Browsing Category
ଖେଳ
‘କ୍ରୀଡା ମନ୍ତ୍ରୀ ୧୨ ମିନିଟ୍ ପର୍ଯ୍ୟନ୍ତ ମଧ୍ୟ କଥା ହୋଇନଥିଲେ, ଆମେ ବୈଠକରେ ଭୟଭୀତ କରାଯାଇଥିଲା’: କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରଜଭୁଷଣ ଶରଣ ସିଂହଙ୍କ ବିରୋଧରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ଏବେ ସ୍ୱର ଉତ୍ତୋଳନ କରିଛନ୍ତି । ଗୁରୁବାର ଦିନ କୁସ୍ତିଯୋଦ୍ଧାମାନେ ଅଲିମ୍ପିକ୍…
WTC ଫାଇନାଲ୍ 2023: ଅଜିଙ୍କ୍ୟ ରାହାଣେଙ୍କ ପ୍ରତ୍ୟାବର୍ତ୍ତନରେ ଧୋନିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା, ଚୟନକର୍ତ୍ତାମାନେ ନେଇଥିଲେ ମାହିଙ୍କ…
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ(WTC)୨୦୨୩ ଫାଇନାଲ ମୁକାବିଲା ପାଇଁ ଭାରତୀୟ ଚୟନକର୍ତ୍ତା ଟିମ୍ ଇଣ୍ଡିଆ ଘୋଷଣା କରି ସାରିଛନ୍ତି । ଏହି ଫାଇନାଲ ମୁକାବିଲା ପାଇଁ ଲମ୍ବା ସମୟ ପରେ ଭାରତୀୟ ଦଳକୁ ଫେରିଛନ୍ତି…
ବିସିସିଆଇ ଜାରି କଲା ମହିଳା କ୍ରିକେଟର୍ସଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ, ଏହି ଖେଳାଳିଙ୍କୁ ମିଳିଲା ଟପ୍ ଗ୍ରେଡ୍
ନୂଆଦିଲ୍ଲୀ: ବିସିସିଆଇ ଗୁରୁବାର ମହିଳା କ୍ରିକେଟର ମାନଙ୍କ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଜାରି କରିଛି। ଯେଉଁଥିରେ ଏ,ବି ଏବଂ ସି ଗ୍ରେଡ୍ର ସାମିଲ ଖେଳାଳିଙ୍କ ନାମ ପ୍ରକାଶ ପାଇଛି । ଏ ଗ୍ରେଡ୍ରେ ୩ ଖେଳାଳି…
ଧୋନୀ ନୁହେଁ, ହାର୍ଦ୍ଦିକ ହେଲେ ଆଇପିଏଲର ସଫଳ ଅଧିନାୟକ: ରୋହିତ ଖୁବ ପଛରେ
ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ଗୁଜୁରାଟ ଟାଇଟନ୍ସ ଦ୍ୱିତୀୟ ସ୍ଥାନରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସକୁ…
ଦିନିକିଆ ବିଶ୍ୱକପରୁ ବାଦ୍ ପଡିଲେ ଋଷଭ ପନ୍ତ: କାହାକୁ ସୁଯୋଗ ଦେବ BCCI ?
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ଭାରତ ପାଇଁ ତୃତୀୟ ବିଶ୍ୱକପ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ରୋହିତ ସେନା । କିନ୍ତୁ ଏହାପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଏକ…
IPL-2023, ଗୁଜୁରାଟ ବିପକ୍ଷ ମ୍ୟାଚରେ ଜଶପ୍ରୀତ ବୁମରାହଙ୍କ ଏଣ୍ଟ୍ରି: ୟର୍କର କିଙ୍ଗଙ୍କୁ ଦେଖି ଏମିତି କହିଲେ ଫ୍ୟାନ୍ସ
ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ୩୫ ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଏକ କଡା ମୁକାବିଲା…
(Video) ହଠାତ୍ ରାଗିଗଲେ କ୍ୟାପଟେନ କୁଲ ମାହି: ସାଥୀ ଖେଳାଳିଙ୍କୁ ଦେଖାଇଲେ ନାଲି ଆଖି
ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମ.ଏସ ଧୋନୀଙ୍କ କ୍ରିକେଟରେ କ୍ୟାପଟେନ କୁଲ ବୋଲି ଆଖ୍ୟା ଦିଆଯାଇଛି । ମାହିଙ୍କ ଥଣ୍ଡା ମିଜାଜ୍ ଏବଂ ଶାନ୍ତ ସ୍ୱଭାବ ଯୋଗୁଁ ସାରା ବିଶ୍ୱ ତାଙ୍କୁ ଏହି ନାମରେ ଜାଣିଛି ।…
ବାଙ୍ଗାଲୋର ଏଫସିକୁ ୨-୧ରେ ହରାଇ ପ୍ରଥମ ସୁପର କପ୍ ଟାଇଟଲ୍ ଜିତିଲା ଓଡିଶା ଏଫସି
କେରଳ: ସୁପର କପ୍ ଫାଇନାଲରେ ଶକ୍ତିଶାଳୀ ବାଙ୍ଗଲୋର ଏଫ୍ସିକୁ ୨-୧ରେ ପରାସ୍ତ କରି ପ୍ରଥମ ଟ୍ରଫି ଜିତିଛି ଓଡ଼ିଶା ଏଫ୍ସି। ମଙ୍ଗଳବାର କେରଳର ଇଏମ୍ଏସ୍ ଷ୍ଟାଡିୟମ କୋଝିକୋଡରେ ଖେଳାଯାଇଥିବା ମ୍ୟାଚ୍ରେ ଦୁଇ ଦଳ…
IPL-2023ରୁ ମାର୍କ ଉଡ ନେବେ ବିଦାୟ: ଟୁର୍ଣ୍ଣାମେଣ୍ଟ ମଝିରେ ସୁପର ଜିଆଣ୍ଟସକୁ ଝଟକା
ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଦମଦାର ବୋଲିଂର ଜଲୱା ଦେଖାଉଛନ୍ତି ଲକ୍ଷେ୍ନø ସୁପର ଜିଆଣ୍ଟସର ଷ୍ଟାର ବୋଲର ମାର୍କ ଉଡ୍ । କିନ୍ତୁ ଆଇପିଏଲ ଶେଷ ହେବା ପୂର୍ବରୁ ସେ ଦଳ ଛାଡି ପାରନ୍ତି ବୋଲି ଜଣାଯାଇଛି । ଏହି ଖବର ପରେ…
ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଟିମ ଇଣ୍ଡିଆର ଘୋଷଣା, ଜାଣନ୍ତୁ କେଉଁ କ୍ରିକେଟରଙ୍କୁ ଦଳରେ ମିଳିଛି ସ୍ଥାନ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ୭ ଜୁନରୁ ୧୧ ଜୁନ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଟିମ୍ ଇଣ୍ଡିଆ ତାଲିକା ଘୋଷଣା କରିଛି । ଭାରତୀୟ…