Browsing Category
ଖେଳ
ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ, ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଟିକେଟ ବିକ୍ରି
କଟକ(ଓଡ଼ିଶା ଭାସ୍କର): ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା ୧୨ ତାରିଖ ଦିନ ଅନୁଷ୍ଠିତ ହେବା ପାଇଁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ପାଇଁ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଟିକେଟ…
ଥୋମାସ କପ ବିଜେତା ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ନିକଟରେ ଥୋମାସ କପ ଉପରେ ବିଜୟ ହାସଲ କରିଛି ଭାରତୀୟ ଦଳ । ତେଣୁ ଏହି ବିଜେତା ଦଳକୁ ସମ୍ବର୍ଦ୍ଧନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚମ୍ପିଆନ ଟିମର ସମସ୍ତ ସଦସ୍ୟଙ୍କୁ ଲୋକସେବା ଭବନରେ ସେ…
ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା: ବାଦ ପଡିଲେ ଅଧିନାୟକ ରାହୁଲ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଅଧିନାୟକ ଦାୟିତ୍ୱରେ ଥିବା କେ.ଏଲ ରାହୁଲ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଅଭ୍ୟାସ ସମୟରେ ଆହତ ହେବାରୁ…
ବଦଳିଲା ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ଫାଇଦା
ନୂଆଦିଲ୍ଲୀ: ଟେଷ୍ଟ ପ୍ଲେୟରମାନଙ୍କ ରାଙ୍କିଙ୍ଗ ଜାରି କରିଛି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ । ଏହି ତାଲିକା ଅନୁସାରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ଏବଂ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ମିଳିଛି ବଡ…
ରଣଜୀ ମ୍ୟାଚରେ ବିରାଟ ରେକର୍ଡ: ସମସ୍ତ ଖେଳାଳିଙ୍କ ବ୍ୟାଟରୁ ଆସିଲା ୫୦+ ସ୍କୋର
ନୂଆଦିଲ୍ଲୀ: ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମ୍ୟାଚରେ ଇତିହାସ ରଚିଛି ବେଙ୍ଗଲ ଟିମ । କ୍ରିକେଟ ଦୁନିଆରେ ଆଜି ପର୍ଯ୍ୟନ୍ତ ହୋଇ ପାରି ନଥିବା ଏକ ଘଟଣା ଆଜିର ମ୍ୟାଚରେ ଘଟିଯାଇଛି । ପ୍ରଥମ ବ୍ୟାଟ୍ସମ୍ୟାନରୁ ଆରମ୍ଭ କରି…
ଟିମ ଇଣ୍ଡିଆ ପାଇଁ ଖୁସି ଖବର: ଲମ୍ବା ସମୟ ପରେ ଦଳକୁ ଫେରିଲେ ଷ୍ଟାର ଅଲରାଉଣ୍ଡର
ନୂଆଦିଲ୍ଲୀ: ସାଉଥ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ମିଳିଛଇ ଖୁସି ଖବର । ଦଳକୁ କମବ୍ୟାକ କରିବାକୁ ଯାଉଛନ୍ତି ଷ୍ଟାର ଅଲରାଉଣ୍ଡର । ଆହତ ଯୋଗୁଁ ଦୀର୍ଘ ଦିନ ଧରି ଦଳରୁ ସେ ବାଦ ପଡିଥିଲେ…
ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କଲେ ମିଥାଲି ରାଜ
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଅଧିନାୟକ ମିଥାଲି ରାଜ ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ବୁଧବାର ମଧ୍ୟାହ୍ନ ସମୟରେ ଏନେଇ ମିଥାଲି ଘୋଷଣା କରିଛନ୍ତି । ଏହା ସହିତ…
IND vs SA: ଟି-୨୦ କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପଲ୍ଲା ଭାରି, ଦେଖନ୍ତୁ ଦୁଇ ଦଳର ରେକର୍ଡ
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ଅନେକ…
ସମସ୍ତଙ୍କୁ ସ୍ଥାନ ଦେଇପାରିବି ନାହିଁ: ଉମରାନଙ୍କୁ ନେଇ ଏମିତି କହିଲେ ଦ୍ରାବିଡ
ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ସିରିଜକୁ ଆଉ ମାତ୍ର ୨ ଦିନ ଅପେକ୍ଷା ରହିଛି । ଆସନ୍ତା ୯ ତାରିଖରୁ ଉଭୟ ଦେଶ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ । ତେବେ ଏହି ସିରିଜରେ ଜଣେ ନୂଆ ବୋଲରଙ୍କୁ ପାଇବ…
ଡେବ୍ୟୁରେ ଡବଲ ସେଞ୍ଚୁରୀ: ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଦଳରେ ପାଇଥିଲେ ସ୍ଥାନ
ନୂଆଦିଲ୍ଲୀ: ମୁମ୍ବାଇ-ଉତ୍ତରାଖଣ୍ଡ ମଧ୍ୟରେ ଜାରି ରହିଛି ରଣଜୀ ମ୍ୟାଚର କ୍ୱାର୍ଟର ଫାଇନାଲ ମ୍ୟାଚ । ପ୍ରଥମ ପାଳିରେ ୫୦୦ ରନର ଏକ ବିଶାଳ ସ୍କୋର କରିବା ପରେ ଦ୍ୱିତୀୟ ଦିନରେ ଖୁବ ଭଲ ପରିସ୍ଥିତିରେ ରହିଛି ମୁମ୍ବାଇ ।…