Browsing Category

ଖେଳ

୫୫ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ, ମାତ୍ର ୧୫ ରନ ଦେଇ ୬ ୱିକେଟ ନେଲେ ମହମ୍ମଦ ସିରାଜ

ନୂଆଦିଲ୍ଲୀ: ୫୫ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ। କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଚମତ୍କାର ବୋଲିଂ କରିଛି ଟିମ୍ ଇଣ୍ଡିଆ। ଫଳରେ ୨ ଅଙ୍କ ଛୁଇଁ ପାରିଲେନି ୯ ଜଣ…

ହଟିଲା ସବୁ ସସପେନ୍ସ: ବିରାଟ-ରୋହିତ ଖେଳିବେ ଟି-୨୦ ବିଶ୍ୱକପ ୨୦୨୪!

ନୂଆଦିଲ୍ଲୀ: ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆସନ୍ତା ଟି-୨୦ ବିଶ୍ୱକପ ୨୦୨୪ ଖେଳିପାରନ୍ତି ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ଏହି…

Team Indiaକୁ ମିଳିବେ କି ନୂଆ ଅଧିନାୟକ? ହାର୍ଦ୍ଦିକ-ସୂର୍ଯ୍ୟଙ୍କ ଆହତରେ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ କ୍ରିକେଟ ଦଳରେ ଦେଖିବାକୁ ମିଳିପାରେ ଏକ ବଡ଼ ପରିବର୍ତ୍ତନ । ସମ୍ଭବତଃ ଆସନ୍ତା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଟିମ ଇଣ୍ଡିଆକୁ ଆଉ ଜଣେ…

ନିର୍ଦ୍ଧାରିତ ସମୟରେ ଖେଳାଯିବନି IND vs SA ଦ୍ୱିତୀୟ ଟେଷ୍ଟ: କେପଟାଉନ୍ ମହାସଂଗ୍ରାମ ପାଇଁ ବଦଳିଲା ସମୟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ କଠିନ ପରିଶ୍ରମ କରୁଛି ଭାରତୀୟ କ୍ରିକେଟ ଟିମ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ସହ ଷ୍ଟାର ଅଲରାଉଣ୍ଡର ମଧ୍ୟ ଦ୍ୱିତୀୟ ମ୍ୟାଚ ପାଇଁ…

ଡେଭିଡ଼ ୱାର୍ଣ୍ଣରଙ୍କ ବ୍ୟାଗି ଗ୍ରୀନ୍ କ୍ୟାପ୍ ହେଲା ଚୋରୀ, ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଭିଡ଼ିଓ

ସିଡନୀ: ଅଷ୍ଟ୍ରଲିଆର ବାମହାତୀ ବ୍ୟାଟ୍ସମ୍ୟାନ୍ ଡେଭିଡ଼ ୱାର୍ଣ୍ଣରଙ୍କୁ ବଡ଼ ଝଟକା । ଜାନୁଆରୀ ୩ରେ ସିଡନୀରେ ଖେଳାଯିବାକୁ ଥିବା ପାକିସ୍ତାନ ବିପକ୍ଷରେ ଶେଷ ମ୍ୟାଚ୍ ପୂର୍ବରୁ ତାଙ୍କର ଏକ ମୂଲ୍ୟବାନ ଜିନିଷ ଚୋରି…

MS Dhoniଙ୍କ ଅବସର, ଋଷଭଙ୍କ କମବ୍ୟାକ… IPL-2024ରେ ସ୍ମରଣୀୟ ହେବ ଏହିସବୁ ମୁହୂର୍ତ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଖୁବ ସ୍ମରଣୀୟ ହେବାକୁ ଯାଉଛି ଆଇପିଏଲ-୨୦୨୪ । ଏହି ସିଜନରେ ଅନେକ କିଛି ମୁହୂର୍ତ୍ତ ଇତିହାସରେ ଲେଖା ହେବାକୁ ଯାଉଛି । କ୍ରିକେଟ ଫ୍ୟାନ୍ସମାନଙ୍କ ପାଇଁ ଅନେକ କିଛି ଘଟଣା ମନରେ…

ରୋହିତ ନୁହେଁ, ଏହି ଖେଳାଳି ହେଲେ କ୍ରିକେଟର ନୂଆ Sixer King: ଛକାରେ ହାସଲ କଲେ ଶତକ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଛକା ମାରିବା ରେକର୍ଡକୁ ଦେଖିଲେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ନାମ ଖୁବ ଉଚ୍ଚରେ ଦେଖାଯାଏ । କ୍ରିକେଟର ବିଭିନ୍ନ ଫର୍ମାଟରେ ସର୍ବାଧିକ ଛକା ମାରିବାରେ ସେ ଅନେକ…

କ୍ରୀଡ଼ାପ୍ରେମୀ ଆଶ୍ଚର୍ଯ୍ୟ: ନୂଆବର୍ଷରେ ହଠାତ୍ ଅବସର ଘୋଷଣା କରିଦେଲେ ଜଣେ ବିଶ୍ୱକପ ବିଜେତା କ୍ରିକେଟର

ନୂଆଦିଲ୍ଲୀ: ୨୦୨୩ ବର୍ଷ କ୍ରୀଡ଼ା ଜଗତ ପାଇଁ ଥିଲା ଏକ ଅବିସ୍ମରଣୀୟ ମୁହୂର୍ତ୍ତ । ୨୦୨୩ର ସଫଳତା ଓ ବିଫଳତାକୁ ଭୁଲି ନୂଆ ବର୍ଷରେ ନୂଆ ସଂକଳ୍ପ ନେଇ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ଅନେକ କ୍ରିକେଟର । ସେହିପରି ଅତୀତର…

(ଦେଖନ୍ତୁ) ୨୦୨୩ ବର୍ଷରେ ଟିମ୍ ଇଣ୍ଡିଆର ଯାତ୍ରା କିପରି ଥିଲା: ବିସିସିଆଇ ଶେୟାର କଲା ହୃଦୟସ୍ପର୍ଶୀ ଭିଡିଓ

ନୂଆଦିଲ୍ଲୀ: ୨୦୨୩ ବର୍ଷ ବିଦାୟ ନେଇଛି ଆଉ ନୂଆ ବର୍ଷ ୨୦୨୪ ପାଦ ଥାପିଛି । ୨୦୨୩ ବର୍ଷ ଭାରତୀୟ କ୍ରିକେଟ ଟିମ୍ ପାଇଁ କିପରି ରହିଥିଲା, ତାହା ନିଶ୍ଚିତ ଭାବେ ଆଜି କୋଟି କୋଟି କ୍ରୀଡ଼ପ୍ରେମୀଙ୍କ ମନରେ ସ୍ମରଣୀୟ ହୋଇ…

ମୁଁ ଭାରତ ପକ୍ଷରୁ ସର୍ବାଧିକ ଶତକ ହାସଲ କରିବି: ଭାଇରାଲ ହେଲା ଶୁବମନଙ୍କ ନୂଆବର୍ଷର ୫ଟି ବଡ଼ ଲକ୍ଷ୍ୟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କ ପ୍ରଦର୍ଶନ ନିକଟରେ ସେପରି ଆଖିଦୃଶିଆ ହୋଇ ପାରିନାହିଁ । ମାତ୍ର ୪୪ଟି ଦିନିକିଆ ମ୍ୟାଚ ଖେଳିଥିବା ଶୁବମନ ଗୋଟିଏ ଦ୍ୱିଶତକ, ୬ଟି ଶତକ ସହିତ…