Browsing Category

ଖେଳ

(Video): ଶାଢ଼ି ପିନ୍ଧି ସ୍ୱାମୀଙ୍କ ସହ ହକି ଖେଳିଲେ ତାପସୀ ପନ୍ନୁ, ଷ୍ଟାଇଲିଶ୍ ଲୁକରେ ଜିତିଲେ ଫ୍ୟାନ୍ସଙ୍କ ହୃଦୟ

ଓଡ଼ିଶା ଭାସ୍କର: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁ । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ତାଙ୍କ ସ୍ୱାମୀ ମାଥିଆସ ବୋଇ(Mathias Boe)ଭାରତୀୟ ବ୍ୟାଡମିଣ୍ଟନ କୋଚ୍ ଭାବେ ଯାଇଥିଲେ । ସ୍ୱାମୀଙ୍କୁ ଉତ୍ସାହିତ…

ଚାଲିବା ପାଇଁ ସାହାରା ଲୋଡ଼ୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ କ୍ରିକେଟର ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସାଙ୍ଗ ବିନୋଦ କାମ୍ବଲିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦିନେ କ୍ରିକେଟ ମଇଦାନରେ ଯିଏ ରନ୍ ସଂଗ୍ରହ କରିବାରେ…

ଇଂଲଣ୍ଡ ପାଇଁ ଖେଳିଥିଲେ ୧୦୦ଟି ଟେଷ୍ଟ ମ୍ୟାଚ୍‌, ୫୫ ବର୍ଷ ବୟସରେ Graham Thorpeଙ୍କ ନିଧନ

ନୂଆଦିଲ୍ଲୀ: ଇଂଲଣ୍ଡର ପୂର୍ବତନ କ୍ରିକେଟର ଗ୍ରାହାମ ଥୋର୍ପ(Graham Thorpe)ଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଏନେଇ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ଼(ECB) ପକ୍ଷରୁ ସୂଚନା ଦିଆଯାଇଛି…

ପ୍ୟାରିସ ଅଲିମ୍ପିକ୍ସ: ଇତିହାସ ରଚିଲେ ଅବିନାଶ ସାବଲେ, ପ୍ରଥମ ଭାରତୀୟ ଭାବେ ୩୦୦୦ ମିଟର ଷ୍ଟିପଲଚେଜ୍ ଫାଇନାଲରେ ପହଞ୍ଚିଲେ

ନୂଆଦିଲ୍ଲୀ: ପ୍ୟାରିସ ଅଲମ୍ପିକ୍ସର ଦଶମ ଦିନର ଖେଳ ସମାପ୍ତ ହୋଇଛି । କିଛି କ୍ରୀଡ଼ାରେ ଭାରତୀୟ ଆଥଲେଟ୍ସ ନିରାଶ ହୋଇଥିବା ବେଳେ ଆଉ କିଛି ବିଭାଗରେ ସଫଳତା ମିଳିଛି । ତେବେ ଦଶମ ଦିନସରେ ଭାରତୀୟ ଆଥଲେଟ୍ ଅବିନାଶ ସାବଲେ…

କାଂସ୍ୟ ଲକ୍ଷ୍ୟଭେଦ କରିପାରିଲେନି ଲକ୍ଷ୍ୟ ସେନ, ଜିତୁ ଜିତୁ ହାରିଗଲେ ମ୍ୟାଚ

ନୂଆଦିଲ୍ଲୀ: ଲକ୍ଷ୍ୟ ସେନଙ୍କୁ ବ୍ୟାଡମିଣ୍ଟନ ମେନ୍ସ ସିଙ୍ଗଲ୍ସ ବ୍ରୋଞ୍ଜ ମେଡାଲ ମୁକାବିଲାରେ ମାଲେସିଆର ଲି ଜି ଜିୟାଙ୍କଠାରୁ ହାରିବାକୁ ପଡିଛି । ଏହି ହାରିବାରେ ଲକ୍ଷ୍ୟଙ୍କୁ ମେଡାଲ ଜିତିବାର ସ୍ୱପ୍ନ ଭାଙ୍ଗି ଚୁରମାର…

ହ୍ୟାଟ୍ରିକ୍ ସହ ୫ ଓ୍ଵିକେଟ୍ ଓ ୨୨ ବଲ୍‌ରେ ୫୧ ରନ୍; ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ କରି ଚର୍ଚ୍ଚାରେ ସାମ୍ କୁରାନ୍

