fbpx
Browsing Category

ଖେଳ

ଆଫଗାନିସ୍ତାନ ଦଳରେ ସାମିଲ ହେଲେ ଭାରତୀୟ ଖେଳାଳି: World Cupରେ ସାଜିବେ ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ପ୍ରତ୍ୟେକ ଦଳ ବର୍ତ୍ତମାନ ପ୍ଲାନ ଚଳାଇଛନ୍ତି । ଅଷ୍ଟ୍ରେଲିଆ ସମେତ କିଛି ଦଳ ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ଘୋଷଣା କରି ସାରିଥିବା ବେଳେଭାରତ ଏବେ ବି ଦଳ ଘୋଷଣା କରିନାହିଁ । ସମସ୍ତ…

ବିଶ୍ୱକପ ପାଇଁ Retirementରୁ ଫେରିବେ ଚମ୍ପିଆନ ଖେଳାଳି: Captain ନିଜେ କରିବେ କଥାବାର୍ତ୍ତା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ଆରମ୍ଭ ହୋଇସାରିଛି ଦଳ ଘୋଷଣା କାର୍ଯ୍ୟକ୍ରମ । ଆସନ୍ତା ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ସମସ୍ତ ଦଳ ଘୋଷଣା କରିବା ପାଇଁ କୁହାଯାଇଛି । ଏହାପରେ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା…

ଇତିହାସ ରଚିଲା ଭାରତ: ମାଲେସିଆକୁ ହରାଇ ଜିତିଲା ଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫି

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୩ରେ ଭାରତୀୟ ହକି ଦଳ ଇତିହାସ ରଚିଛି । ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ମ୍ୟାଲେସିଆକୁ ୪-୩ ଗୋଲରେ ପରାସ୍ତ କରିଛି । ଆଜିର ବିଜୟ ଫଳରେ…

OCAର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କ ପୁତ୍ର ସତ୍ୟବ୍ରତଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କ ପୁତ୍ର ସତ୍ୟବ୍ରତ ବେହେରାଙ୍କ ପରଲୋକ ଘଟିଛି । ଆଶର୍ବାଦଙ୍କ ଜ୍ୟେଷ୍ଠ ପୁତ୍ର ସତ୍ୟବ୍ରତ ପୂର୍ବରୁ ଓସିଏର…

World Cup ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା: ବଦଳିଗଲେ ଭାରତୀୟ ଦଳର କୋଚ୍

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ୨ ମାସ ବାକି ରହିଛି । ଏହି ସମୟରେ ଭାରତୀୟ ଦଳରେ ବର୍ତ୍ତମାନ ବିଭିନ୍ନ ଏକ୍ସପେରିମେଣ୍ଟ ଦେଖିବାକୁ ମିଳୁଛି । ଦଳରେ ସର୍ବଶ୍ରେଷ୍ଠ ଖେଳାଳିଙ୍କ ଚୟନ ପାଇଁ ପରୀକ୍ଷା…

ବିଶ୍ୱକପ ପାଇଁ Top Order ଫାଇନାଲ, କିନ୍ତୁ ୪/୫ ନମ୍ବରରେ ଖେଳିବେ କିଏ? ଏବେ ବି Suspense…

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ଯେତେ ପାଖେଇ ଆସୁଛି, ଟିମ ଇଣ୍ଡିଆ ପାଇଁ ଚିନ୍ତା ସେତେ ବଢିବାରେ ଲାଗିଛି । କାରଣ ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ୨ ମାସ ବାକି ଥିବା ବେଳେ ଏପର୍ଯ୍ୟନ୍ତ ଭାରତୀୟ ଦଳ ଚୟନ ହୋଇ ପାରିନି ।…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ୨୦୨୩ ଫାଇନାଲରେ ପହଞ୍ଚିଲା ଭାରତ: ୫-୦ ଗୋଲରେ ହାରିଲା ଜାପାନ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନସ ଟ୍ରଫି ହକି ୨୦୨୩ ସେମିଫାଇନାଲରେ ଭାରତ ଶାନଦାର ପ୍ରଦର୍ଶନ କରିଛି । ଆଜି ସେମିଫାଇନାଲ ମ୍ୟାଚରେ ଭାରତ ଓ ଜାପାନ ମଧ୍ୟରେ ଟକ୍କର ହୋଇଥିଲା । ତେବେ ଏହି ଲଢ଼େଇରେ ଭାରତ ୫-୦ ଗୋଲରେ…

ODI WC-2023ରେ ସାମିଲ ହେବେ ଦିନେଶ କାର୍ତ୍ତିକ: ସୋସିଆଲ ମିଡିଆରେ କଲେ ଘୋଷଣା

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେଉଛି କ୍ରିକେଟର ବିରାଟ ମହାକୁମ୍ଭ ଦିନିକିଆ ବିଶ୍ୱକପ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବର୍ତ୍ତମାନ ପ୍ରତ୍ୟେକ ଦଳ ନିଜ ନିଜ ସର୍ବଶ୍ରେଷ୍ଠ ଖେଳାଳିମାନଙ୍କୁ ଚୟନ କରିବା…

ବିଶ୍ୱକପ ପୂର୍ବରୁ ଅଧିନାୟକ ହାର୍ଦ୍ଦିକ ନେଲେ ବଡ଼ ନିଷ୍ପତ୍ତି: ଦଳରୁ ସ୍ଥାନ ହରାଇଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ବର୍ତ୍ତମାନ ପ୍ରସ୍ତୁତ ହେଉଛି ସାରା ବିଶ୍ୱ କ୍ରିକେଟ । ବିଶ୍ୱକପ ଜିତି ଚମ୍ପିଆନ ହେବା ଆଶାରେ ଚାଲିଛି ଅଙ୍କକଷା । କିନ୍ତୁ ଏହା ଭିତରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ଼…

ବିଶ୍ୱକପ୍ ପୁର୍ବରୁ ଚିନ୍ତାରେ ଭାରତୀୟ ଚୟନ କମିଟି, ମଧ୍ୟକ୍ରମର ବ୍ୟାଟିଂ ଦୁର୍ବଳତା ବଢାଇଛି ଟେନ୍‌ସନ୍‌

ନୂଆଦିଲ୍ଲୀ: ଭାରତ ଆଗାମୀ ଦିନିକିଆ ବିଶ୍ୱକପ୍ ଆୟୋଜନ କରୁଥିବା ବେଳେ ଭାରତୀୟ ଟିମ୍ ଲାଇନ୍ ଅପ୍ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରି ନାହିଁ । ଦଳରେ ବ୍ୟାଟିଂ କ୍ରମକୁ ନେଇ ଲାଗି ରହିଥିବା ଅସ୍ଥିରତା ମ୍ୟାନେଜମେଣ୍ଟ ପାଇଁ…