Browsing Category

ଖେଳ

ଟି-୨୦ ବିଶ୍ୱକପ୍: ସୁପର ଓଭରରେ ପାକିସ୍ତାନକୁ ହରାଇ ଇତିହାସ ରଚିଲା ଆମେରିକା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ସୁପର ଓଭରରେ ପରାସ୍ତ କଲା ଆମେରିକା। ସୁପର ଓଭରରେ ଆମେରିକା ପ୍ରଥମେ ବ୍ୟାଟିଂ କରି ୧୮ ରନ୍ କରିଥିଲା। ବିଜୟ ପାଇଁ ସୁପର ଓଭରରେ…

ଶେଷ ହେଲା ସୁନୀଲ ଛେତ୍ରୀଙ୍କ ଦୀର୍ଘ ୨୦ ବର୍ଷର କ୍ୟାରିୟର; ଡ୍ର ରହିଲା କୁଏତ-ଭାରତ ମ୍ୟାଚ୍

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଓ କୁଏତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୦-୦ ଗୋଲରେ ଡ୍ର ରହିଲା। କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଛି ଏବଂ ଏହା ଥିଲା ଭାରତୀୟ…

ଆହତ ହେଲେ ରୋହିତ ଶର୍ମା: ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ବିଶ୍ୱକପରେ ବଡ଼ ଝଟକା

ନୂଆଦିଲ୍ଲୀ: ବର୍ତ୍ତମାନ ଚାଲିଥିବା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା । ଗତ ୫ ତାରିଖରେ ଭାରତ ତା’ର ପଦାର୍ପଣ ମ୍ୟାଚରେ ଆୟର୍ଲାଣ୍ଡ ବିପକ୍ଷରେ ୮ ୱିକେଟରେ ବିଜୟରୁ ଶୁଭାରମ୍ଭ କରିଥିବା ବେଳେ…

୨୦୨୪ ରେ ହେଲା ବିଶ୍ୱର ସବୁଠାରୁ ମହଙ୍ଗା ଲୋକସଭା ନିର୍ବାଚନ! ଗୋଟିଏ ଭୋଟର ମୂଲ୍ୟ କେତେ?

ନୂଆଦିଲ୍ଲୀ :ଦୁଇ ମାସ ଧରି ଚାଲିଥିବା ଲୋକସଭା ନିର୍ବାଚନ ୨୦୨୪ ଶେଷ ହୋଇଛି ଏବଂ ନୂତନ ସରକାର ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଆଶ୍ଚର୍ଯ୍ୟଜନକ ଫଳାଫଳ ବ୍ୟତୀତ ଏହି ନିର୍ବାଚନ ଅନେକ ଉପାୟରେ ଖାସ୍ ଥିଲା । ସବୁଠୁ…

AUSvsOMAN: ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଖୋଲା ଚ୍ୟାଲେଞ୍ଜ ଦେଲା ଓମାନ, ଟେକ୍ନିକ୍ ଉପରେ ଆଣିଲା ପ୍ରଶ୍ନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ରେ ଅଷ୍ଟ୍ରେଲିଆ ଓ ଓମାନ ମଧ୍ୟରେ ମ୍ୟାଚ୍ ଆଜି ରାତି ସାଢ଼େ ୧୨ଟାରୁ ଆରମ୍ଭ ହେବ। ଗ୍ରୁପ୍ ବି'ରେ ଓମାନ ତା'ର ଦ୍ବିତୀୟ ମ୍ୟାଚ୍ ଖେଳିବ। କିନ୍ତୁ ଅଷ୍ଟ୍ରେଲିଆ ବିଶ୍ବକପ୍ ରେ ପ୍ରଥମ…

ଆଜିଠୁ ବିଶ୍ୱକପ ଖେଳିବ ଟିମ ଇଣ୍ଡିଆ: ପ୍ରଥମ ମ୍ୟାଚରେ ଆୟରଲାଣ୍ଡ ସହ ଲଢେଇ, କ’ଣ ରହିବ Playing-11?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଆଜିଠାରୁ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ଆୟରଲାଣ୍ଡ ବିପକ୍ଷ ମ୍ୟାଚରୁ ରୋହିତ ସେନା ବିଶ୍ୱକପର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି । ଆୟରଲାଣ୍ଡକୁ ଏକ ଦୁର୍ବଳ ଦଳ କୁହାଯାଉଥିଲେ ମଧ୍ୟ…

ଫ୍ରେଞ୍ଚ୍ ଓପନ ୨୦୨୪ରୁ ଓହରିଲେ ନୋଭାକ୍ ଜୋକୋଭିକ୍‌, ଏହି କାରଣରୁ ଭାଙ୍ଗିଗଲା ସ୍ୱପ୍ନ

ନୂଆଦିଲ୍ଲୀ: ସର୍ବିଆର ଟେନିସ ଷ୍ଟାର ଏବଂ ଫ୍ରେଞ୍ଚ୍ ଓପନର ବର୍ତ୍ତମାନର ଚମ୍ପିଆନ ନୋଭାକ୍ ଜୋକୋଭିକ୍ ଫ୍ରେଞ୍ଚ୍ ଓପନ୍ ୨୦୨୪ରୁ ଓହରିଯାଇଛନ୍ତି । ସୋମବାର ବିଶ୍ୱ ରାକିଂର ୨୩ତମ ସ୍ଥାନରେ ଥିବା ଫ୍ରାନସିସକୋ…

T-20 World Cup ଚମ୍ପିଆନ୍ ହେବ ମାଲାମାଲ: ବିଶ୍ୱବିଜେତାଙ୍କୁ ମିଳିବ ଡବଲ ରାଶି, ଜାଣନ୍ତୁ Prize Money

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଏବେ ରୋମାଞ୍ଚକର ରୂପ ନେଉଛି । ପ୍ରତିଟି ମ୍ୟାଚରେ ଦେଖିବାକୁ ମିଳୁଛି ବିଶ୍ୱକପର ଝଲକ ଆଉ ସଂଘର୍ଷ । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ କଡ଼ା ମୁକାବିଲା ବିଶ୍ୱକପ ମଜାକୁ ଆହୁରି ଦ୍ୱିଗୁଣିତ…

ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପ୍ରସାରଣ କରିବ ଦୂରଦର୍ଶନ

ନୂଆଦିଲ୍ଲୀ : ଜୁନ୍ ୨ ତାରିଖରୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ବକପ୍ କୁ ଡିଡି ଫ୍ରି ଡିସ୍ ପ୍ଲାଟଫର୍ମରେ ପ୍ରସାରଣ କରାଯିବ ବୋଲି ପ୍ରସାର ଭାରତୀ ଆଜି ଘୋଷଣା କରିଛି। ଦୂରଦର୍ଶନ ଟି-୨୦…

କ୍ରିକେଟ ଜଗତରୁ ନେଇଗଲେ ସନ୍ୟାସ, ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ: କ୍ରିକେଟ ଜଗତର ବେଶ ଜଣାଶୁଣା ଫିନିସର ଓ ଅଲରାଉଣ୍ଡର ହେଉଛନ୍ତି ୩୯ ବର୍ଷୀୟ କେଦାର ଯାଦବ । ସେ ଭାରତୀୟ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବରେ ସନ୍ୟାସ ନେଇଛନ୍ତି । ଏନେଇ କେଦାର ଯାଦବ ସୋସିଆଲ ମିଡିଆରେ ଏକ…