Browsing Category

Top Stories

(Video) ଆମେରିକାର ନୂଆ ଶିକ୍ଷାମନ୍ତ୍ରୀ ଲିଣ୍ଡା ହେବା ପରେ ଟ୍ରମ୍ପ ଓ ଲିଣ୍ଡାଙ୍କ ସ୍ୱାମୀଙ୍କ ଏକ ଭିଡିଓ ଭାଇରାଲ ହେଉଛି

ନୂଆଦିଲ୍ଲୀ- ବର୍ତ୍ତମାନ ସାରା ବିଶ୍ୱର ନଜର ଆମେରିକା ଓ ତାର ଭାବି ରାଷ୍ଟ୍ରପତିଙ୍କ ଉପରରେ ରହିଛି । ମଙ୍ଗଳବାର ସେ ଏକ ନୂଆ ଘୋଷଣା କରିଛନ୍ତି । ସେ ୭୬ ବର୍ଷୀୟ ଲିଣ୍ଡା ମେକମୋହନଙ୍କୁ ନିଜ କ୍ୟାବିନେଟର ଶିକ୍ଷାମନ୍ତ୍ରୀ…

OAV ପ୍ରବେଶିକା ପରୀକ୍ଷାର ଆବେଦନ ତାରିଖ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଆଡମିସନ କରିବା ପାଇଁ ପ୍ରବେଶିକା ପରୀକ୍ଷାର ଆବେଦନ ତାରିଖ ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉତ୍ସାହ ଦେଖି ଏହି ନିଷ୍ପତ୍ତି…

(Video) କି ଦୟନୀୟ ଦୃଶ୍ୟ! ପାକିସ୍ତାନରେ ହିନ୍ଦୁ ବ୍ୟକ୍ତିଙ୍କୁ ଅପହରଣ କରି ନିର୍ଯାତନା, ଜଞ୍ଜିରରେ ବନ୍ଧା ହୋଇଥିବା ଶରୀର ଝୁଲୁଛି

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ଛାତି ଥରାଇଦେବା ଭଳି ଖବର । ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଅପହରଣ କରାଯାଇ ଶରୀରକୁ ଜଞ୍ଜିରରେ ବାନ୍ଧି ଦିଆଯାଇଛି । ବ୍ୟକ୍ତିଙ୍କୁ ବନ୍ଧୁକଧାରୀ ବ୍ୟକ୍ତି ଜଗି ରହିବା ସହ ନାନା…

ଭାଗ୍ୟଲକ୍ଷ୍ମୀ ମନ୍ଦିରକୁ ନେଇ ହାଇଦ୍ରାବାଦର ନାମ ହେବ ଭାଗ୍ୟନଗର, RSS ଦେଲା ସ୍ୱୀକୃତି

ନୂଆଦିଲ୍ଲୀ- ବଦଳିଯିବ ହାଇଦ୍ରାବାଦର ନାଁ । ହାଇଦ୍ରାବାଦ ବଦଳରେ ହେବ ଭାଗ୍ୟନଗର । ହାଇଦ୍ରାବାଦର ନାଁ ବଦଳିବା ଦାବିକୁ ନେଇ ଆରଏସଏସ ଓ ବିଜେପିର ଦୃଷ୍ଟିଭଙ୍ଗୀ ସ୍ପଷ୍ଟ ହୋଇଛି । ଆରଏସଏସ ଏହି ନାମ ପରିବର୍ତ୍ତନକୁ…

ରାଜ୍ୟରେ ସହକାରୀ ପରିସଂଖ୍ୟାନ ଅଧିକାରୀ ଓ ପରିସଂଖ୍ୟାନ ସହାୟକ ପଦ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ପୁଣି ଆସିଛି ନିଯୁକ୍ତି ସୁଯୋଗ । ସହକାରୀ ପରିସଂଖ୍ୟାନ ଅଧିକାରୀ ଓ ପରିସଂଖ୍ୟାନ ସହାୟକ ପଦରେ ୧୭୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବେ…

ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା, କାର୍ଯ୍ୟସୂଚୀ ପ୍ରକାଶ କଲା CHSE

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା । +୨ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା CHSE । ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା । ଫେବ୍ରୁଆରୀ…

Breaking- ୨୪ରେ ବାତ୍ୟା ଦାନାର କ୍ଷୟକ୍ଷତି ଆକଳନ କରିବାକୁ ଆସିବେ ୭ ଜଣିଆ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର- ବାତ୍ୟା ଝଡରେ ଉତ୍ତର ଓ ଉତ୍ତର ପୂର୍ବ ଓଡିଶା ବହୁତ କ୍ଷତିଗ୍ରସ୍ତ ହୋଇଛି । ଏହି କ୍ଷୟକ୍ଷତିର ଆକଳନ କରିବାକୁ ୨୪ତାରିଖରେ ଆସିବେ କେନ୍ଦ୍ରୀୟ ଟିମ । ଟିମ ଓଡିଶାରେ ୨୪ରେ ପହଞ୍ଚିବା ପରେ ଅନୁଧ୍ୟାନ କରିବେ…

ଦୁଃଖ ଖବର: ୧୭ ଜଣ ଯବାନ ସହିଦ, ବଡ଼ଧରଣର ଆତଙ୍କୀ ହମଲା

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ପାକିସ୍ତାନର ଖାଇବର ପଖତୁଙ୍ଖୱା (କେବିକେ)ରେ ଏକ ବଡ଼ ଧରଣର ଆତଙ୍କୀ ହମଲା ହୋଇଛି । ବନ୍ନୁ ଜିଲ୍ଲାର ଜନିକେଲ ଅଞ୍ଚଳରେ ଏକ ଆତ୍ମଘାତୀ ହମଲା ପରେ ଆତଙ୍କବାଦୀମାନେ…

(Video) ଜାରିହେଲା ଜଗୁଆରର ନୂଆ logo, ୨୦୨୬ରୁ କମ୍ପାନୀ ନିର୍ମାଣ କରିବ ଇଲେକ୍ଟ୍ରିକ କାର

ନୂଆଦିଲ୍ଲୀ- ବ୍ରିଟିଶ ଲଗ୍ଜୁରୀ କାର ନିର୍ମାତା ଜଗୁଆର ତାର ବହୁ ବର୍ଷ ପୁରୁଣା ଲୋଗୋ ବଦଳି ଦେଇଛି । ଏହି ନୂଆ ଲୋଗୋକୁ ଆଜି କମ୍ପାନୀ ଦୁନିଆ ସାମ୍ନାକୁ ଆସିଛି । ଜଗୁଆରର ନୂଆ ଲୋଗୋକୁ ନେଇ ଇଣ୍ଟରନେଟରେ ଚର୍ଚ୍ଚା । ଗତ…

ଆଇନ ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ, ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଶାପାଟଣାରେ ଏକ ଆଇନ ପାଠ ପଢୁଥିବା ଛାତ୍ରୀଙ୍କ ସହ ଦୁଷ୍କର୍ମ ହେବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ ପରେ ଆପତ୍ତିଜନକ ଭିଡିଓ ଜରିଆରେ ତାଙ୍କୁ…