Browsing Category

ଖେଳ

(Video) ‘INDIA-A’ ଜିତିଲା ଦୁଲୀପ ଟ୍ରଫି ଟାଇଟଲ… ଋତୁରାଜଙ୍କୁ ମାତ୍ ଦେଇ ଟ୍ରଫି ହାତେଇଲେ ମୟଙ୍କ ଅଗ୍ରୱାଲ

ନୂଆଦିଲ୍ଲୀ: ଦୁଲୀପ ଟ୍ରଫି-୨୦୨୪ରେ କମାଲ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ମୟଙ୍କ ଅଗ୍ରୱାଲ । ଅଧିନାୟକ ଭାବରେ ‘India-C’କୁ ପରାସ୍ତ କରି ଟାଇଟଲ ଉପରେ କବଜା କରିଛନ୍ତି ମୟଙ୍କ । ଷ୍ଟାର ବୋଲର ପ୍ରସିଦ୍ଧ…

ଭାରତ ରଚିଲା ଇତିହାସ, ପ୍ରଥମଥର ପାଇଁ ହାସଲ କଲା ସ୍ୱର୍ଣ୍ଣ ପଦକ

ଚେସ୍ ଅଲିମ୍ପିଆଡ୍ ୨୦୨୪: ଭାରତୀୟ ଚେସ୍ ଖେଳାଳି ଡି ଗୁକେଶ ଚେସ୍ ଅଲିମ୍ପିଆଡ୍ ୨୦୨୪ ରେ ଇତିହାସ ରଚିିଛନ୍ତି । ସେ ଫାଇନାଲ ମ୍ୟାଚରେ ଚମତ୍କାର ଖେଳି ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ଡି ଗୁକେଶ ଏବେ ୪୫ ତମ…

ଘୋଷଣା ହେଲା ଏକଲବ୍ୟ ପୁରସ୍କାର: ପ୍ରତ୍ୟାଶା, ତନ୍ୱୀ ଏବଂ ଜୟରାମଙ୍କୁ ମିଳିବ ଏହି ସମ୍ମାନ

ଭୁବନେଶ୍ୱର: ୨୦୨୪ ମସିହା ପାଇଁ ୩୨ତମ ଏକଲବ୍ୟ ପୁରସ୍କାର ଘୋଷଣା ହୋଇଛି । ଚଳିତବର୍ଷ ପ୍ରତ୍ୟାଶା ରାୟଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଅନ୍ତର୍ଜାତୀୟ ସନତରଣକାରୀ ପ୍ରତ୍ୟାଶା ରାୟଙ୍କୁ ଚଳିତବର୍ଷର ଏକଲବ୍ୟ…

IND vs BAN; ଚେନ୍ନାଇ ବିଜୟରେ ଅଶ୍ୱୀନଙ୍କ ମହାରେକର୍ଡ: ଏହି କାରନାମା କରି ହାସଲ କଲେ ୮ଟି ରେକର୍ଡ

ନୂଆଦିଲ୍ଲୀ: ଚେନ୍ନାଇ ବିପକ୍ଷ ପ୍ରଥମ ଟେଷ୍ଟରେେ ବାଂଲାଦେଶକୁ ମାତ୍ ଦେଇ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତ ୨୮୦ ରନର ବିଶାଳ ବିଜୟ ହାସଲ କରିଥିବା ବେଳେ ଲୋକାଲ ବୟ ରବିଚନ୍ଦ୍ରନ ଅଶ୍ୱୀନ ବିଜୟର…

ଚେନ୍ନାଇରେ ଜିତିବା ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ଘୋଷଣା କଲା BCCI, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇଣ୍ଡିଆ ଟିମ ଜିତିବା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆର ଘୋଷଣା କରାଯାଇଛି। ଭାରତ ଏବଂ…

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମଥର ହେଲା ଏପରି

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ବିଜୟ ହାସଲ କରିଛି। ଭାରତୀୟ ଦଳ ଏହି ମ୍ୟାଚରେ ବାଂଲାଦେଶକୁ ୨୮୦ ରନରେ ହରାଇଛି। ଏହି ବିଜୟ ସହ ଟିମ ଇଣ୍ଡିଆ ଦୁଇଟି ମ୍ୟାଚ…

IPL-2025 ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ନିଷ୍ପତ୍ତି: କେଉଁ ଦଳରୁ ଖେଳିବେ ଋଷଭ ପନ୍ତ? ସ୍ପଷ୍ଟ କଲା ଫ୍ରାଞ୍ଚାଇଜି

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ପୁଣିଥରେ ମେଗା ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହାପୂର୍ବରୁ ରିଟେନସନ୍ ପଲିସିକୁ ଅପେକ୍ଷା କରି ରହିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜି । ବିସିସିଆଇ ରିଟେନସନ ପଲିସି ଘୋଷଣା କରିବା…

(Video) Comeback ମ୍ୟାଚରେ ଋଷଭଙ୍କ ଦମଦାର ଶତକ: M.S Dhoniଙ୍କୁ ପଛରେ ପକାଇଲେ ପନ୍ତ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ କମବ୍ୟାକ କରୁଛନ୍ତି ଷ୍ଟାର ୱିକେଟ କିପର ଋଷଭ ପନ୍ତ । ପ୍ରାୟ ୨ ବର୍ଷ ପରେ ଇଣ୍ଡିଆନ୍ ଟେଷ୍ଟ କ୍ରିକେଟରେ ଶତକ ସହ ଋଷଭ ଏକ ଗ୍ରାଣ୍ଡ ଏଣ୍ଟ୍ରି କରିଛନ୍ତି । ପ୍ରଥମ…

INDvsBAN; ଚେନ୍ନାଇ ଟେଷ୍ଟରେ ଭାରତ ୪୩୨ ରନ୍‌ରେ ଆଗୁଆ, ଗିଲ୍-ପନ୍ତ ଶତକ ନିକଟତର

ଚେନ୍ନାଇ: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭାରତର ସ୍ଥିତି ଆହୁରି ମଜବୁତ ହୋଇଛି । ତୃତୀୟ ଦିନର ପ୍ରଥମ ଅଧିବେଶନରେ ବ୍ୟାଟିଂ କରି ଭାରତୀୟ ଦଳ ବିନା ୱିକେଟ୍ ହରାଇ ୧୨୪ ରନ୍ କରିଥିଲା । ଏହା…

ଲଗାତାର ଦ୍ବିତୀୟ ଦିନିକିଆରେ ସାଉଥ ଆଫ୍ରିକାକୁ ପରାସ୍ତ କରି ସିରିଜ୍ ଜିତିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ୟୁଏଇରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ରେ ଆଫଗାନିସ୍ତାନ ୧୭୭ ରନ୍ ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏହା ସହ ଆଫଗାନିସ୍ତାନ ମଧ୍ୟ ଏହି ସିରିଜ୍ ଜିତିଛି ।…