Browsing Category

ଖେଳ

Test Cricket: ଧଳା ବଲ୍ ରେ କାହିଁକି ଖେଳା ଯାଏନି ଟେଷ୍ଟ ମ୍ୟାଚ, ରେଡ୍ ବଲର ହିଁ ବ୍ୟବହାର……

ଓଡ଼ିଶା ଭାସ୍କର: କ୍ରିକେଟ୍ ଇତିହାସରେ ସର୍ବପ୍ରଥମେ ୧୮୭୭ ମସିହାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳା ଯାଇଥିଲା । ପରବର୍ତ୍ତୀ ସମୟରେ ଏହାର ଅନେକ ଦଶକ ପରେ ଦିନିକିଆ କ୍ରିକେଟର ଆଗମନ ହୋଇଥିଲା ।…

IND vs BAN: ମୁକାବିଲା ପାଇଁ ପ୍ରସ୍ତୁତ ଭାରତ- ବାଂଲାଦେଶ, ଜାଣନ୍ତୁ ପିଚ୍ ରିପୋର୍ଟ, ଲାଇଭ୍ ଷ୍ଟ୍ରିମ୍ ଏବଂ ପ୍ଲେଇଂ ୧୧

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୯ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚେନ୍ନାଇ ସ୍ଥିତ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଦୁଇ ଦଳ ପକ୍ଷରୁ ସପ୍ତାହ ବ୍ୟାପି ପ୍ରସ୍ତୁତି…

ପାକିସ୍ତାନରେ ବି ‘ବିରାଟ’ ଜଲୱା: ବାବର ନୁହେଁ, Champions Trophy ପୋଷ୍ଟରରେ କିଙ୍ଗ କୋହଲି!

ନୂଆଦିଲ୍ଲୀ: ଆସନ୍ତାବର୍ଷ ଚମ୍ପିଆନ୍ସ ଟ୍ରଫିର ଅୟୋଜନ ଦାୟିତ୍ୱ ପାକିସ୍ତାନ କ୍ରିକେଟ ବୋର୍ଡ ହାତରେ ରହିଛି । ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିବା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛି ପାକିସ୍ତାନ । ବୋର୍ଡର…

PKL 11: U Mumbaର ନୂତନ ଅଧିନାୟକ ହେଲେ ସୁନିଲ କୁମାର, ଏହି ୨ ଖେଳାଳି ତୁଲାଇବେ ଉପ- ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ: ପ୍ରୋ କବାଡି ଲିଗ୍‌(PKL)ର ୧୧ତମ ସିଜିନର ନିଲାମ ପାଇଁ ସୁନିଲ କୁମାରଙ୍କ ଉପରେ ସର୍ବାଧିକ ବିଡ୍ ରଖାଯାଇଥିଲା । U Mumba ସୁନିଲଙ୍କୁ ୧.୦୧୫ କୋଟିରେ କିଣିଛି । ପ୍ରୋ କବାଡି ଲିଗ୍ ଇତିହାସରେ ସୁନିଲ…

IND vs BAN; କାହାକୁ ବାଛିବେ ରୋହିତ? ପ୍ରଥମ ଟେଷ୍ଟରେ ଏମିତି ରହିପାରେ Playing-11

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବ ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ବାଂଲାଦେଶ ବିପକ୍ଷ ଏହି ଟେଷ୍ଟରେ ମଇଦାନକୁ ଓହ୍ଲାଇବ । ତେବେ ଏଥିପାଇଁ ଦଳ…

Asian Champions Trophy; ଚକମା ଖାଇଲା ଚୀନ, ପଞ୍ଚମ ଥର ଟାଇଟଲ ହାସଲ କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ଏସିଆନ୍ ଚମ୍ପିଆନ୍ସ ଟ୍ରପିରେ ମଧ୍ୟ ରେକର୍ଡ ସୃଷ୍ଟି କରିଛି ଟିମ ଇଣ୍ଡିଆ । ଫାଇନାଲରେ ଆୟୋଜକ ଚୀନକୁ ଚକମା ଦେଇ ପାଲଟିଛି ଚମ୍ପିଆନ୍ । ଟୁର୍ଣ୍ଣାମେଣ୍ଟରେ ଡ୍ରାଗନକୁ ୧-୦ରେ ପରାସ୍ତ…

Asian Champions Trophy; ଆଜି ଫାଇନାଲ ଫାଇଟ: ମୁହାଁମୁହିଁ ହେବେ ଡ୍ରାଗନ୍-ଟିମ ଇଣ୍ଡିଆ

ଓଡ଼ିଶା ଭାସ୍କର: ଏସିଆନ୍ ଚମ୍ପିଆନ୍ସ ଟ୍ରଫିର ଆଜି ଫାଇନାଲ ମୁକାବିଲା ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଆୟୋଜକ ଚୀନକୁ ଭେଟିବ ଟିମ ଇଣ୍ଡିଆ । ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ…

ବାଂଲାଦେଶ ଟେଷ୍ଟ ପୂର୍ବରୁ ରୋହିତ ଶର୍ମାଙ୍କ ପ୍ରେସ କନଫ୍ରେନ୍ସ, କହିଲେ କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ ସିରିଜ

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ମ୍ୟାଚର ଟେଷ୍ଟ ସିରିଜର ଆରମ୍ଭ ୧୯ ସେପ୍ଟେମ୍ବରରୁ ହେଉଛି। ସିରିଜର ପ୍ରଥମ ମୁକାବିଲା ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରେସ କନଫ୍ରେନ୍ସ କରିଛନ୍ତି,…

ଆଇସିସିର ବଡ଼ ଘୋଷଣା, ପୁରୁଷ ଏବଂ ମହିଳା ଟିମଙ୍କୁ ମିଳିବ ସମାନ ପୁରସ୍କାର ରାଶି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆସିସି) ଏକ ବଡ଼ ଘୋଷଣା କରିଛି। ଆଇସିସି ପ୍ରତିଯୋଗିତାରେ ଭାଗ ନେଉଥିବା ପୁରୁଷ ଏବଂ ମହିଳା ଟିମଙ୍କୁ ସମାନ ପୁରସ୍କାର ରାଶି ମିଳିବ। ଡରବନରେ ଆଇସିସିର ବାର୍ଷିକ ସମ୍ମିଳନୀରେ…

Asian Champions Trophy; ଫାଇନାଲରେ ଏଣ୍ଟ୍ରି କଲା ଟିମ ଇଣ୍ଡିଆ: ‘କୋରିଆ’ ଦେଇ ବାଜି ମାରିଲା ଭାରତ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ହାତେଇବା ପରେ ଟିମ ଇଣ୍ଡିଆରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଅଲିମ୍ପିକ୍ସ ପରେ ଏବେ ଏସିଆନ୍ ଚମ୍ପିଆନ୍ସ ଟ୍ରଫିରେ ଦମଦାର ପ୍ରର୍ଶନ ଜାରି ରଖିଛି ଭାରତ । ଲଗାତାର…