Browsing Category
ଖେଳ
୨୩ ବର୍ଷ ପରେ ପ୍ରଥମ ଘଟଣା: ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ୬ ଦିନିଆ ଟେଷ୍ଟ ମ୍ୟାଚ
ନୂଆଦିଲ୍ଲୀ: କ୍ରିକେଟ ଇତିହାସର ଦୀର୍ଘ ୨୩ ବର୍ଷର ବ୍ୟବଧାନ ପରେ ଏକ ନୂଆ ଘଟଣା ଦେଖିବାକୁ ମିଳିବ । ଦୁଇ ରାଷ୍ଟ୍ର ମଧ୍ୟରେ ୬ ଦିନିଆ ଟେଷ୍ଟ ମ୍ୟାଚ ଖେଳାଯିବ । ସେପ୍ଟେମ୍ବର ୧୮ ତାରିଖରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା…
ଟେଷ୍ଟ କ୍ରିକେଟର ମର୍ଯ୍ୟାଦା ରକ୍ଷା କରିବ ICC! ବିସିସିଆଇ ବି ରାଜି, ଖେଳାଳିଙ୍କୁ ମିଳିବ ଅଧିକ ଦରମା
ନୂଆଦିଲ୍ଲୀ: ଦିନକୁ ଦିନ କ୍ରିକେଟରେ ଟେଷ୍ଟ ଫର୍ମାଟର କ୍ରେଜ କମିବାରେ ଲାଗିଛି । କ୍ରିକେଟ ଫ୍ୟାନ୍ସ ଏବେ ସବୁଠୁ ଛୋଟ ଏବଂ ଧମାକାଦାର ଫର୍ମାଟ ଟି-୨୦ ପ୍ରତି ଆକୃଷ୍ଟ ହେଉଛନ୍ତି । ତେବେ ଏଥିପାଇଁ ଅଧିକରୁ ଅଧିକ ଟି-୨୦…
କ୍ଷମା ମାଗିଲେ ଦିନେଶ କାର୍ତ୍ତିକ, କ୍ୟାପଟେନ କୁଲଙ୍କ ସହ ଜଡିତ ଏ ମାମଲା, କହିଲେ – ଭୁଲ ହୋଇଯାଇଛି ….
ଓଡିଶା ଭାସ୍କର: ଭାରତୀୟ କ୍ରିକେଟ ଦଳର ପୂର୍ବତନ ୱିକେଟରକ୍ଷକ ବ୍ୟାଟର ଦିନେଶ କାର୍ତ୍ତିକଙ୍କୁ ହଠାତ ସାର୍ବଜନୀନ ଭାବରେ କ୍ଷମା ପ୍ରାର୍ଥନା କରିବାକୁ ପଡିଛି । ଏହି ଷ୍ଟାଇଲିସ ବ୍ୟାଟର କହିଛନ୍ତି ଯେ ତାଙ୍କର ଅଜାଣତରେ…
ଗୋଟିଏ କି ଦୁଇଟି ନୁହେଁ ୪ଟି ସ୍ୱର୍ଣ୍ଣ ପଦକ ଜିତିଲା ଭାରତ; ୧୭ ବର୍ଷରୁ କମ୍ କୁସ୍ତିରେ କମାଲ କଲେ ଝିଅ
ନୂଆଦିଲ୍ଲୀ: ୧୭ ବର୍ଷରୁ କମ୍ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍ ୨୦୨୪ରେ ବିଶ୍ୱରେ ଦେଶର ନାଁ ରଖିଲେ କୁସ୍ତିଯୋଦ୍ଧା। ୧୭ ବର୍ଷରୁ କମ୍ ବିଶ୍ୱ କୁସ୍ତିରେ ଭାରତ ଜିତିଲା ୪ଟି ସ୍ୱର୍ଣ୍ଣ ପଦକ। ଏହା ସହ ସେ ୨ଟି କାଂସ୍ୟ ପଦକ।…
Virat Kohli: ସିନେମାକୁ ନ ଆସନ୍ତୁ ବିରାଟ, ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଦେଲେ ବଡ ବୟାନ
ଓଡିଶା ଭାସ୍କର: କ୍ରିକେଟ ଜଗତର ସୁପରଷ୍ଟାର କିଙ୍ଗ କୋହଲି, ବିଜ୍ଞାପନରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ମାତ୍ର ବିରାଟ ଆଜି ପର୍ଯ୍ୟନ୍ତ ଅଭିନୟରେ ସମ୍ପୂର୍ଣ୍ଣ ଭୂମିକା ନିଭାଇ ନାହାନ୍ତି । ଯଦିବା ସେ ଭଲ ଅଭିନୟ…
ଛାଡ଼ପତ୍ର ପରେ ତୃତୀୟ ବିବାହ କରିଥିଲେ ସ୍ୱାମୀ; ଏବେ କାହା ସହ ଜୀବନ ବିତାଉଛନ୍ତି ସାନିଆ ମିର୍ଜା?
