସାରା
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଚମ୍ପିଆନ୍ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ବିଶ୍ୱକପ ବିଜୟରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । କିନ୍ତୁ ନିଜ ବୈବାହିକ ଜୀବନରେ ହାରି ଯାଇଛନ୍ତି ହାର୍ଦ୍ଦିକ । ପତ୍ନୀ ନତାଶାଙ୍କ ସହ…
ICC ଅଧ୍ୟକ୍ଷ ହେବେ ଜୟ ଶାହ! ଆସନ୍ତା ନଭେମ୍ବରରେ ହେବ ନିର୍ବାଚନ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ପାଦକ ଜୟ ଶାହଙ୍କୁ ନେଇ ବର୍ତ୍ତମାନ ସମୟରେ ଏକ ବଡ଼ ଚର୍ଚ୍ଚା ଚାଲିଛି । ତେଣୁ ଶାହ ବିସିସିଆଇର ସମ୍ପାଦକ ପଦରୁ ଇସ୍ତଫା ଦେଇପାରନ୍ତ ବୋଲି କୁହାଯାଉଛି…
ଗୌତମ ଗମ୍ଭୀର ହେବେ ମୁଖ୍ୟ କୋଚ୍, ଦାବି ହେଲା ଆହୁରି ମଜବୁତ, କେକେଆରକୁ ବିଦାୟ
ଓଡିଶା ଭାସ୍କର: ଦୀର୍ଘଦିନରୁ ଗୌତମ ଗମ୍ଭୀରକୁ ଭାରତୀୟ ଦଳର ମୁଖ୍ୟ କୋଚ ଭାବରେ ଦେଖାଯାଉଛି । ଏବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ସମାପ୍ତ ହୋଇ ସାରିଛି । ଏହି ପରିପ୍ରେକ୍ଷୀରେ ବିସିସିଆଇ ନୂଆ ହେଡ କୋଚଙ୍କ…
ଟି-୨୦ କ୍ରିକେଟରୁ ଅବସର ପରେ ବଦଳିଲା ରୋହିତଙ୍କ DP: ୩ ଘଣ୍ଟାରେ ମିଲିୟନ୍ ଲାଇକ୍ସ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଜିତିବା ପରେ କ୍ରିକେଟରୁ ଅବସର ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ରୋହିତଙ୍କ ସହ ବିରାଟ ମଧ୍ୟ ଏହି ଫର୍ମାଟରୁ ଅବସର ନେଇଛନ୍ତି । ତେବେ ଚମ୍ପିଆନ୍ ହେବା ପରେ ଭାରତୀୟ ଦଳ ଦେଶକୁ ଫେରି…
BCCI ସଚିବ ପଦରୁ ଇସ୍ତଫା ଦେବେ ଜୟ ଶାହ! କ’ଣ ରହିଛି ଏହାର ବଡ଼ କାରଣ?
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡର ସଚିବ ଜୟ ଶାହଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଜୟ ଶାହ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଜାଣିବାକୁ ମିଳିଛି । ଆଗାମୀ ଦିନରେ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲର…
୧୨୫ କୋଟି ବାଣ୍ଟିନେଲା ଟିମ ଇଣ୍ଡିଆ: ରୋହିତ-ବିରାଟଙ୍କୁ ମିଳିଲା ଏତିକି ଟଙ୍କା, ୭ ଖେଳାଳି ମ୍ୟାଚ ନ ଖେଳି କୋଟିପତି
ଓଡ଼ିଶା ଭାସ୍କର: ଅପରାଜୟ ରହି ଟି-୨୦ ବିଶ୍ୱକପ ଉପରେ କବଜା କରିଛି ଟିମ ଇଣ୍ଡିଆ । ବିଶ୍ୱକପ ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ୧୭ ବର୍ଷ ପରେ ଏହି ଟାଇଟଲ ହାସଲ କରିଛି ରୋହିତ ସେନା । ଏହାପରେ ଭାରତୀୟ ଦଳ…
ପ୍ୟାରିସ ଅଲମ୍ପିକ୍ସରେ ପ୍ରତିନିଧିତ୍ୱ କରିବେ ୨ ଓଡ଼ିଆ : ୧୫ ଲକ୍ଷ ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପ୍ୟାରିସ୍ ଅଲମ୍ପିକ୍ସରେ ଦୁଇ ଓଡ଼ିଆ ତାରକା ଅଂଶଗ୍ରହଣ କରିଛନ୍ତି । ଓଡିଶାର ଦୁଇ ତାରକା କିଶୋର ଜେନା ଏବଂ ଅମିତ ରୋହି ଦାସଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି…