Browsing Category

ଖେଳ

ପ୍ରଥମ ଟେଷ୍ଟ: ଲଞ୍ଚ ସୁଦ୍ଧା ଇଂଲଣ୍ଡ ୬୧/୨

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ପ୍ରଥମ ସେସନରେ ସମ୍ମାନ ଭାଗ କରିଛନ୍ତି ଉଭୟ ଦଳ । ପ୍ରଥମ ଦିନର ଲଞ୍ଚ ସୁଦ୍ଧା ଇଂଲଣ୍ଡ ୨୫ ଓଭର ବ୍ୟାଟିଂ କରି ୬୧ ରନରେ ଦୁଇ ୱିକେଟ ହରାଇଛି । ଟସ…

ସେମିରେ ଝୁଣ୍ଟିଲେ ଭାରତୀୟ ମହିଳା; ଶୁକ୍ରବାର ବ୍ରିଟେନ ବିପକ୍ଷରେ ବ୍ରୋଞ୍ଜ ଲଢେଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିବାରୁ ମାତ୍ର ଗୋଟିଏ ପାଦ ପଛରେ ଝୁଣ୍ଟିଛି ଭାରତୀୟ ମହିଳା ହକି ଦଳ । ବୁଧବାର ଅନୁଷ୍ଠିତ ସେମିରେ ଭାରତୀୟ ମହିଳା ଦଳ ଆର୍ଜେଣ୍ଟିନା ନିକଟରୁ ୨-୧ରେ ପରାଜିତ ହୋଇଛି ।…

ଟୋକିଓ ଅଲିମ୍ପିକ୍ସ: ୩ ପଦକ ଜିତି ସାରିଛି ଭାରତ, ଚତୁର୍ଥ ସୁନିଶ୍ଚିତ, ଭାଙ୍ଗିପାରେ ଲଣ୍ଡନ ଅଲିମ୍ପିକ୍ସର ରେକର୍ଡ

ନୂଆଦିଲ୍ଲୀ : ଜାପାନର ରାଜଧାନୀ ଟୋକିଓରେ ଖେଳାଯାଉଥିବା ଟୋକିଓ ଅଲିମ୍ପିକ୍ସ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । କ୍ରୀଡା ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଆଶା କରାଯାଉଥିଲା ଭାରତ ଅଲିମ୍ପିକ ଇତିହାସରେ ସବୁଠୁ ଉନ୍ନତ…

ଦୀପକ ପୁନିଆଙ୍କ ନିକଟରେ ପଦକ ହାସଲର ସୁଯୋଗ; ଆସନ୍ତାକାଲି ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ

ନୂଆଦିଲ୍ଲୀ: ୮୬ କିଗ୍ରା ବର୍ଗରେ ପରାଜିତ ହୋଇଥିବା ଭାରତୀୟ ରେସଲର ଦୀପକ ପୁନିଆଙ୍କ ନିକଟରେ ପଦକ ହାସଲର ସୁବର୍ଣ୍ଣ ସୁଯୋଗ ରହିଛି । ଆସନ୍ତା କାଲି ବ୍ରୋଞ୍ଜ ପଦକ ମୁକାବିଲାରେ ଉପନୀତ ହେବେ ଭାରତୀୟ କୁସ୍ତିଯୋଦ୍ଧା ଦୀପକ…

LIVE IND vs ENG: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବାଦ୍ ପଡ଼ିଲେ ଅଶ୍ୱିନ୍

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଆରମ୍ଭ ହୋଇଯାଇଛି । ଇଂଲଣ୍ଡ ଜିତିବା ପରେ ଭାରତ ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ଟିମ୍ ରେ ଆଶ୍ଚର୍ଯ୍ୟ କରିବା…

କୁସ୍ତି ଫାଇନାଲରେ ରବି ଦାହିଆ, ଭାରତ ପାଇଁ ସୁନିଶ୍ଚିତ କଲେ ଚତୁର୍ଥ ପଦକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ୧୨ତମ ଦିନ ଭାରତ ପାଇଁ ସଫଳତାର ଦିନ ହୋଇଛି । କୁସ୍ତିରେ ଫାଇନାଲରେ ପ୍ରବେଶ କଲେ ରେସଲର ରବି ଦାହିଆ । ଏଥିସହ ରବି ଭାରତ ପାଇଁ ଚତୁର୍ଥ ପଦକ ସୁନିଶ୍ଚିତ କରିଛନ୍ତି । ସେମି ଫାଇନାଲରେର…

ଅକ୍ଟୋବର୍ ୨୪ରେ ଭାରତ-ପାକିସ୍ତାନ ମଧ୍ୟରେ ହେବ କଡ଼ା ଟକ୍ଟର୍

ନୂଆଦିଲ୍ଲୀ: ଅକ୍ଟୋବର୍ ୨୪ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି କଡ଼ା ଟକ୍ଟର୍ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦେଶ ମୁହାଁମୁହିଁ ହେବେ । ତେବେ ଏଥିରେ ଉଭୟ ଦଳ ଗୋଟିଏ ଗ୍ରୁପ୍ ରେ…

ଲଭଲୀନାଙ୍କ ପରାଜୟ: ବ୍ରୋଞ୍ଜରେ ହେବେ ସନ୍ତୁଷ୍ଟ

ନୂଆଦିଲ୍ଲୀ: ସେମିଫାଇନାଲରେ ଲଭଲୀନାଙ୍କ ପରାଜୟ ହୋଇଛି । ବକ୍ସିଂ ସେମିଫାଇନାଲ୍ ରେ ହାରିଯାଇଛନ୍ତି ଲଭଲୀନା । ତୁର୍କି ପ୍ରତିଦ୍ୱନ୍ଦୀ ବୁସେନାଜ୍ ସୁରମେନେଲୀଙ୍କ ସହ ମୁକାବିଲାରେ ହାରିଛନ୍ତି ଲଭଲୀନା । ତୁର୍କି…

ଲଭଲୀନାଙ୍କ ମ୍ୟାଚ୍ ପାଇଁ ସ୍ଥଗିତ ହେବ ବିଧାନସଭା

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବକ୍ସର ଲଭଲୀନାଙ୍କର ଦମ ଦେଖିବାକୁ ମିଳିବ । ତେବେ ଖାସ୍ କଥା ହେଉଛି ଲଭଲୀନାଙ୍କ ଖେଳ ଦେଖିବା ପାଇଁ ୩୦ ମିନିଟ ସ୍ଥଗିତ ରହିବ ଆସାମ ବିଧାନସଭା । କେବଳ ଆସାମ ନୁହେଁ…

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ: ପ୍ରଥମ ମ୍ୟାଚ ପାଇଁ କୋହଲିଙ୍କ ଖେଳାଳି ଚୟନ ଉପରେ ସମସ୍ତଙ୍କ ନଜର

ନଟିଂହାମ: ସ୍ଥାନୀୟ ଟ୍ରେଣ୍ଟବ୍ରିଜରେ ବୁଧବାର ଠାରୁ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ- ଇଂଲଣ୍ଡ ଟେଷ୍ଟ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ପାଇଁ ଅଧିନାୟକ ବିରାଟ କୋହଲିଙ୍କ ଦଳ ଚୟନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ…