fbpx
Browsing Category

ଖେଳ

IBSA Games: ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆକୁ ହରାଇ ଭାରତ ଜିତିଲା ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ନିକଟରେ ଚନ୍ଦ୍ରଯାନ-୩ ସଫଳତା ପରେ ମହାକାଶରେ ଭାରତ ଇତିହାସ ରଚିଥିବା ବେଳେ ଏବେ ଖେଳରେ ମଧ୍ୟ ଇତିହାସ ରଚିଛି । ଗୋଟିଏ ପଟେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଦେଶରେ ପ୍ରସ୍ତୁତି…

ବିଶ୍ୱକପ୍ ୨୦୨୩କୁ ନେଇ ବୀରେନ୍ଦ୍ର ସେହୱାଗ କଲେ ଭବିଷ୍ୟବାଣୀ, କହିଲେ କୋହଲି ନୁହଁନ୍ତି ଏହି କ୍ରିକେଟର କରିବେ ରନ୍ ବର୍ଷା

ନୂଆଦିଲ୍ଲୀ: ଭାରତୀୟ ଟିମ୍ ର ପୂର୍ବତନ ସୁନାମଧନ୍ୟ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହୱାଗ ବିଶ୍ୱକପ୍ ୨୦୨୩କୁ ନେଇ ଏକ ବଡ ଭବିଷ୍ୟବାଣୀ କରିଛନ୍ତି । ବିଶ୍ୱକପ୍ ୨୦୨୩ରେ କେଉଁ ଖେଳାଳୀ ସବୁଠାରୁ ଅଧିକ ରନ୍ କରିବେ ସେ ବିଷୟରେ…

ଏସିଆନ୍ ଗେମ୍ସରେ ଭାଗ ନେବେ ୬୩୪ ଭାରତୀୟ ଆଥଲେଟ୍‌, ଓଡ଼ିଶାରୁ ୧୦ ଖେଳାଳି ସାମିଲ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଚୀନର ହାଙ୍ଗଝୋୟୁ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୬୩୪ ଆଥଲେଟ୍ ଭାଗ ନେବେ । ଭାରତୀୟ ଅଲିମ୍ପିକ୍ ଆସୋସିଏସନ ୮୫୦ ଆଥଲେଟଙ୍କ ନାମ ସୁପାରିସ୍‌…

IDFC First Bank ହେଲା ଭାରତର ଘରୋଇ ଅନ୍ତର୍ଜାତୀୟ ମ୍ୟାଚ୍ ର ଟାଇଟଲ୍ ପ୍ରଯୋଜକ, ବିସିସିଆଇର ହେବ ବଡ଼ ଫାଇଦା

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ବ୍ୟାଙ୍କ IDFC ଭାରତର ଘରୋଇ ଆନ୍ତର୍ଜାତୀୟ ମ୍ୟାଚ୍ ର ଟାଇଟଲ୍ ଅଧିକାର ହାସଲ କରିଛି। ଏହି ଡିଲ୍ ଅନୁଯାୟୀ ବିସିସିଆଇ ଗୋଟିଏ ମ୍ୟାଚ୍ ପାଇଁ IDFC First Bank ଠାରୁ ୪.୨ କୋଟି ଟଙ୍କା ପାଇବ।…

ଦ୍ୱିତୀୟ ଥର ପାଇଁ ବାପା ହେଲେ ଯୁବରାଜ ସିଂ, ଇନଷ୍ଟାଗ୍ରାମରେ ଜଣାଇଲେ ଏହି ଖୁସି ଖବର

ଓଡିଶା ଭାସ୍କର; ଭାରତୀୟ କ୍ରିକେଟର ଯୁବରାଜ ସିଂ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି । ଯୁବରାଜ ସିଂ ପତ୍ନୀ ହାଜେଲ କିଚଙ୍କ ସହ ତାଙ୍କ ଶିଶୁ କନ୍ୟାକୁ ସ୍ୱାଗତ କରିଛନ୍ତି । ନିଜର ଇନଷ୍ଟାଗ୍ରାମରେ ସେ ପ୍ରଶଂସକ ଏବଂ…

