fbpx
Browsing Category

Top Stories

ଅରବିନ୍ଦ କେଜ୍ରିୱାଲ ମୋଦୀଙ୍କ ବିରୁଦ୍ଧରେ ବାରାଣସୀରୁ ହେବେ ପ୍ରାର୍ଥୀ! ଇଣ୍ଡିଆ ମେଣ୍ଟକୁ ଏହି ବଡ ନେତାଙ୍କ ପରାମର୍ଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲୋକସଭା ନିର୍ବାଚନ ଲଢିବା ଲାଗି ପରାମର୍ଶ ଦେଇଛନ୍ତି । ସମାଜବାଦୀ ପାର୍ଟି ନେତା ଆଇପି ସିଂହ…

ଅଯଥା ଖର୍ଚ୍ଚାନ୍ତରୁ ମୁକ୍ତି! ଆପଣଙ୍କର ବିଜୁଳି ବିଲ୍ ଅଧା ହୋଇଯିବ, ଘରେ ଲଗାନ୍ତୁ କମ୍ ଦାମର ୪ଟି ଡିଭାଇସ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନସାଧାରଣ ଅସହ୍ୟ ତାତିରେ ଛଟପଟ ହେଉଛନ୍ତି । ତେଣୁ ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ଥଣ୍ଡା ପାନୀୟ, ଲସି, ଆଇସକ୍ରିମ, ସରବତ ସେବନ…

ପୁଣି ଏଲଭିସ୍ ଯାଦବଙ୍କ ବଢିଲା ସମସ୍ୟା, ମନି ଲଣ୍ଡରିଂ କେସ୍‌ରେ ଇଡି ଦାଖଲ କଲା FIR

ନୂଆଦିଲ୍ଲୀ: ବିଗ୍ ବସ୍ ଓଟିଟି ୨ ବିଜେତା ତଥା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ସମସ୍ୟା ଥମିବାର ନାଁ ଧରୁନାହିଁ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୌତମ ବୁଦ୍ଧ ପୋଲିସ ପକ୍ଷରୁ ତାଙ୍କ ବିରୁଦ୍ଧରେ ରୁଜୁ ସାପ ଜହର…

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜାର ହତ୍ୟା ମାମଲାରେ କାନାଡାରେ ଗିରଫ ହେଲେ ୩ସନ୍ଦିଗ୍ଧ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜର ହତ୍ୟା ମାମଲାରେ ଶୁକ୍ରବାର ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି କାନାଡା ପୋଲିସ। ଗିରଫ ୩ ସନ୍ଦିଗ୍ଧଙ୍କୁ ଭାରତୀୟ ନାଗରିକ ବୋଲି କହିଛି କାନାଡା। ସେମାନେ ହେଲେ କରଣ…

(Video) ସୂର୍ଯ୍ୟ ପୃଷ୍ଠର ଅଦ୍ଭୂତ ଦୃଶ୍ୟ! ୧୦ ଲକ୍ଷ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଭୀଷଣ ଧମାକା, ESA ଜାରି କଲା ଭିଡିଓ

ନୂଆଦିଲ୍ଲୀ: ୟୁରୋପୀୟ ମହାକାଶ ସଂସ୍ଥା (ଏସା)ର ସୋଲାର ଆର୍ବିଟର ମହାକାଶ ଯାନ ନିକଟରେ ସୂର୍ଯ୍ୟ ପୃଷ୍ଠର ଏକ ବିସ୍ତୃତ ଭିଡିଓ ଜାରି କରିଛି । ଉକ୍ତ ଭିଡିଓରୁ ଆମର ତାରାମାନଙ୍କର ଗତିବିଧି ଓ ସରଞ୍ଚନା ବିଷୟରେ ଅନେକ ଗୁଢ଼…

ଓଡିଶାରେ ଜୟଶଙ୍କର, କର୍ମୀଙ୍କୁ ଦେବେ ଗୁରୁଜ୍ଞାନ

ଭୁବନେଶ୍ୱର: ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ସେ ଆଜି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ପ୍ରୋଗ୍ରାମରେ ଯୋଗ ଦେବାର ସୂଚନା ରହିଛି । ଜୟଶଙ୍କର ଭୁବନେଶ୍ୱର ସମତେ କଟକ…

ନେପାଳରେ ଛପାଯିବ ନୂଆ ୧୦୦ ଟଙ୍କିଆ ନୋଟ୍; ମାନଚିତ୍ରରେ ସାମିଲ କରିବ ଲିପୁଲେଖ, ଲିମ୍ପିଆଧୁରା ଓ କଳାପାଣି

କାଠମାଣ୍ଡୁ: ଶୁକ୍ରବାର କ୍ୟାବିନେଟ୍ ବୈଠକରେ ୧୦୦ ଟଙ୍କିଆ ନୋଟ୍ ରେ ନେପାଳର ଏକ ନୂଆ ରାଜନୈତିକ ମାନଚିତ୍ର ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ନେପାଳ ଶୁକ୍ରବାର ଭାରତର ପ୍ରସିଦ୍ଧ ଅଞ୍ଚଳ ଲିପୁଲେଖ, ଲିମ୍ପିଆଧୁରା…

ପାହାଡ଼ ତଳକୁ ଖସିଲା SUV: ୫ ଜଣଙ୍କ ମୃତ୍ୟୁ, ଜଣଙ୍କ ଅବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା । ଗୋଟିଏ ଏସୟୁଭି ଏକ ପାହାଡ଼ ତଳକୁ ଖସି ପଡ଼ିବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଜଣେ ବ୍ୟକ୍ତିଙ୍କର ଅବସ୍ଥା ଗମ୍ଭୀର ରହିଥିବା…

ଗାନ୍ଧୀ ପରିବାର ପାଇଁ ଆମେଥି ଓ ରାଏବରେଲି ସମାନ: ଇମ୍ରାନ୍ ପ୍ରତାପଗଡ଼ୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଇମ୍ରାନ୍ ପ୍ରତାପଗଡ଼ୀ କହିଛନ୍ତି ଯେ ଆମେଥି ଓ ରାଏବରେଲି କଂଗ୍ରେସ ଦଳ ଏବଂ ଗାନ୍ଧୀ ପରିବାର ପାଇଁ ସମାନ। ବାସ୍ତବରେ ବିଜେପି ନେତାମାନେ ଦାବି କରୁଛନ୍ତି ଯେ ପରାଜୟ…

ସିନେମା ଇତିହାସରେ ଯାହା କେବେ ହୋଇନଥିଲା ତାହା ପ୍ରଭାସ-ଦୀପିକାଙ୍କ ଫିଲ୍ମ ‘Kalki 2898 AD’ରେ ହେବାକୁ ଯାଉଛି

ମୁମ୍ୱାଇ: ସାଉଥ୍ ଇଣ୍ଡିଆ ସୁପରଷ୍ଟାର ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ 'କଲ୍କି ୨୮୯୮ ଏଡି'ର ରିଲିଜକୁ ଅପେକ୍ଷା କରିଛନ୍ତି ସିନେପ୍ରେମି। ପ୍ରତିଦିନ ଫିଲ୍ମ ସହ ଜଡିତ ଅପଡେଟ୍ ସାମ୍ନାକୁ ଆସୁଛି ।…