ନୂଆଦିଲ୍ଲୀ: ହାଣ୍ଡ୍ରେଡ୍ ଲିଗ୍ ର ଏହି ୧୫ତମ ମ୍ୟାଚ୍ ରେ ଓଭାଲ୍ ଇନଭିକେବଲ୍ସ୍ ପ୍ରଥମେ ଖେଳି ୧୦୦ ବଲ୍ ରେ ୧୪୭ ରନ୍ କରିଥିଲା। ସାମ୍ କୁରାନ୍ ବ୍ୟାଟିଂ କରିବାକୁ ଆସିଥିବା ବେଳେ ତାଙ୍କ ଦଳ ୬୬ ବଲ୍ ଖେଳି ୩ ୱିକେଟ୍…

ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ର ଅବ୍ୟବସ୍ଥାରେ ହନ୍ତସନ୍ତ ଖେଳାଳି; ଘାସ ପଡ଼ିଆରେ ଗାମୁଛା ପକାଇ ଶୋଇଲେ ସ୍ୱର୍ଣ୍ଣ ପଦକ ବିଜେତା

ନୂଆଦିଲ୍ଲୀ: କ୍ରୀଡ଼ା ଆୟୋଜନ ବ୍ୟତୀତ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ମଧ୍ୟ ଏହାର ଖରାପ ପରିଚାଳନା ପାଇଁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ସେନ୍ ନଦୀ ପ୍ରସଙ୍ଗ, ତା'ପରେ ପ୍ରବଳ ଗରମ, ତା'ପରେ…

Ind vs SL: ଶ୍ରୀଲଙ୍କା ଗଡକୁ ଭେଦ କରି ପାରୁନି ଭାରତ, ଲଜ୍ଜାଜନକ ପ୍ରଦର୍ଶନ ଜାରି ରହିଛି, ପରାଜୟ ପାଇଁ ଏହି ୫ ଟି କାରଣ ଦାୟୀ…

ଓଡିଶା ଭାସ୍କର: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୩୨ ରନରେ ପରାସ୍ତ ହୋଇଛି । ଭାରତ ସାମ୍ନାରେ ସିଂହଳୀ ଦଳ ମାତ୍ର ୨୪୧ ରନର ବିଜୟ ଲକ୍ଷ୍ୟ ରଖିଥିଲା । ତଥାପି ପରାଜୟର ସାମ୍ନା କରିଛି ରୋହିତ ସେନା ।…

ଭାରତୀୟ ହକି ଦଳକୁ ଲାଗିଲା ଶକ୍ତ ଝଟକା, ସେମିଫାଇନାଲରେ ଖେଳିବେନି ଓଡିଆ ପୁଅ ଅମିତ ରୋହିଦାସ

ଓଡିଶା ଭାସ୍କର: ଭାରତୀୟ ହକି ଦଳର ଷ୍ଟାର ଖେଳାଳି ଅମିତ ରୋହିଦାସଙ୍କ ଉପରେ ଲାଗିଛି ଗୋଟିଏ ମ୍ୟାଚ ପାଇଁ ବ୍ୟାନ । ଫଳରେ ଭାରତୀୟ ଦଳର ଏହି ମହତ୍ତ୍ୱପୂର୍ଣ୍ଣ ଖେଳାଳି ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ମ୍ୟାଚ ଖେଳି ପାରିବେ…

ଅଲିମ୍ପିକ୍ସରେ ନିଜର ପ୍ରଥମ ସ୍ୱର୍ଣ୍ଣ ଜିତି ଟେନିସ ଜଗତରେ ଛାଇ ଗଲେ ନୋବାକ, ଟେନିସର ଗ୍ରାଣ୍ଡସ୍ଲାମଠୁ ଅଲିମ୍ପିକ୍ସ ସ୍ୱର୍ଣ୍ଣ, ଏବେ ସବୁ କିଛି…

ଓଡିଶା ଭାସ୍କର: ନୋବାକ ଜୋକୋବିଚ ଟେନିସ ନାମକ ଖେଳକୁ ସାର୍ଥକ କରି ଦେଇଛନ୍ତି । ଟେନିସ ଜଗତର ସବୁକିଛି ଏବେ ତାଙ୍କ ମୁଣିରେ । ଗ୍ରାଣ୍ଡସ୍ଲାମଠୁ ଆରମ୍ଭ କରି ଏଟିପି ଟୁର ଟାଇଟଲ ପର୍ଯ୍ୟନ୍ତ ସବୁକିଛି ତାଙ୍କ ପାଖରେ ଥିଲା…