Browsing Category

ଖେଳ

ନ୍ୟୁଜିଲାଣ୍ଡକୁ ହରାଇ ଭାରତକୁ ଟପିିଲା ବାଙ୍ଗଲାଦେଶ, ପାକିସ୍ତାନ ଏବେ ବି ଶୀର୍ଷରେ

ନୂଆଦିଲ୍ଲୀ: ବାଙ୍ଗଲାଦେଶ ନ୍ୟୁଜିଲାଣ୍ଡକୁ ପ୍ରଥମ ଟେଷ୍ଟରେ ହରାଇ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ (WTC) ପଏଣ୍ଟ ଟେବୁଲରେ ବଡ ଧରଣର ପରିବର୍ତ୍ତନ କରିଦେଇଛି । ଏହି ବିଜୟର ପୁରସ୍କାର ଟିମ୍‌କୁ WTC ପଏଣ୍ଟ ଟେବୁଲରେ…

(video)ପାକିସ୍ତାନ ଖେଳାଳିଙ୍କୁ ସିଡନୀ ବିମାନ ବନ୍ଦରରେ ମିଳିଲା ବଡ ଅପମାନ, ବିମାନରୁ ଓହ୍ଲାଇ ଟ୍ରକରେ ଲଦିଲେ ନିଜ ଜିନିଷ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଟିମ୍ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ପହଞ୍ଚି ଯାଇଛନ୍ତି । ନୂଆ କ୍ୟାପଟେନ୍ ଶାନ ମସୁଦଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆରେ ଟିମ୍‌ର ସ୍ୱାଗତ ଏପରି ଭାବରେ…

ଟି-୨୦ ବିଶ୍ୱକପ ୨୦୨୪ ଆୟୋଜନ କରିବା ନେଇ ପଛଘୁଞ୍ଚା ଦେଲା ଡୋମିନିକା

ଏଥର ଆଇସିସି ଟି-୨୦ ବିଶ୍ୱକପ ୨୦୨୪ର ଆୟୋଜକ ଆମେରିକା ଓ ୱେଷ୍ଟ ଇଣ୍ଡିଜ ରହିବେ । ଏହି ଟି-୨୦ ବିଶ୍ୱକପରେ ମୋଟ୍ ୨୦ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ ଏକ ସହର ବିଶ୍ୱକପ ମ୍ୟାଚ୍…

ଭାରତ ହିଁ ବିଶ୍ୱକପର ପ୍ରକୃତ ଚାମ୍ପିୟନ: ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତି ପ୍ରମାଣ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଗତ ମାସ ୧୯ ତାରିଖର ବିଶ୍ୱକପର ଫାଇନାଲ ମ୍ୟାଚରେ ପରାଜୟକୁ ଆଜି ବି ମନରୁ ଭୁଲି ପାରୁନାହାନ୍ତି ୧୪୦ କୋଟି ଭାରତୀୟ । କ୍ରମାଗତ ୧୦ଟି ମ୍ୟାଚ ଜିତି ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଥିବା ବେଳେ…

IND vs AUS T-20; ଚତୁର୍ଥ ମ୍ୟାଚ ସହ ସିରିଜ ହାତେଇଲା ଟିମ ଇଣ୍ଡିଆ: ୨୦ ରନରେ ମାତ୍ ଖାଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ମାତ୍ ଦେଇ ଟି-୨୦ ସିରିଜ ଉପରେ କବଜା କରିଛି ଟିମ ଇଣ୍ଡିଆ । ଦୁର୍ବଳ ବ୍ୟାଟିଂ ପରେ ମଧ୍ୟ ଦମଦାର ବୋଲିଂ କରି ଅଷ୍ଟେଲିଆକୁ ଚକମା ଦେବାରେ ସଫଳ ହୋଇଛି ସୂର୍ଯ୍ୟବାହିନୀ । ଷ୍ଟାର ଅଲରାଉଣ୍ଡର…

ଟି-୨୦ କ୍ରିକେଟରେ ଋତୁରାଜଙ୍କ ନୂଆ କୀର୍ତ୍ତିମାନ: ପଛରେ ପଡ଼ିଲେ ମହାନ୍ ଖେଳାଳି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଦମଦାର ଫର୍ମରେ ରହିଛନ୍ତି ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡ । ତୃତୀୟ ଟି-୨୦ ମ୍ୟାଚରେ ଶତକ ହାସଲ କରି ସେ ଆଗାମୀ ସୁପରଷ୍ଟାର ଭାବରେ ନିଜକୁ ପ୍ରମାଣ କରିଛନ୍ତି । ତେବେ…

କାହିଁକି ଦିନିକିଆ, ଟି-୨୦ରୁ ଦୂରେଇ ରହୁଛନ୍ତି ରୋହିତ-ବିରାଟ? ଉତ୍ତର ରଖିଲା BCCI

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିସାରିଛି । ଗୁରୁବାର ଦିଲ୍ଲୀରେ ହୋଇଥିବା ଚୟନକର୍ତ୍ତାଙ୍କ ବୈଠକ ପରେ ୩ଟି ଫର୍ମାଟ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । କିନ୍ତୁ ୩ଟି…

ଏବର୍ଷ ଭାରତରେ ଖେଳାଯିବନି IPL-2024 ! ଏହି କାରଣ ପାଇଁ ଅନ୍ୟ ଦେଶରେ ଆୟୋଜନ ହେବ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: IPL-2024 ପାଇଁ ଟ୍ରେଡ ୱିଣ୍ଡୋ ଶେଷ ହୋଇଯାଇଛି । ଏହାସହିତ ବର୍ତ୍ତମାନ ମିନି ଅକ୍ସନକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ । ଡିସେମ୍ବର ତୃତୀୟ ସପ୍ତାହରେ ଏହି ଅକ୍ସନ ହେବାକୁ ଥିବା ବେଳେ ଖୁବଶୀଘ୍ର…

କେଏସ ଭରତଙ୍କୁ ଅଧିନାୟକ ଭାବେ ନିଯୁକ୍ତ କଲା BCCI: ଦକ୍ଷିଣ ଆଫ୍ରିକା ଗସ୍ତରେ ସମ୍ଭାଳିବେ ଟିମର ଦାୟିତ୍ୱ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନୋଟି ଫର୍ମାଟର ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ଉମେଶ ଯାଦବଙ୍କ ପରି ସିନିୟର ଖେଳାଳିଙ୍କୁ ଟିମରେ ସ୍ଥାନ ମିଳି ନଥିବା…

T-20 ବିଶ୍ୱକପ ୨୦୨୪ ଖେଳିବେନି ବିରାଟ? BCCIର ବୈଠକ ପରେ ସାମ୍ନାକୁ ଆସିଲା ବଡ଼ ରିପୋର୍ଟ

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଟି-୨୦ ବିଶ୍ୱକପ ୨୦୨୪ ଅନୁଷ୍ଠିତ ହେବ । ତେବେ ଏହି ବିଶ୍ୱକପରେ କେଉଁମାନଙ୍କୁ ସ୍ଥାନ ମିଳିବ ସେନେଇ ବର୍ତ୍ତମାନ ସୁଦ୍ଧା କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ଏପରି ସ୍ଥିତିରେ ଦଳର…