Browsing Category

ଖେଳ

Asia Cup-2023; ସଞ୍ଜୁ ସାମସନଙ୍କୁ ମିଳିବନି ଏସିଆ କପ୍ ଟିକେଟ! ଏହି ଖେଳାଳିଙ୍କୁ ମିଳିପାରେ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ପରାଜୟର ପ୍ରଭାବ ଭାରତୀୟ ଦଳ ଏବଂ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଦେଖିବାକୁ ମିଳିବ । ବିଶେଷ କରି ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ଉପରେ…

Record Alert… ODI ମ୍ୟାଚରେ ଗୋଟିଏ ଟିମ୍ କରିଦେଲା ୫୧୫ ରନ୍: ଜବାବରେ ମାତ୍ର ୬୫ ରନରେ ଅଲ ଆଉଟ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟରେ ସୃଷ୍ଟି ହୋଇଛି ଏକ ଐତିହାସିକ ରେକର୍ଡ । ନିର୍ଦ୍ଧାରିତ ୫୦ ଓଭରରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର ରେକର୍ଡ କରାଯାଇଛି । ଏହି ଐତିହାସିକ ମ୍ୟାଚରେ ଦଳର ସ୍କୋର…

Asia Cup-2023ରେ ସ୍ଥାନ ପାଇବେନି ଦୁଇ ଷ୍ଟାର ଖେଳାଳି: ଏହି ଟିମ୍ ଯିବ ଶ୍ରୀଲଙ୍କା!

ନୂଆଦିଲ୍ଲୀ: ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ଏଥିପାଇଁ ଭାରତୀୟ ଦଳରେ କେଉଁ ଖେଳାଳି ସାମିଲ ହେବେ ସେ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏକ ଦଳ…

ବିଶ୍ୱକପ୍ ଟିକେଟ୍ ପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ, ଜାଣନ୍ତୁ କିପରି କିଣିବେ ନିଜର ଟିକେଟ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ସୂଚୀ ଘୋଷଣା କରିଛି ଆନ୍ତର୍ଜାତୀୟ କ୍ରିକେଟ୍ କାଉଂସିଲ୍‌(ଆଇସିସି) । ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୫ ତାରିଖରେ ଆରମ୍ଭ ହେବ । ଯେତେବେଳେ କି…

ଏସିଆ କପ୍ ପୂର୍ବରୁ ଅବସର ଘୋଷଣା କଲେ ଏହି ଖେଳାଳି, ଅଚାନକ୍ ନେଲେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଷ୍ଟାର ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗା ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରରୁ ଅବସର ନେଇଛନ୍ତି । ହାସରଙ୍ଗା ଖେଳର ଲମ୍ବା ଫର୍ମାଟରେ ନିଜ ଖେଳ କ୍ୟାରିଅରକୁ ଅଲବିଦା କହିବା ପୂର୍ବରୁ ଚାରୋଟି…

Asia Cup-2023ରେ ସୁଯୋଗ ପାଇବେ ତିଲକ ବର୍ମା: ସୂର୍ଯ୍ୟକୁମାର-ସାମସନଙ୍କ ପାଇଁ ବିପଦ

ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖରୁ ଖେଳାଯିବ ଏସିଆ କପ୍-୨୦୨୩ । ତେଣୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଖୁବଶୀଗ୍ର ଭାରତୀୟ ଦଳ ଘୋଷଣା କରାଯିବ । ଏଥିପାଇଁ ବିସିସିଆଇ ପକ୍ଷରୁ ଅନକ ଖେଳାଳିଙ୍କୁ ନେଇ ବିଚାରବିମର୍ଶ କରିବାକୁ…

ଆଫଗାନିସ୍ତାନ ଦଳରେ ସାମିଲ ହେଲେ ଭାରତୀୟ ଖେଳାଳି: World Cupରେ ସାଜିବେ ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ପ୍ରତ୍ୟେକ ଦଳ ବର୍ତ୍ତମାନ ପ୍ଲାନ ଚଳାଇଛନ୍ତି । ଅଷ୍ଟ୍ରେଲିଆ ସମେତ କିଛି ଦଳ ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ଘୋଷଣା କରି ସାରିଥିବା ବେଳେଭାରତ ଏବେ ବି ଦଳ ଘୋଷଣା କରିନାହିଁ । ସମସ୍ତ…

ବିଶ୍ୱକପ ପାଇଁ Retirementରୁ ଫେରିବେ ଚମ୍ପିଆନ ଖେଳାଳି: Captain ନିଜେ କରିବେ କଥାବାର୍ତ୍ତା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ଆରମ୍ଭ ହୋଇସାରିଛି ଦଳ ଘୋଷଣା କାର୍ଯ୍ୟକ୍ରମ । ଆସନ୍ତା ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ସମସ୍ତ ଦଳ ଘୋଷଣା କରିବା ପାଇଁ କୁହାଯାଇଛି । ଏହାପରେ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା…

ଇତିହାସ ରଚିଲା ଭାରତ: ମାଲେସିଆକୁ ହରାଇ ଜିତିଲା ଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫି

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୩ରେ ଭାରତୀୟ ହକି ଦଳ ଇତିହାସ ରଚିଛି । ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ମ୍ୟାଲେସିଆକୁ ୪-୩ ଗୋଲରେ ପରାସ୍ତ କରିଛି । ଆଜିର ବିଜୟ ଫଳରେ…

OCAର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କ ପୁତ୍ର ସତ୍ୟବ୍ରତଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କ ପୁତ୍ର ସତ୍ୟବ୍ରତ ବେହେରାଙ୍କ ପରଲୋକ ଘଟିଛି । ଆଶର୍ବାଦଙ୍କ ଜ୍ୟେଷ୍ଠ ପୁତ୍ର ସତ୍ୟବ୍ରତ ପୂର୍ବରୁ ଓସିଏର…