fbpx
BJD
BJD SKY
BJD SKY
Browsing Category

ଖେଳ

National Sports Day: କ୍ରୀଡା ଆମ ସ୍ୱାସ୍ଥ୍ୟ ପାଇଁ କେତେ ପରିମାଣର ଲାଭଦାୟକ?

ଲୋକମାନଙ୍କୁ ଖେଳ ପ୍ରତି ଜାଗ୍ରତ କରିବା ପାଇଁ ପ୍ରତିବର୍ଷ ୨୯ ଅଗଷ୍ଟକୁ ‘ଜାତୀୟ କ୍ରୀଡା ଦିବସ’ ଭାବରେ ପାଳନ କରାଯାଉଛି । ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ହୋଇଥିଲା । ମେଜର…

Rishab Pant Comeback! ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆ ସହ ସାମିଲ ହେଲେ ପନ୍ତ: ବଡ଼ ସରପ୍ରାଇଜ

ନୂଆଦିଲ୍ଲୀ: ବର୍ତ୍ତମାନ ଏସିଆ କପ୍ ପାଇଁ ପ୍ରସ୍ତୁତି ଜାରି ରଖିଛି ଭାରତୀୟ ଦଳ । ଆହତ ସମସ୍ୟାରୁ ଭାରତର ୩ ଜଣ ସୁପରଷ୍ଟାର ଖେଳାଳି ଦଳରେ ସାମିଲ ହୋଇଛନ୍ତି । କେ.ଏଲ ରାହୁଲ, ଜଶପ୍ରୀତ ବୁମରାହ ଏବଂ ଶ୍ରେୟସ ଅୟର ଏହି…

Indian Squad for World Cup 2023: ବିଶ୍ୱକପ୍‌ରେ ଓହ୍ଲାଇପାରେ ଏହି ଭାରତୀୟ ଟିମ୍‌… ଏହି ଦିନ ହେବ ଘୋଷଣା, ୨ ଖେଳାଳି ରହିବେ ରିଜର୍ଭ

ନୂଆଦିଲ୍ଲୀ: ଭାରତ ଚଳିତ ବର୍ଷ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଆୟୋଜନ କରୁଛି । ୫ ଅକ୍ଟୋବରରେ ଏହା ଆରମ୍ଭ ହେଉଥିବା ବେଳେ ୧୯ ନଭେମ୍ବରରେ ଶେଷ ହେବ । ଆନ୍ତର୍ଜତୀୟ କ୍ରିକେଟ୍ ପରିଷଦ(ଆଇସିସି) ନିୟମ ଅନୁଯାୟୀ…

Video: କ୍ରିକେଟରେ ପ୍ରଥମ ଖେଳାଳି ଭାବେ ରେଡ୍ କାର୍ଡ ଶିକାର ସୁନିଲ ନାରିନ, ରାଗରେ ଲାଲ ପଡ଼ିଗଲେ ଅଧିନାୟକ କିରନ ପୋଲାର୍ଡ

ନୂଆଦିଲ୍ଲୀ: ଅନେକ ଦିନ ଧରି ଫୁଟବଲ୍ ପରି କ୍ରିକେଟ୍‌ରେ ରେଡ୍ କାର୍ଡ, ୟେଲୋ କାର୍ଡ ନିୟମ ଆଣିବାକୁ ଦାବି ହେଉଥିଲା । ଏହାରି ମଧ୍ୟରେ କାରେବିଆନ ପ୍ରିମିୟର ଲିଗ୍‌(ସିପିଏଲ୍‌) ରେ କିରନ ପୋଲାର୍ଡଙ୍କ ଟିମ୍ ଟ୍ରିନବାଗୋ…

