Browsing Category

ଖେଳ

ମନରୁ ଲିଭିନି ରୋହିତଙ୍କ ଆଖିର ଲୁହ… ୨୦୨୩ ବିଶ୍ୱକପକୁ ନେଇ ଖୁସି ଖବର ଦେଲା ଆଇସିସି: ମିଳିଛି ବମ୍ପର ରୋଜଗାର

ନୂଆଦିଲ୍ଲୀ: ଆଖିରେ ଲୁହ, ମନରେ ଅକୁହା ଯନ୍ତ୍ରଣା । ସେହି ଗୋଟିଏ ରାତି, ଯାହା କୋଟି କୋଟି ଭାରତୀୟଙ୍କୁ ଆଖିରେ ଲୁହ ଭରି ଦେଇଥିଲା । କାନ୍ଦୁଥିଲେ ରୋହିତ, କାନ୍ଦୁଥିଲେ ବିରାଟ-ଦ୍ରାବିଡ ଆଉ ସାରା ଭାରତ । ଧାର ଧାର…

ବର୍ଡ଼ର- ଗାଭାସ୍କର ଟ୍ରଫିରେ ବଦଳିବ ଷ୍ଟୀଭ୍ ସ୍ମିଥଙ୍କ ବ୍ୟାଟିଂ ଅର୍ଡ଼ର ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୨ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବର୍ଡ଼ର- ଗାଭାସ୍କର ଟ୍ରଫି ଖେଳିବ । ଏଥିପାଇଁ ୨ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଛି । ଏଥିମଧ୍ୟରେ ଅଷ୍ଟ୍ରେଲୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ…

IND vs BAN; ବୁମରାହଙ୍କୁ କାହିଁକି ମିଳିଲାନି ଉପ-ଅଧିନାୟକ ପଦ? ଗମ୍ଭୀର କରିପାରନ୍ତି ବଡ଼ ଘୋଷଣା

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିସାରିଛି । ଏହି ମ୍ୟାଚରେ ଋଷଭ ପନ୍ତ ଦୀର୍ଘ ଦିନ ପରେ ଦଳକୁ କମବ୍ୟାକ କରୁଥିବା ବେଳେ ୟଶ ଦୟାଲଙ୍କ ପ୍ରଥମ ଥର ଦଳରେ…

ଦଳରୁ ବାଦ୍ ପଡ଼ିଲେ ଋଷଭ ପନ୍ତ-ଶୁଭମନ ଗିଲ୍: ରିଙ୍କୁ ସିଂହଙ୍କୁ ମିଳିଲା ବଡ଼ ସୁଯୋଗ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଦଳ ଘୋଷଣା କରିଛି ଟିମ ଇଣ୍ଡିଆ । ଏଥିରେ ୨ ବର୍ଷ ପରେ ଭାରତୀୟ ଟେଷ୍ଟ ଟିମରେ ସୁଯୋଗ ପାଇଛନ୍ତି ଋଷଭ ପନ୍ତ । ଏହାବ୍ୟତୀତ ଆହୁରି କିଛି ଖେଳାଳି ମଧ୍ୟ…

ଘରୋଇ କ୍ରିକେଟରେ ଦେଖାଇଥିଲେ ଜଲୱା… ଭାରତୀୟ ଟିମ୍ ‘ଏ’ରେ ସାମିଲ ହୋଇପାରନ୍ତି ମୁଶୀର ଖାନ୍

ନୂଆଦିଲ୍ଲୀ: ଘରୋଇ କ୍ରିକେଟରେ ଶାନଦାର ପ୍ରଦର୍ଶନ ଜାରି ରଖିଥିବା ମୁଶୀର ଖାନଙ୍କ ଲଟେରୀ ଲାଗିପାରେ । ମୁଶୀର ଭାରତ ‘ଏ’ ଟିମ୍ ସହ ‘ଚାରି ଦିବସୀୟ’ ୩ଟି ଟେଷ୍ଟ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରନ୍ତି । ରଣଜୀ…

IPL-2025ରେ ନୂଆ ଦଳରୁ ଖେଳିବେ ରାହୁଲ! LSGକୁ ମିଳିବ ନୂଆ ଅଧିନାୟକ?

