fbpx
Browsing Category

ଖେଳ

କ୍ରିକେଟ ବୋର୍ଡର ଐତିହାସିକ ନିଷ୍ପତ୍ତି: ଏଣିକି ପୁରୁଷଙ୍କ ତୁଳନାରେ ମହିଳା ପାଇବେ ସମାନ ମ୍ୟାଚ୍ ଫି

ନୂଆଦିଲ୍ଲୀ: ଆଜିକା ଦିନରେ କ୍ରିକେଟ ଖୁବ ଉପର ସ୍ତରରେ ପହଞ୍ଚିଲାଣି । କେବଳ ପୁରୁଷ ନୁହେଁ, ମହିଳାମାନେ ଏବେ କ୍ରିକେଟରେ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି । ତେଣୁ ଦିନେ ମହିଳା କ୍ରିକେଟ ବର୍ତ୍ତମାନ ପୁରୁଷଙ୍କ ତୁଳନାରେ…

FIDE ଚେସ୍ ବିଶ୍ୱକପ୍ ଫାଇନାଲ: କାର୍ଲସନଙ୍କ ବିପକ୍ଷରେ ପ୍ରଥମ ଗେମ୍ ଡ୍ର ରଖିଲେ ଆର୍ ପ୍ରଜ୍ଞାନନ୍ଦ

ନୂଆଦିଲ୍ଲୀ: ଆଜବୈଜାନର ବାକୁରେ ଚାଲିଥିବା FIDE ବିଶ୍ୱକପ୍ ଫାଇନାଲରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଏବଂ ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ନରେୱେର ମାଗନସ୍ କାର୍ଲସନ୍‌ଙ୍କ ମଧ୍ୟରେ ଅନୁଷ୍ଠିତ…

Asia Cup-2023 ଦଳରେ MIର ଜଲୱା: ଜାଣନ୍ତୁ କେଉଁ IPL ଦଳରୁ କେତେ ଜଣ ଖେଳାଳିଙ୍କୁ ସୁଯୋଗ ମିଳିଲା

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରିସାରିଛି ବିସିସିଆଇ । ୧୭ ଜଣିଆ ଏହି ଭାରତୀୟ ଦଳରେ ଅନେକ ଖେଳାଳିଙ୍କୁ କମବ୍ୟାକ କରିବାର ସୁଯୋଗ ମିଳିଛି । ୟର୍କର କିଙ୍ଗ ଜଶପ୍ରୀତ ବୁମରାହଙ୍କ ସମେତ କେ.ଏଲ…

Asia Cup-2023; ତିଲକ ବର୍ମା ନା ଶ୍ରେୟସ-ରାହୁଲ… ୪ ନମ୍ବର ପାଇଁ କାହାକୁ ବାଛିବେ ରୋହିତ?

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । କିନ୍ତୁ ଏବେ ବି ଭାରତ ଆଗରେ ରହିଛି ଏକ ବିରାଟ ପ୍ରଶ୍ନ । ୪ ନମ୍ବର ସ୍ଥାନରେ ଖେଳିବ କିଏ? ଏହି ପୋଜିସନ ପାଇଁ ଭାରତ ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୧୧…

ଏବେ ବି ସମ୍ପୂର୍ଣ୍ଣ ଫିଟ ନାହାନ୍ତି କେ.ଏଲ ରାହୁଲ: ଏସିଆ କପ୍ ରେ ଖେଳିବା ନେଇ ସନ୍ଦେହ

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଦୀର୍ଘ ଦିନ ପରେ ଭାରତୀୟ ଦଳକୁ କମବ୍ୟାକ କରିଛନ୍ତି ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ଏବଂ କେ.ଏଲ ରାହୁଲ । ତେବେ ଏସିଆ କପ୍ ପାଇଁ ଦଳ…

ଏସିଆ କପ୍‌ ୨୦୨୩: ଭାରତ ଘୋଷଣା କଲା ଦଳ, ଟିମ୍‌କୁ ଫେରିଲେ ଶ୍ରେୟସ, ରାହୁଲ

ମୁମ୍ବାଇ: ଏସିଆ କପ୍‌ ୨୦୨୩ ପାଇଁ ସୋମବାର ଘୋଷଣା ହୋଇଛି ଟିମ୍‌ ଇଣ୍ଡିଆ। ୧୭ ସଦସ୍ୟ ଟିମ୍‌ରେ ରୋହିତ ଦଳର ନେତୃତ୍ୱ ନେବେ। ଆହତ ସମସ୍ୟାରୁ ମୁକୁଳିବା ପରେ ଟିମକୁ ଫେରିଛନ୍ତି ଶ୍ରେୟସ ଆୟାର ଏବଂ କେ.ଏଲ ରାହୁଲ। ତାଙ୍କ…

T-20 ସିରିଜ୍ ଜିତିଲା ଭାରତ: ବୁମ୍ରାଙ୍କ ନେତୃତ୍ୱରେ ଦମ୍ ଦେଖାଇଲେ ଯୁବ ବାହିନୀ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜକୁ ହାତେଇ ନେଇଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରିଥିବା ବେଳେ ଆଜିର ବିଜୟ ଫଳରେ ଦଳ ଏହି ସଫଳତା ହାସଲ କରିଛି । ଦୀର୍ଘଦିନ ପରେ ଦଳକୁ ଫେରିବା ପରେ…

FIFA Women’s World Cup Final: ପ୍ରଥମ ଥର ପାଇଁ ସ୍ପେନ ଚାମ୍ପିୟନ, ଇଂଲଣ୍ଡକୁ ହରାଇ ରଚିଲା ଇତିହାସ

ନୂଆଦିଲ୍ଲୀ: ଇତିହାସ ରଚିଛି ସ୍ପେନ । ଫିଫା ମହିଳା ବିଶ୍ୱ କପ ୨୦୨୩ର ଚାମ୍ପିୟନ ହୋଇଛି ସ୍ପେନ । ସିଡନୀର ଅଲିମ୍ପିକ୍ସ ଗ୍ରାଉଣ୍ଡରେ ଆଜି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସ୍ପେନ ପ୍ରତିପକ୍ଷ ଇଂଲଣ୍ଡକୁ ୧-୦ ଗୋଲରେ…

Asia Cup-2023 ଦଳରେ ସାମିଲ ହେଲେ ଗମ୍ଭୀର-ହରଭଜନ: ପାକିସ୍ତାନ ବିପକ୍ଷରେ କିଏ ପାଇବେ ସୁଯୋଗ?

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ପ୍ରଥମ ମ୍ୟାଚ ପାକିସ୍ତାନ-ନେପାଳ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ସମସ୍ତ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତେବେ…

ପୁଣି ‘World Cup Schedule’ରେ ହୋଇପାରେ ପରିବର୍ତ୍ତନ: ବଦଳିପାରେ ବଡ଼ ମ୍ୟାଚର ତାରିଖ

ନୂଆଦିଲ୍ଲୀ: ଏସିଆ କପ୍ ଭଳି ଦିନିକିଆ ବିଶ୍ୱକପକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ଭାରତରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଅନେକ ମ୍ୟାଚ ତାରିଖ ଥରେ ବଦଳିସାରିଛି । ଏବେ ପୁଣିଥରେ ବିଶ୍ୱକପ ସୂଚୀରେ…