fbpx
Browsing Category

ଖେଳ

FIFA Women’s World Cup Final: ପ୍ରଥମ ଥର ପାଇଁ ସ୍ପେନ ଚାମ୍ପିୟନ, ଇଂଲଣ୍ଡକୁ ହରାଇ ରଚିଲା ଇତିହାସ

ନୂଆଦିଲ୍ଲୀ: ଇତିହାସ ରଚିଛି ସ୍ପେନ । ଫିଫା ମହିଳା ବିଶ୍ୱ କପ ୨୦୨୩ର ଚାମ୍ପିୟନ ହୋଇଛି ସ୍ପେନ । ସିଡନୀର ଅଲିମ୍ପିକ୍ସ ଗ୍ରାଉଣ୍ଡରେ ଆଜି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସ୍ପେନ ପ୍ରତିପକ୍ଷ ଇଂଲଣ୍ଡକୁ ୧-୦ ଗୋଲରେ…

Asia Cup-2023 ଦଳରେ ସାମିଲ ହେଲେ ଗମ୍ଭୀର-ହରଭଜନ: ପାକିସ୍ତାନ ବିପକ୍ଷରେ କିଏ ପାଇବେ ସୁଯୋଗ?

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ପ୍ରଥମ ମ୍ୟାଚ ପାକିସ୍ତାନ-ନେପାଳ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ସମସ୍ତ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତେବେ…

ପୁଣି ‘World Cup Schedule’ରେ ହୋଇପାରେ ପରିବର୍ତ୍ତନ: ବଦଳିପାରେ ବଡ଼ ମ୍ୟାଚର ତାରିଖ

ନୂଆଦିଲ୍ଲୀ: ଏସିଆ କପ୍ ଭଳି ଦିନିକିଆ ବିଶ୍ୱକପକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ଭାରତରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଅନେକ ମ୍ୟାଚ ତାରିଖ ଥରେ ବଦଳିସାରିଛି । ଏବେ ପୁଣିଥରେ ବିଶ୍ୱକପ ସୂଚୀରେ…

ତୀରନ୍ଦାଜ ବିଶ୍ୱକପ୍ ୨୦୨୩: ଭାରତୀୟ ପୁରୁଷ ଏବଂ ମହିଳା କମ୍ପାଉଣ୍ଡ ଦଳ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଫ୍ରାନ୍ସର ପ୍ୟାରିସ୍‌ରେ ଆୟୋଜିତ ତୀରନ୍ଦାଜ ବିଶ୍ୱକପ୍ ୨୦୨୩ ଉଭୟ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତୀୟ ପୁରୁଷ ଏବଂ ମହିଳା କମ୍ପାଉଣ୍ଡ ଦଳ । ଶନିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଭାରତୀୟ ପୁରୁଷ…

କ୍ରିକେଟ୍ ବିଶ୍ୱକପ୍ ୨୦୨୩ ପାଇଁ ଦୁଇ ମାସ୍କଟ୍ ଉନ୍ମୋଚନ କଲା ଆଇସିସି, ପ୍ରଶଂସକ ମାନଙ୍କ ପାଇଁ ବଡ଼ ସୁଯୋଗ

ନୁଆଦିଲ୍ଲୀ: ଆଗାମୀ ଦିନିକିଆ କ୍ରିକେଟ୍ ବିଶ୍ୱକପ ଭାରତରେ ହେବାକୁ ଥିବାବେଳେ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଛି । ଆୟୋଜକ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇ…

ଦୂତିଙ୍କୁ ହୋଇଥିଲା କ୍ୟାନସର: ଡୋପ ଟେଷ୍ଟରେ ବିଫଳ ହେବା ପରେ ଦେଲେ ପ୍ରତିକ୍ରିୟା

ଭୁବନେଶ୍ୱର: ଦୁଇ ଦୁଇଥର ଅଲିମ୍ପିଆନ ଭାରତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଲାଗିଛି ଶକ୍ତ ଝଟକା । ଡୋପ୍ ଟେଷ୍ଟରେ ବିଫଳ ପରେ ତାଙ୍କ ଉପରେ ଲାଗିଛି ୪ ବର୍ଷର ପ୍ରତିବନ୍ଧକ । ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ସେ କୌଣସି…

ବିଶ୍ୱକପ ପୂର୍ବରୁ ବିରାଟଙ୍କୁ ମିଳିଲା ‘Diamond Bat’: ପ୍ରାକୃତିକ ହୀରା ପ୍ରସ୍ତୁତ ହୋଇଛି ବ୍ୟାଟ୍

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ବର୍ତ୍ତମାନ ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଭାରତ ସମେତ ଅନ୍ୟ ଦେଶମାନଙ୍କରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ତେବେ ତାଙ୍କ…

DLS Method: ପ୍ରଥମ ଟି-୨୦ରେ ୨ ରନରେ ଜିତିଲା ଭାରତ

ନୂଆଦିଲ୍ଲୀ: ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ୨ ରନରେ ବିଜୟ ହାସଲ କରିଛି । ପ୍ରଥମ ବ୍ୟାଟିଂ କରି ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୯ ରନ୍…

୨୦ ବର୍ଷରୁ କମ୍ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରିୟା ମଲିକ, ଦ୍ୱିତୀୟ ଭାରତୀୟ ଭାବେ ହାସଲ କଲେ ସଫଳତା

ନୁଆଦିଲ୍ଲୀ: ୨୦ ବର୍ଷରୁ କମ୍ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ଇତିହାସ ରଚିଛନ୍ତି ପ୍ରିୟା ମଲିକ । ୭୬ କେଜି ବର୍ଗରେ ବିଜୟୀ ହୋଇ ଦ୍ୱିତୀୟ ଭାରତୀୟ ଭାବରେ ସେ ଏହି ସଫଳତା ପାଇଛନ୍ତି । ପ୍ରିୟା ଏହି ଟୁର୍ଣ୍ଣାମେଣ୍ଟରେ…

ଡୋପ୍ ଟେଷ୍ଟରେ ବିଫଳ ହେଲେ ଦୂତି ଚାନ୍ଦ, ୪ ବର୍ଷ ବାସନ୍ଦ

ଭୁବନେଶ୍ୱର: ଭାରତର ଦ୍ରୁତତମ ଧାବିକା ଅଲମ୍ପିଆନ୍ ଦୂତି ଚାନ୍ଦ ଡୋପ୍ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ବାସନ୍ଦ ହୋଇଛନ୍ତି। ଗତବର୍ଷ ଡସେମ୍ବରରେ ନାଡାର ସ୍ୱତନ୍ତ୍ର ଅଧୀକାରୀଙ୍କ ଦ୍ୱାରା ଭୁବନେଶ୍ୱରରେ ଦୁଇଥର ହୋଇଥବା ଡୋପ୍…