Browsing Category
ଖେଳ
ଡେଭିଡ ୱାର୍ନରଙ୍କ ଡେଭିଡ ୱାର୍ନରଙ୍କ ବିରଳ ରେକର୍ଡ, ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ୧୫ ଥର ହେଲେଣି ଆଉଟ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଏବଂ ଇଲଂଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ମଧ୍ୟରେ କ୍ରିଜ୍ରେ କଡ଼ା ଟକ୍କର ଦେଖିବାକୁ ମିଳେ । ତେବେ ଗତ କିଛି ବର୍ଷ ମଧ୍ୟରେ ବ୍ରଡ ବାରମ୍ବାର…
ବୁମ୍ରାଙ୍କୁ ଆଇସିସି ଝଟକା: ପ୍ରତ୍ୟାବର୍ତ୍ତନର ସମସ୍ତ ଦ୍ୱାର ବନ୍ଦ, ବିପଦରେ କ୍ୟାରିୟର
ନୂଆଦିଲ୍ଲ: ଭାରତୀୟ ତାରକା କ୍ରିକେଟର ଜସପ୍ରିତ ବୁମ୍ରା ବର୍ତ୍ତମାନ ଆଗାତ ସମସ୍ୟା ପାଇଁ ଭାରତୀୟ ଦଳରୁ ଦୁରରେ ରହିଛନ୍ତି । ତେବେ ତାଙ୍କର ସମସ୍ୟା ବର୍ତ୍ତମାନ କମିବାର ନାଁ ନେଉନାହିଁ । ଗମ୍ଭିର ଆଘାତ କାରଣରୁ ଗଲା…
(Video) ଅବିଶ୍ୱସନୀୟ କ୍ୟାଚ୍: ଟି-୨୦ ଲିଗରେ ‘ସୁପରମ୍ୟାନ’ ପାଲଟିଗଲେ Bradley Currie, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଏମିତି ଅନେକ କ୍ୟାଚ ଦେଖିବାକୁ ମିଳିଥାଏ, ଯାହାକୁ ଭୁଲିବା ସହଜ ନୁହେଁ । କିନ୍ତୁ ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟର ସସେକ୍ସ ଏବଂ ହେମ୍ପସାୟର ମଧ୍ୟରେ ହୋଇଥିବା ଏକ ମ୍ୟାଚରେ ଦେଖିବାକୁ…
ଗୋଟିଏ ଓଭରରେ ୬ଟି ୱିକେଟ ହାସଲ କଲେ ବୋଲର: ଡବଲ ହାଟ୍ରିକ ନେଇ ରଚିଲେ ଇତିହାସ
ନୂଆଦିଲ୍ଲୀ: କ୍ରିକେଟ ମଇଦାନରେ ଏମିତି ଅନେକ ଘଟଣା ଘଟିଥାଏ ଯାହା ଇତିହାସର ଫର୍ଦ୍ଦରେ ଲେଖା ହୋଇଥାଏ । ଖେଳାଳିମାନେ ମ୍ୟାଚ ମଝିରେ ଏମିତି ଅନେକ କାରନାମା କରି ରେକର୍ଡ ସୃଷ୍ଟି କରିଥାନ୍ତି । କେହି ଦ୍ରୁତତମ…
(Video) ଅଚାନକ ସମୁଦ୍ରକୁ ଡେଇଁ ପଡିଲେ ରୋହିତ: କାହିଁକି ନେଲେ ଏମିତି ଏକ ବଡ ନିଷ୍ପତ୍ତି?
ମୁମ୍ବାଇ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଭାରତର ପରାଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି । ତେବେ ଏହାପରେ ଟିମ ଇଣ୍ଡିଆ ନୂଆ ଅଧିନାୟକ ଖୋଜୁଥିବା ଆଲୋଚନା ହେବାରେ ଲାଗିଛି । ଯାହାକୁ…
ୱେଷ୍ଟଇଣ୍ଡିଜ ସିରିଜରେ ଦୁଇ ଜଣ ହେବେ ଅଧିନାୟକ: ବିସିସିଆଇ ନେଉଛି କଡା ପଦକ୍ଷେପ!
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପରାସ୍ତ ପରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ଆଗାମୀ ୱେଷ୍ଟଇଣ୍ଡିଜ ସିରିଜରେ ଏକ ବଡ ପଦକ୍ଷେପ ନେଇପାରେ ଭାରତୀୟ କ୍ରିକେଟ…
ନୀରବତା ଭାଙ୍ଗିଲେ ରବିଚନ୍ଦ୍ରନ୍ ଅଶ୍ୱିନୀ, WTC ଫାଇନାଲରେ କାହିଁକି ଦଳରେ ମିଳିଲାନି ଜାଗା, କହିଲେ ପୁରା ଘଟଣା
ନୂଆଦିଲ୍ଲୀ: ଭାରତୀୟ ଟିମ୍କୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ରେ ଅଷ୍ଟ୍ରେଲିଆଠାରୁ ୨୦୯ ରନ୍ରେ ନିରାଶାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହି ପରାଜୟ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କକୁ ଅନେକ ସାମାଲୋଚନାର…
କ୍ୟାରିୟର୍ର ଦ୍ରୁତତମ ଗୋଲ୍ ସ୍କୋର କଲେ ଲିଓନେଲ୍ ମେସି, ଅଷ୍ଟ୍ରେଲିଆକୁ ୨-୦ ଗୋଲ୍ରେ ହରାଇଲା ଅର୍ଜେଣ୍ଟିନା
ନୂଆଦିଲ୍ଲୀ: ବିଶ୍ୱ ବିଜେତା ଅର୍ଜେଣ୍ଟିନା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ୨-୦ ଗୋଲ୍ରେ ବିଜୟୀ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ଗୁରୁବାର ମ୍ୟାଚର ୭୯ ତମ ସେକେଣ୍ଡରେ ମେସି ଗୋଲ…
ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇପାରନ୍ତି ବୁମ୍ରା-ଆୟର
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ର ତାରିଖ ଘୋଷଣା ହୋଇସାରିଛି । ଏହା ୨୧ ଅଗଷ୍ଟରୁ ଆୟୋଜିତ ହେବ । ଏହି ଘୋଷଣା ସହିତ ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି । ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ଶ୍ରେୟସ୍ ଆୟର ଶୀଘ୍ର…
ଏସିଆ କପ୍ କାର୍ଯ୍ୟସୂଚୀ ଘୋଷଣା, କେବଳ ୪ ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବ, ଫାଇନାଲ ଶ୍ରୀଲଙ୍କାରେ
ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏସିଆ କପ୍ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏସୀୟ କ୍ରିକେଟ୍ ପରିଷଦ (ଏସିସି) ଗୁରୁବାରରେ ଏହି ସୂଚନା ଦେଇଛି। ତେବେ ଏହି ଟୁର୍ନାମେଣ୍ଟ ଆୟୋଜକ…