fbpx
Browsing Category

ଖେଳ

WorldCupରେ ବାଦ୍ ପଡ଼ିପାରନ୍ତି ରୋହିତ-ବିରାଟ: ଚୟନ ପାଇଁ ଦେବାକୁ ପଡ଼ିବ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ୱକପ୍ ପାଇଁ ଟିମ ଇଣ୍ଡିଆ ଖେଳାଳି ଚୟନ ପ୍ରକ୍ରିୟା ଜାରି ରଖିଛି । ତେବେ ଦଳ ଚୟନ କରିବା ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ଖେଳାଳିମାନଙ୍କ ଆଗରେ ରକିଛି ଏକ ଚାଲେଞ୍ଜ । ଦଳରେ ସ୍ତାନ…

ଚନ୍ଦ୍ରଯାନ-୩ ସଫଳତାକୁ ନେଇ MIର ପୋଷ୍ଟ: ‘Mission Moon’ ହେଲା ସଫଳ, ଏବେ ‘Mission Worldcup-2023’…

ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ପରେ ଇତିହାସ ରଚିଛି ଭାରତ । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ପ୍ରଥମ ଦେଶ ପାଲଟିଛି । ତେବେ ଚନ୍ଦ୍ରକୁ ଛୁଇଁବାରେ ଭାରତ ଚତୁର୍ଥ ଦେଶ ଭାବରେ ସଫଳତା ହାସଲ କରିଛି । ଜୁଲାଇ ୧୪…

୨-୦ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ: ବର୍ଷା ପାଇଁ ତୃତୀୟ ମ୍ୟାଚ୍ ବାତିଲ

ନୂଆଦିଲ୍ଲୀ: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବାକୁ ଥିବା ୩ୟ ଟି-୨୦ ମ୍ୟାଚରେ ବର୍ଷା ବାଧକ ସାଜିଛି । ବର୍ଷା କାରଣରୁ ଅନ୍ତିମ ମ୍ୟାଚକୁ ବାତିଲ କରି ଦିଆଯାଇଛି । ଫଳରେ ଭାରତ ୨-୦ରେ ସିରିଜ ବିଜୟ ହାସଲ…

BCCIର ଘୋଷଣା: ବିଶ୍ୱକପ ୨୦୨୩ ପାଇଁ ଅଗଷ୍ଟ ୨୪ରୁ ଆରମ୍ଭ ହେବ ଟିକେଟ ବିକ୍ରି!

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ୫ ତରିଖରୁ ନଭେମ୍ବର ମାସ ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଏନେଇ ଫ୍ୟାନ୍ସ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । ପୂର୍ବରୁ ମ୍ୟାଚ…

ହୀଥ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ମିଥ୍ୟା: ସୋସିଆଲ ମିଡିଆରୁ ପୋଷ୍ଟ ଡିଲିଟ କଲେ ସାଥୀ ଖେଳାଳି ଓଲାଙ୍ଗା

ନୂଆଦିଲ୍ଲୀ: ଜିମ୍ବାୱେ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହୀଥ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ମିଛ ବୋଲି ଜାଣିବାକୁ ମିଳିଛି । କର୍କଟ ରୋଗରେ ପୀଡିତ ହୋଇ ୪୯ ବର୍ଷ ବୟସରେ ଷ୍ଟ୍ରିକ ପ୍ରାଣ ହରାଇଥିବା ନେଇ…

କ୍ରିକେଟ ବୋର୍ଡର ଐତିହାସିକ ନିଷ୍ପତ୍ତି: ଏଣିକି ପୁରୁଷଙ୍କ ତୁଳନାରେ ମହିଳା ପାଇବେ ସମାନ ମ୍ୟାଚ୍ ଫି

ନୂଆଦିଲ୍ଲୀ: ଆଜିକା ଦିନରେ କ୍ରିକେଟ ଖୁବ ଉପର ସ୍ତରରେ ପହଞ୍ଚିଲାଣି । କେବଳ ପୁରୁଷ ନୁହେଁ, ମହିଳାମାନେ ଏବେ କ୍ରିକେଟରେ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି । ତେଣୁ ଦିନେ ମହିଳା କ୍ରିକେଟ ବର୍ତ୍ତମାନ ପୁରୁଷଙ୍କ ତୁଳନାରେ…

FIDE ଚେସ୍ ବିଶ୍ୱକପ୍ ଫାଇନାଲ: କାର୍ଲସନଙ୍କ ବିପକ୍ଷରେ ପ୍ରଥମ ଗେମ୍ ଡ୍ର ରଖିଲେ ଆର୍ ପ୍ରଜ୍ଞାନନ୍ଦ

ନୂଆଦିଲ୍ଲୀ: ଆଜବୈଜାନର ବାକୁରେ ଚାଲିଥିବା FIDE ବିଶ୍ୱକପ୍ ଫାଇନାଲରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଏବଂ ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ନରେୱେର ମାଗନସ୍ କାର୍ଲସନ୍‌ଙ୍କ ମଧ୍ୟରେ ଅନୁଷ୍ଠିତ…

Asia Cup-2023 ଦଳରେ MIର ଜଲୱା: ଜାଣନ୍ତୁ କେଉଁ IPL ଦଳରୁ କେତେ ଜଣ ଖେଳାଳିଙ୍କୁ ସୁଯୋଗ ମିଳିଲା

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରିସାରିଛି ବିସିସିଆଇ । ୧୭ ଜଣିଆ ଏହି ଭାରତୀୟ ଦଳରେ ଅନେକ ଖେଳାଳିଙ୍କୁ କମବ୍ୟାକ କରିବାର ସୁଯୋଗ ମିଳିଛି । ୟର୍କର କିଙ୍ଗ ଜଶପ୍ରୀତ ବୁମରାହଙ୍କ ସମେତ କେ.ଏଲ…

Asia Cup-2023; ତିଲକ ବର୍ମା ନା ଶ୍ରେୟସ-ରାହୁଲ… ୪ ନମ୍ବର ପାଇଁ କାହାକୁ ବାଛିବେ ରୋହିତ?

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । କିନ୍ତୁ ଏବେ ବି ଭାରତ ଆଗରେ ରହିଛି ଏକ ବିରାଟ ପ୍ରଶ୍ନ । ୪ ନମ୍ବର ସ୍ଥାନରେ ଖେଳିବ କିଏ? ଏହି ପୋଜିସନ ପାଇଁ ଭାରତ ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୧୧…

ଏବେ ବି ସମ୍ପୂର୍ଣ୍ଣ ଫିଟ ନାହାନ୍ତି କେ.ଏଲ ରାହୁଲ: ଏସିଆ କପ୍ ରେ ଖେଳିବା ନେଇ ସନ୍ଦେହ

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଦୀର୍ଘ ଦିନ ପରେ ଭାରତୀୟ ଦଳକୁ କମବ୍ୟାକ କରିଛନ୍ତି ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ଏବଂ କେ.ଏଲ ରାହୁଲ । ତେବେ ଏସିଆ କପ୍ ପାଇଁ ଦଳ…