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ସବୁବେଳେ ତାଙ୍କ ଖେଳ ପାଇଁ ସେ ଖୁବ୍ ଚର୍ଚ୍ଚାରେ ରୁହନ୍ତି । ସାନିଆଙ୍କୁ ୨୦୨୪ ଆରମ୍ଭରେ ଏକ ବଡ଼ ଝଟକା ଲାଗିଥିଲା, ଯେତେବେଳେ ତାଙ୍କ ପୂର୍ବତନ ସ୍ୱାମୀ ସୋଏବ…
ୟ୍ୟୁଟୁବରେ ରୋନାଲଡୋଙ୍କ ରାଜ୍, ୨୪ ଘଣ୍ଟାରେ ୧୦ ନିୟୁତ ସବଷ୍କ୍ରାଇବର୍,କଣ୍ଟେଣ୍ଟ କ୍ରିଏଟର ଭାବରେ ଆରମ୍ଭ କଲେ ନୂଆ କ୍ୟାରିଅର
ଓଡିଶା ଭାସ୍କର: ଗତ ଦୁଇ ଦଶନ୍ଧି ଧରି ଫୁଟବଲକୁ ନିଜ ମାୟାଜାଲରେ ଫସାଇଥିବା ପର୍ତ୍ତୁଗାଲ ଷ୍ଟାର ତଥା ସେ ଦେଶର ହୀରା ଖ୍ରୀଷ୍ଟିଆନ ରୋନାଲଡୋ ସର୍ବକାଳୀନ ଶ୍ରେଷ୍ଠ କ୍ରୀଡାବିତ ଭାବରେ ବେଶ୍ ଖ୍ୟାତ । ଫୁଟବଲରେ ସେ ଯେମିତି…
ଡାଇମଣ୍ଡ ଲିଗ୍ ଫାଇନାଲରେ ସ୍ଥାନ ପାଇଲେ ନୀରଜ ଚୋପ୍ରା; ଫିଙ୍ଗିଲେ ସିଜନର ଶ୍ରେଷ୍ଠ ଥ୍ରୋ
ନୂଆଦିଲ୍ଲୀ: ଅଗଷ୍ଟ ୨୨ ତାରିଖ ଗୁରୁବାର ଲଉସାନ୍ ଡାଇମଣ୍ଡ ଲିଗ୍ ରେ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରି ସିଜନର ଶ୍ରେଷ୍ଠ ଥ୍ରୋ ୮୯.୪୯ ମିଟର ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ…
ଅବସର ନେଉଛନ୍ତି କେଏଲ ରାହୁଲ!; ସୋସିଆଲ ମିଡିଆରେ କରିଲେ ଏପରି ପୋଷ୍ଟ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେଏଲ୍ ରାହୁଲ ସୋସିଆଲ ମିଡିଆରେ ଏକ ରହସ୍ୟମୟ ପୋଷ୍ଟ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରି ଅପଡେଟ୍ କରିଛନ୍ତି, ଯାହା ପରେ ତାଙ୍କ ଅବସରକୁ ନେଇ…
ଭାରତୀୟ ହକି ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧନା: ପ୍ରତ୍ୟେକଙ୍କୁ ୧୫ ଲକ୍ଷ, ଓଡ଼ିଆ ଖେଳାଳି ଅମିତ୍ଙ୍କୁ ମିଳିଲା ୪ କୋଟି
ଭୁବନେଶ୍ବର: ଭାରତୀୟ ହକି ଦଳର ଖେଳାଳିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଦିଆଯିବା ସହ ଓଡ଼ିଆ ଖେଳାଳି ଅମିତ୍ଙ୍କୁ ୪ କୋଟି ମିଳିଛି, ଗୋଲକିପର ଶ୍ରୀଜେସ୍ଙ୍କୁ…