Browsing Category

ଖେଳ

କରୋନାକୁ ନେଇ କଠୋର ବିସିସିଆଇ, ଦୁଇ ଟିକା ନେଇଥିବା ଖେଳାଳି  ହିଁ ୟୁଏଇ ଯାଇ ପାରିବେ !

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ଆରମ୍ଭ  ହେବ। ମେ ୪ରେ କରୋନା କେସ୍ ସାମ୍ନାକୁ ଆସିବା ପରେ ବିଶ୍ଵର ସବୁଠୁ ବଡ ଟି-୨୦ ଲିଗକୁ ସ୍ଥଗିତ ରଖିବାକୁ ପଡିଥିଲା। ଲିଗରେ ୬୦ରୁ ୨୯ ମ୍ୟାଚ୍…

ସେମି ଫାଇନାଲ୍ ପରଜାୟର ପ୍ରତିଶୋଧ ନେବାକୁ ଚାହିଁବେ ବଜରଙ୍ଗ ପୁନିଆ, କାଂସ୍ୟ ପଦକ ପାଇଁ ଆଜି ଲଢିବେ

ନୂଆଦିଲ୍ଲୀ: ବଜରଙ୍ଗ ପୁନିଆ(୬୫ କିଗ୍ରା) ସେମି ଫାଇନାଲରେ ହାରିବା ସହିତ କୁସ୍ତିରେ ସ୍ଵର୍ଣ୍ଣ ପଦକ ଜିତିବା ପାଇଁ ଭାରତକୁ ଏବେ ଆହୁରି  ଅପେକ୍ଷା କରିବାକୁ ପଡିବ। ଟୋକିଓରେ ସ୍ଵର୍ଣ୍ଣ ପଦକ ଜିତିବାର ସବୁଠୁ ବଡ…

ଏସୀୟ କ୍ରୀଡାରେ ଜିତିଥିଲେ ସ୍ଵର୍ଣ୍ଣ, ଏବେ ଅଲିମ୍ପିକ୍ସରେ ଆଶା, ଜାଣନ୍ତୁ ସେନାର ଏହି ଅଫିସରଙ୍କ ପୁରା କ୍ୟାରିୟର

ଭୁବନେଶ୍ଵର : ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ ପ୍ରତିଯୋଗିତାରେ ଯୋଗ୍ୟତା  ପର୍ଯ୍ୟାୟ ରାଉଣ୍ଡରେ ଭାରତର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ଇତିହାସ ରଚିଥିଲେ। ସେ ନିଜର ପ୍ରଥମ ପ୍ରୟାସରେ ୮୬.୬୫ ମିଟରର…

ଓଡ଼ିଶା ଫେରିଲେ ଦୂତୀ, ବଖାଣିଲେ ଅଲିମ୍ପିକ୍ ଅନୁଭୂତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ ଯାତ୍ରା ସାରି ଆଜି ଓଡ଼ିଶା ପହଞ୍ଚିଛନ୍ତି ଧାବିକା ଦୂତୀ ଚାନ୍ଦ । ଏହି ଅବସରରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅନେକ ଶୁଭେଚ୍ଛୁ ଓ ସମର୍ଥକ ତାଙ୍କୁ ସ୍ୱାଗତ ଜଣାଇଥିଲେ ।…

ଅଳ୍ପକେ ପଦକ ହରାଇଲେ ଅଦିତି, ତଥାପି ଅଲିମ୍ପିକ୍ସରେ ରଚିଲେ ଇତିହାସ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଗଲ୍ଫର୍ ଅଦିତି ଅଶୋକ ଇତିହାସ ସୃଷ୍ଟି କରିବାରେ ବଞ୍ଚିତ ହୋଇଛନ୍ତି । ଅଳ୍ପକେ ପଦକ ହାତଛଡା କରିଛନ୍ତି ଅଦିତି । ମହିଳା ଏକକ ଷ୍ଟ୍ରୋକ ପ୍ଲେ’ରେ ସେ ଚତୁର୍ଥ ସ୍ଥାନରେ…