କିଶୋର ଜେନାଙ୍କୁ ୨୫ ଲକ୍ଷ: ଓଡ଼ିଆ ଆଥଲେଟଙ୍କୁ ପୁରସ୍କାର ଘୋଷଣା କଲେ ସରକାର

ଭୁବନେଶ୍ୱର: ବିଶ୍ୱ ଆଥଲେଟିକ୍ସ ଚମ୍ପିଆନ୍ସରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଆ ଜାତି ପାଇଁ ଗୌରବ ଆଣିଛନ୍ତି କିଶୋର ଜେନା । ଜାଭେଲିନ ଥ୍ରୋ’ରେ ପଞ୍ଚମ ସ୍ଥାନ ଅଧିକାର କରି ଓଡ଼ିଶାର ନାଁ ରଖିଛନ୍ତି କିଶୋର । ଏହାପରେ…

(Video) ଅର୍ଶଦ ନଦୀମଙ୍କ ସହ ନୀରଜଙ୍କ ଏହି ଭିଡିଓ ହେଉଛି ଭାଇରାଲ: ପଦକ ସହ ମନ କିଣିଲେ ‘ସୁନା’ ପୁଅ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଆଥଲେଟ ନୀରଜ ଚୋପ୍ରା ସ୍ୱର୍ଣ୍ଣ ଜିତି ପୁଣିଥରେ ଭାରତ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି । ଅଲିମ୍ପିକ ଏବଂ ଏସୀୟ କ୍ରୀଡ଼ା ପରେ ପୁଣିଥରେ ସେ ପାଲଟି ଯାଇଛନ୍ତି ଭାରତର ‘ସୁନା’ ପୁଅ ।…

ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା, କିଶୋର ଜେନା ରଚିଲେ ଇତିହାସ: ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ୱର୍ଣ୍ଣ ଜିତି ପୁଣିଥରେ ଭାରତ ପାଇଁ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା । ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ମାତ୍ ଦେଇ ଏହି ଇତିହାସ ରଚିଛନ୍ତି ନୀରଜ । ପାକିସ୍ତାନର…

World Championship: ଇତିହାସ ସୃଷ୍ଟି କଲେ ନୀରଜ ଚୋପ୍ରା, ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଇତିହାସ ସୃଷ୍ଟି କଲେ ନୀରଜ ଚୋପ୍ରା। ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ 2023 ରେ ଜିତିଲେ ସ୍ୱର୍ଣ୍ଣ। ନୀରଜ ପ୍ରଥମ ଥ୍ରୋରେ ଫାଉଲ କରିଥିଲେ, କିନ୍ତୁ ଦ୍ୱିତୀୟ ଥ୍ରୋରେ ସେ 88.17…

ବିଶ୍ୱକପ୍ ଓପନିଂ ମ୍ୟାଚ ପୁର୍ବରୁ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ! ସାକ୍ଷି ରହିବେ ୧ ଲକ୍ଷରୁ ଉର୍ଦ୍ଧ ଦର୍ଶକ

ନୂଆଦିଲ୍ଲୀ: ଚଳିତବର୍ଷ ଭାରତ ଦିନିକିଆ ବିଶ୍ୱକପ୍ ୨୦୨୩ ଆୟୋଜନ କରୁଛି । ଏହି ଟୁର୍ଣ୍ଣାମେଣ୍ଟ ୫ ଅକ୍ଟୋବରକୁ ଆରମ୍ଭ ହେବ । ଏହା ପୁର୍ବରୁ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମକୁ ଖୁବ୍ ଖାସ୍ କରିବା ପାଇଁ ଆଇସିସି…

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ଫାଇନାଲରେ ପହଞ୍ଚି ଇତିହାସ ରଚିଲା ଭାରତୀୟ ରିଲେ ଟିମ୍

ନୂଆଦିଲ୍ଲୀ: ହଙ୍ଗେରୀର ବୁଦାପେଷ୍ଟ ଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତ ଇତିହାସ ରଚିଛି । ଭାରତୀୟ ରିଲେ ଟିମ୍ ଫାଇନାଲରେ ପ୍ରବେଶ କରି ଏକ ରେକର୍ଡ ସୃଷ୍ଟି କରିଛି । ଭାରତୀୟ ଦଳ ୨ ମିନିଟ ୫୯.୦୫…