Browsing Category

ଖେଳ

ODI WC-2023; ଦିନିକଆ ବିଶ୍ୱକପ ପାଇଁ ଘୋଷଣା ହେଲା ଦଳ: ବାଦ୍ ପଡିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ସମସ୍ତ ଦଳ ଆଗାମୀ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ଆସନ୍ତା ଅକ୍ଟୋବରରେ ଭାରତରେ ଖେଳାଯିବ ଦିନିକିଆ ବିଶ୍ୱକପ-୨୦୨୩ । ତେବେ ୨୦୧୧…

(Video) ଧୋନୀ-ଜାଡେଜାଙ୍କ ଭିତରେ ଚାଲିଛି ବିବାଦ? ଏହି ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଥମ କ୍ୱାଲିଫାୟାରରେ ଗୁଜୁରାଟ ଟାଇଟନ୍ସକୁ ହରାଇ ଦଶମ ଥର ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗସ । ଷ୍ୟାର ଅଲରାଉଣ୍ଡର ଜାଡେଜାଙ୍କ ଦମଦାର ବୋଲିଂ ଚେନ୍ନାଇର ଏହି ବିଜୟକୁ ଆହୁରି ସହଜ କରି…

IPLରେ କମାଲ କଲା ଓଡ଼ିଆ ପୁଅ: ଚେନ୍ନାଇ ପହଞ୍ଚିଲା ଫାଇନାଲରେ, ଶୁଭ୍ରାଂଶୁ ଦର୍ଶକଙ୍କ ହୃଦୟରେ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପ୍ରଥମ ଯୋଗ୍ୟତା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପ୍ରତିପକ୍ଷ ଗୁଜରାଟ ଟାଇଟନ୍ସକୁ ୧୫ ରନରେ ପରାସ୍ତ କରିଛି । ଏହି ବିଜୟ ଫଳରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତତ୍ୱାଧୀନ…

IPL Qualifier-1: Dot Ball ଜାଗାରେ ‘ଗଛ’ର ଚିହ୍ନ କାହିଁକି? BCCIର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଚେନ୍ନାଇର ଚିପାକ୍ ଷ୍ଟାଡିୟମରେ ଆରମ୍ଭ ଖେଳାଯାଉଛି ଆଇପିଏଲର ପ୍ରଥମ କ୍ୱାଲିଫାୟାର ମ୍ୟାଚ । ଚେନ୍ନାଇ ଏବଂ ଗୁଜୁରାଟ ମଧ୍ୟରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଏହି ମ୍ୟାଚରେ ଏକ ଅଜବ ଦୃଶ୍ୟୃ ଦେଖିବାକୁ…

M.S Dhoniଙ୍କୁ ନେଇ CSKର ନୂଆ ଅପଡେଟ: ଆସନ୍ତାବର୍ଷ ଖେଳିବେ କ୍ୟାପଟେନ କୁଲ! ଖୁବଶୀଘ୍ର ଘୋଷଣା…

ଚେନ୍ନାଇ: ଆଜି ଗୁଜୁରାଟ ବିପକ୍ଷରେ ପ୍ରଥମ କ୍ୱାଲିଫାୟାର ମ୍ୟାଚ ଖେଳୁଛି ଚେନ୍ନାଇ ସୁପର କିଙ୍ଗସ । ତେବେ ଏହି ସିଜନ ଦଳର ଅଧିନାୟକ ଏମ.ଏସ ଧୋନୀଙ୍କର କ୍ୟାରିୟରର ଶେଷ ସିଜନ ବୋଲି ଦୀର୍ଘ ଦିନରୁ ଚର୍ଚ୍ଚା ଜୋର ଧରିଛି ।…

(Video) IPL-2023; ସେଦିନ କାହିଁକି କାନ୍ଦିଥିଲେ କ୍ୟାପଟେନ କୁଲ ମାହି? ଖୁଲାସା କଲେ ହରଭଜନ ସିଂହ

ନୂଆଦିଲ୍ଲୀ: ଆଇପିଏଲର ସବୁଠାରୁ ଲୋକପ୍ରିୟ ଟିମ୍ ହେଉଛି ଚେନ୍ନାଇ ସୁପର କିଙ୍ଗସ । କାରଣ ଦଳର ଅଧିନାୟକ ଏମ.ଏସ ଧୋନୀଙ୍କୁ ଭାରତ ସମେତ ଅନ୍ୟ ଦେଶରେ ମଧ୍ୟ କୋଟି କୋଟି ଲୋକ ପସନ୍ଦ କରିଥାନ୍ତି । ପ୍ରଥମ ସିଜନରୁ ଚଳିତବର୍ଷ…

WTC Final-2023 ପୂର୍ବରୁ ଭାରତ ଆଗରେ ବଡ ସମସ୍ୟା: ଭାଙ୍ଗିଯିବ ବିଶ୍ୱ ବିଜେତା ହେବାର ସ୍ୱପ୍ନ!

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ-୨୦୨୩ର ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଏକ ଶକ୍ତ ଝଟକା । ଇଂଲଣ୍ଡର ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ ଏହି ଐତିହାସିକ ମ୍ୟାଚ । ତେବେ ଏହି ମ୍ୟାଚରେ…

ନୀରଜ ଚୋପ୍ରାଙ୍କୁ ମିଳିଲା କ୍ୟାରିୟରେ ସର୍ବୋଚ୍ଚ ମାନ୍ୟତା, ଜାଭେଲିନ୍ ଫିଙ୍ଗାରେ ହେଲେ ବିଶ୍ୱର ନୂତନ ୧ ନମ୍ବର ଖେଳାଳି

ନୂଆଦିଲ୍ଲୀ: ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ତଥା ଭାରତର ତାରକା ଜେଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା କ୍ୟାରିୟରରେ ହାସଲ କରିଛନ୍ତି ସର୍ବୋଚ୍ଚ ମାନ୍ୟତା । ଭାରତର ପ୍ରଥମ ଟ୍ରାକ୍ ଏବଂ ଫିଲ୍ଡ ଆଥଲେଟ୍ ଭାବେ ନୀରଜ…

୩ ଚମ୍ପିଆନ୍ ଦଳ, ଆଉ ଜଣେ ନବାଗତ: IPL ପ୍ଲେ-ଅଫରେ ଟ୍ରଫି ପାଇଁ ଲାଗିବ ମହାସମର

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଶେଷ ହୋଇଯାଇଛି ଲିଗ ପର୍ଯ୍ୟାୟର ସମସ୍ତ ମ୍ୟାଚ । ଏହାସହିତ ମିଳି ସାରିଛି ପ୍ଲେ-ଅଫ ପାଇଁ ୪ଟି ଶ୍ରେଷ୍ଠ ଦଳ । ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ୧୬ ପଏଣ୍ଟ ପାଇଥିବା…

ଜୁନରୁ ବଦଳିବ Team Indiaର ଜର୍ସି: ‘KILLER’ର ହାତ ଛାଡି ‘ADIDAS’ ସହ ଚୁକ୍ତି କଲା BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଜର୍ସିରେ ହେବ ବଡ ପରିବର୍ତ୍ତନ । ଟିମ ଇଣ୍ଡିଆର କିଟ ସ୍ପନସର କିଲର(Killer) ଏବେ ଭାରତର ହାତ ଛାଡିବାକୁ ଯାଉଛି । ଏଣିକି କିଲର(Killer) ଜାଗାରେ ଭାରତୀୟ ଦଳକୁ ସ୍ପନସର କରିବ ଆଉ…