‘କୁଛ୍ ତୋ ଲୋଗ୍ କହେଙ୍ଗେ’

ହିନ୍ଦୀରେ ଗୋଟିଏ ଲୋକକଥା ଅଛି ‘କୁଛ୍ ତୋ ଲୋଗ୍ କହେଙ୍ଗେ, ଲୋଗୋଁ କା କାମ ହୈ କେହନା ।’ ଏହି ଉକ୍ତିଟି ସମସ୍ତ ମଣିଷଙ୍କ ପାଇଁ ଯଥାର୍ଥ । ସେ ସାଧାରଣ ଲୋକଟିଏ ହୋଇଥାଉ କି ସମ୍ବିଧାନର ସର୍ବୋଚ୍ଚ ପଦରେ ଅଧିଷ୍ଠିତ…

ଟୋକିଓ ଅଲିମ୍ପିକ୍: ଆଜି ଅପରାହ୍ଣରେ ଭାରତ-ପାକ୍ କଡ଼ା ଟକ୍କର

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକରେ ଭାରତ-ପାକ୍ ଟକ୍କର ଦେଖିବାକୁ ମିଳିବ । ଆଜି ୧୬ତମ ଦିନରେ ଜାଭେଲିନ୍ ଥ୍ରୋରେ ଉଭୟ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଭାରତର ନିରଜ ଚୋପ୍ରା ଓ…

ବର୍ଷା କାରଣରୁ ଶୀଘ୍ର ବନ୍ଦ ହେଲା ତୃତୀୟ ଦିନର ଖେଳ, ଲୋକେଶ ଓ ଜାଡେଜାଙ୍କ ଅର୍ଦ୍ଧଶତକରେ ସୁବିଧାଜନକ ସ୍ଥିତିରେ ଭାରତ

ଓଡ଼ିଶା ଭାସ୍କର ବ୍ୟୁରୋ: ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଘରୋଇ ଇଂଲଣ୍ଡଠୁ ସୁବିଧାଜନକ ସ୍ଥିତିରେ ରହିଛି। ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନର ଖେଳ…

ନଟିଂହାମ ଟେଷ୍ଟ; ଭାରତ ୨୭୮ ରନରେ ଅଲଆଉଟ

ନଟିଂହାମ ଟେଷ୍ଟ: ଭାରତ ପ୍ରଥମ ଇନିଂସରେ ୨୭୮ ରନରେ ଅଲଆଉଟ । ଓପନର ରାହୁଲ ଓ ଅଲରାଉଣ୍ଡର ଜାଡେଜାଙ୍କ ଅର୍ଦ୍ଧଶତକୀୟ ଇନିଂସ । ରବିନସନଙ୍କୁ ସର୍ବାଧିକ ୫, ଆଣ୍ଡରସନଙ୍କୁ ୪ଟି ୱିକେଟ । ପ୍ରଥମ ଇନିଂସରେ ଭାରତ,…

ଦୀପକ ପୁନିଆଙ୍କ କୋଚ କଲେ ରେଫରୀଙ୍କୁ ଆକ୍ରମଣ, ଆଇଓସି ନେଲା କାର୍ଯ୍ୟାନୁଷ୍ଠାନ, ରଦ୍ଧ କଲା ମାନ୍ୟତା

ଭାରତୀୟ ରେସଲର ଦୀପକ ପୁନିଆ ଟୋକିଓ ଅଲିମ୍ପିକ ପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି । ଏବେ ତାଙ୍କର ବିଦେଶୀ କୋଚ ମୋରାଡ ଗେଡ୍ରୋଭଙ୍କ ନେଇ ଏକ ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ମ୍ୟାଚ ପରେ ତାଙ୍କୁ ଟୋକିଓ…