ବିଶ୍ୱ ଅଥ୍‌ଲେଟିକ୍ ଚାମ୍ପିଅନସିପ୍ ୨୦୨୩: ଫାଇନାଲରେ ନୀରଜଙ୍କ ସହିତ ଲଢିବେ ଓଡ଼ିଆ ପୁଅ କିଶୋର ଜେନା

ନୂଆଦିଲ୍ଲୀ: ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ୍ ଚାମ୍ପିଅନସିପ୍ ୨୦୨୩ରେ ଦମଦାର୍ ପ୍ରଦର୍ଶନ କରିଛନ୍ତି ଭାରତର ଆଥ୍‌ଲେଟ୍‌। ଶୁକ୍ରବାର ଅନୁିଷ୍ଠିତ ଜାଭେଲିନ୍ ଥ୍ରୋ କ୍ୱାଲିଫିକେସନ୍ ମ୍ୟାଚ୍‌ରେ…

ପ୍ରଥମ ଥ୍ରୋରେ ୱାର୍ଲ୍ଡ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା: ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ ହାସଲ କଲେ ଯୋଗ୍ୟତା

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ନୀଜର ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଥ୍ରୋରେ ଫାଇନାଲରେ ଏଣ୍ଟ୍ରି କରିସାରିଛନ୍ତି । ଏହା ସହିତ ସେ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା…

ଇଶାନ ନା ଶୁଭମନ… ରୋହିତଙ୍କ ସହ କିଏ କରିବେ ଓପନିଙ୍ଗ? ଅଧିନାୟକଙ୍କ ପାଇଁ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ: ଏସିଆ କପ-୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ଏହପୂର୍ବରୁ ବିସିସିଆଇ ଦ୍ୱାରା ଆୟୋଜିତ ହୋଇଥିବା ୟୋ-ୟୋ ଟେଷ୍ଟରେ ସମସ୍ତ ଖେଳାଳି ପାସ୍ ମଧ୍ୟ କରିଛନ୍ତି । ଏହାପରେ ବି ଟିମ୍ ଇଣ୍ଡିଆ ଚୂଡ଼ାନ୍ତ…

BCCIର ନିୟମ ଭାଙ୍ଗିଦେଲେ କିଙ୍ଗ କୋହଲି: ମହଙ୍ଗା ପଡ଼ିବ କି Social Media ପୋଷ୍ଟ?

ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟକୁ ନେଇ ଜୋରଦାର ପ୍ରସ୍ତୁତି ଜାରି ରଖିଛି ଭାରତୀୟ କ୍ରିକେଟ ଟିମ୍ । ତେବେ ଏହା ଭିତରେ ବିଶ୍ୱକପ ପୂର୍ବରୁ ବୋର୍ଡ ତରଫରୁ ସମସ୍ତ ଖେଳାଳିଙ୍କ ୟୋ-ୟୋ ଟେଷ୍ଟ କରାଯାଇଛି । ତେବେ…

କ୍ରୀଡ଼ା ଜଗତରୁ ଦୁଃଖଦ ଖବର: ପ୍ରାଣ ହରାଇଲେ ଏହି ୩୬ ବର୍ଷୀୟ ଖେଳାଳି

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଏକ ଦୁଃଖଦ ଖବର ଏବେ ସାମନାକୁ ଆସିଛି । ୩୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜଣେ ବିଶିଷ୍ଟ ଖେଳାଳି । ଏତେ କମ୍ ବୟସରେ ଜଣେ କ୍ରୀଡ଼ାବିତଙ୍କ ମୃତ୍ୟୁକୁ କେହି ସଜରେ ଗ୍ରହଣ…