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ମେଗା ଅକ୍ସନରେ ସାମିଲ ହେବେ ସମସ୍ତ କ୍ରିକେଟର । କିଛି କେଳାଳିଙ୍କ ବ୍ୟତୀତ ସମସ୍ତ ଦଳର ଅନେକ ଖେଳାଳି ପୁଣିଥରେ ନିଲାମୀ ପ୍ରକ୍ରିିୟା ଦେଇ ଗତି କରିବେ । ଏହାଭିତରେ ସବୁଠୁ ବଡ଼…

ଏମିତି ଏକ ଜାଗା ରହିଛି, ଯେଉଁଠି କ୍ରିକେଟ ସମ୍ପୂର୍ଣ୍ଣ ବ୍ୟାନ୍

ନୂଆଦିଲ୍ଲୀ: କେବେ ଶୁଣିଛନ୍ତି, କ୍ରିକେଟ ଖେଳିଲେ ଦେବାକୁ ହୁଏ ଜରିମାନା? ହଁ ଏମିତି ଏକ ଦେଶ ଅଛି ଯେଉଁଠି କ୍ରିକେଟ ଖେଳିବା ହେଉଛି ଅପରାଧ । କ୍ରିକେଟ ଖେଳିଲେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ଯାଏ ସେଠାରେ ଓ ଆଦାୟ କରେ…

Asian Champions Trophy; ଟିମ ଇଣ୍ଡିଆର ଜଲୱା: ଚୀନ ପରେ ୫-୧ରେ ଭାରତ ଆଗରେ ଜାପାନ ଚିତପଟାଙ୍ଗ

ନୂଆଦିଲ୍ଲୀ: ଏସିଆନ୍ ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ହକି ଦଳ ଦମଦାର ପ୍ରଦର୍ଶନ ଜାରି ରଖିଛି । ଚୀନକୁ ଚକମା ଦେବା ପରେ ଏବେ ଜାପାନକୁ ମଧ୍ୟ ପରାସ୍ତ କରିଛି ହକି ଦଳ । ପୁରୁଷ ଏସିଆନ୍ ଚମ୍ପିଆନ୍ସ ଟ୍ରଫି ହକି…

ରୋଇଂରେ ଦୁଇଟି ପଦକ ପାଇ ଗାଁକୁ ଫେରିବା ପରେ ଆୟୁଷଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଚଣ୍ଡିଗଡ: ପଞ୍ଜାବରେ ଓଡିଆ ପୁଅଙ୍କ କମାଲ । ନାସନାଲ ରୋଇଂ ଚାମ୍ପିୟନସିପରେ ଚମକିଲେ ଆୟୁଷ ବଳ । ଗୋଟିଏ ଚାମ୍ପିୟନସିପରେ ଦୁଇ ଦୁଇଟି ପଦକ ହାସଲ କରିଛନ୍ତି ଆୟୁଷ । ଗୋଟିଏ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ । ଆୟୁଷଙ୍କ ଲକ୍ଷ୍ୟ…

ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କୁ ଆଶ୍ୱସ୍ତି, ଇସ୍ତଫା ମଞ୍ଜୁର କଲା ରେଲୱେ

ନୂଆଦିଲ୍ଲୀ: ଭାରତୀୟ ରେଳ ସୋମବାର ଦିନ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କ ଇସ୍ତଫା ଗ୍ରହଣ କରିଛି । ଶୁକ୍ରବାର ଦିନ କଂଗ୍ରେସରେ ଯୋଗଦେବା ପୂର୍ବରୁ ଉଭୟ କୁସ୍ତିଯୋଦ୍ଧା ସେମାନଙ୍କ ରେଲୱେ ଚାକିରିରୁ ଇସ୍ତଫା ଦେଇଥିଲେ…