Browsing Category
ଖେଳ
୪୧ ବର୍ଷ ବୟସରେ ବଡ଼ ସଫଳତା ହାସଲ କରିବେ ଏମଏସ. ଧୋନୀ, ପଡ଼ିଆରେ ପାଦ ଦେବା ମାତ୍ରେ ସୃଷ୍ଟି କରିବେ ଇତିହାସ
ଅହମଦାବାଦ: ଦିର୍ଘ ଦୁଇ ମାସର ଲିଗ୍ ପର୍ଯ୍ୟାୟ ଲଢେଇ ପରେ ରବିବାର ସନ୍ଧ୍ୟାରେ ମୁହାଁମୁହିଁ ହେବେ ଦୁଇ ଫାଇନାଲିଷ୍ଟ୍ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍। ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ…
ଆସିଲା ବଡ଼ ଖବର! ଅହମ୍ମଦାବାଦରେ ଆଜି ହେବ ବର୍ଷା, ପାଣିପାଗ ରିପୋର୍ଟ ଦେଲା ଝଟକା
ନୂଆଦିଲ୍ଲୀ: ଆଜି ଗୁଜରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ମହେନ୍ଦ୍ର ସିଂହ ଧୋନୀଙ୍କ ନେୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗସ ଓ…
ଆଇପିଏଲ ଫାଇନାଲରେ ଆଜି ଯଦି ବର୍ଷା ହୁଏ, ତେବେ କିଏ ଜିତିବ, କାହା ସପକ୍ଷରେ ଯିବ ନିୟମ
ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ମହେନ୍ଦ୍ର ସିଂହ ଧୋନୀଙ୍କ ନେୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗସ ଓ ହାର୍ଦ୍ଦିକ…
IPL 2023 Prize Money: ଆଇପିଏଲ୍ ଚାମ୍ପିୟନ ଉପରେ ହେବ ଟଙ୍କାର ବର୍ଷା, ଜାଣନ୍ତୁ ଫାଇନାଲରେ ପରାଜିତ ଟିମ୍କୁ କେତେ ଟଙ୍କା ମିଳିବ ?
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ ଏବେ ଶେଷ ଚରଣରେ ପହଞ୍ଚିଛି । ରବିବାର ୨୮ ମଇ ରେ ଖେଳାଯିବାକୁ ଥିବା ଫାଇନାଲରେ ଚାରିଥର ବିଜେତା ଚେନ୍ନାଇ ସୁପର କିଙ୍ଗସ୍କୁ ଭେଟିବ ଗୁଜରାଟ ଟାଇଟାନ୍ସ । ଅହମଦାବାଦର…
ମୁମ୍ବାଇକୁ ୬୨ ରନ୍ରେ ହରାଇ ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ଗୁଜରାଟ ଟାଇଟନସ୍
ଅହମ୍ମଦାବାଦ : ଶୁବମନ ଗିଲ୍ଙ୍କ ଶତକ (୧୨୯) ଓ ମୋହିତ ଶର୍ମାଙ୍କ ଶାଣୀତ ବୋଲିଂ ବଳରେ ଗତବର୍ଷର ଚାମ୍ପିଅନ ଗୁଜରାଟ ଟାଇଟନସ ଶୁକ୍ରବାର ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଚଳିତ ଆଇପିଏଲ୍ର ଦ୍ୱିତୀୟ…
Qualifier ଲଢ଼େଇ: ଶୁବମନଙ୍କ ଝଡ଼ରେ କମ୍ପିଲା ମୈଦାନ, ମୁମ୍ବାଇ ଆଗରେ ୨୩୪ ରନର ବିଶାଳ ଟାର୍ଗେଟ୍
ନୂଆଦିଲ୍ଲୀ: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ମହାଲଢ଼େଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି । କ୍ୱାଲିଫାୟର-୨ରେ ଆଜି ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ । ତେବେ ଆଜି…
Q2-GT vs MI; ବର୍ଷା ଯୋଗୁଁ କ୍ୱାଲିଫାୟାର-୨ ବାତିଲ ହେଲେ… କେଉଁ ଦଳକୁ ମିଳିବ ଫାଇନାଲ ଟିକେଟ?
ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପ୍ଲେଅଫର ଦ୍ୱିତୀୟ କ୍ୱାଲିଫାୟାରରେ ଆଜି ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଅହମ୍ମଦାବାଦ ଷ୍ଟାଡିୟମରେ ଉଭୟ ଚମ୍ପିଆନ ଦଳ ମଧ୍ୟରେ ହେବ ଏହି କଡା ଟକ୍କର ।…
ICC WTC FINALରେ କେତେ ଟଙ୍କା ପାଇବ ବିଜେତା? ଘୋଷଣା ହେଲା ୨୦୨୧-୨୩ ର ପୁରସ୍କାର
ନୂଆଦିଲ୍ଲୀ: ଆସନ୍ତା ଜୁନ ୭ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ । ତେବେ ଏହାପୂର୍ବରୁ ଆଜି ଫାଇନାଲ ମ୍ୟାଚର ପୁରସ୍କାର ରାଶି ଘୋଷଣା କରିଛି ଆଇସିସି । ଇଂଲଣ୍ଡର…
ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଟପିଲା ବିରାଟଙ୍କ ଫଲୋର୍ସ ସଂଖ୍ୟା: କ୍ରିଷ୍ଟିଆନୋ ରୋନାଲଡୋ ଓ ଲିଓନେଲ ମେସିଙ୍କ ସହ ଦେଲେ ଯୋଗ
ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ୨୫୦ ମିଲିୟନ ଫଲୋର୍ସ ପାର କରିଛି। ତେଣୁ ସେ ଏହି ରେସରେ ଫୁଟବଲ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ଲିଓନେଲ ମେସିଙ୍କ ସହ ଯୋଗ ଦେଇଛନ୍ତି।…
ପରାଜୟ ସହ ଆଇପିଏଲରୁ ବିଦା ହେଲା ଲକ୍ଷ୍ନୌ ଦ୍ୱିତୀୟ କ୍ୱାଲିଫାୟାର ପାଇଁ ମୁମ୍ବାଇର ଯୋଗ୍ୟତା
ଚେନ୍ନାଇ: ଶୋଚନୀୟ ପରାଜୟ ସହ ଆଇପିଏଲରୁ ବିଦା ହେଲା ଲକ୍ଷ୍ନୌ ସୁପର ଜିଆଣ୍ଟସ। ସ୍ଥାନୀୟ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଆଇପିଏଲର ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ ୮୧ ରନରେ ପରାସ୍ତ କରିଛି ମୁମ୍ବାଇ…