Browsing Category
Top Stories
ମହାକୁମ୍ଭ: ୫.୫୧ କୋଟି ରୁଦ୍ରାକ୍ଷ, ୧୧,୦୦୦ ତ୍ରିଶୂଳରେ ସଜେଇ ହେବେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ
ପ୍ରୟାଗରାଜ: ମହାକୁମ୍ଭ ପାଇଁ ସଜେଇ ହେଉଛି ପ୍ରୟାଗରାଜ । କୁମ୍ଭମେଳା ଅଞ୍ଚଳର ସେକ୍ଟର-୬ସ୍ଥିତ ବଜରଙ୍ଗ ଦାସ ମାର୍ଗରେ ମୌନି ବାବାଙ୍କ ଏକ ଭବ୍ୟ ଶିବିର ପ୍ରସ୍ତୁତ କରାଯାଉଛି।
ଏଠାରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଭବ୍ୟ…
ଟଏଲେଟରେ ମହିଳାଙ୍କ ସହ DSPଙ୍କ ଅସଦାଚରଣ: ଭାଇରାଲ ହେଉଛି କର୍ଣ୍ଣାଟକ ପୋଲିସର Video
ନୂଆଦିଲ୍ଲୀ: କର୍ଣ୍ଣାଟକର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମହିଳାଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ଏହି ଘଟଣା ମଧୁଗିରି ସବଡିଭିଜନ ସହିତ ଜଡିତ, ଯେଉଁଠାରେ ଜଣେ ମହିଳା ଜମି ବିବାଦ…
ପବନରେ ଫସିଗଲା ପାରାଚ୍ୟୁଟ, ସମୁଦ୍ରରେ ଖସିପଡିଲେ ନୌସେନା ଅଧିକାରୀ
ନୂଆଦିଲ୍ଲୀ: ଅଭ୍ୟାସ ବେଳେ ଖସିପଡିଲେ ଭାରତୀୟ ନୌସେନା ଅଧିକାରୀ । ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ପ୍ରଦର୍ଶନ ସମୟରେ କୌଣସି କାରଣ ପାଇଁ ସମୁଦ୍ରରେ ଖସିପଡିଥିଲେ ଅଧିକାରୀ । ତେବେ ସୌଭାଗ୍ୟବଶତଃ ତାଙ୍କୁ ଘଟଣାସ୍ଥଳରୁ…
ଆଜି ବର୍ଷର ପ୍ରଥମ ଶନିବାର: ଭୁଲରେ ବି କରନ୍ତୁନି ଏହି କାମ, ନଚେତ ରାଗିଯିବେ ଶନି!
ନୂଆଦିଲ୍ଲୀ: ସରିଯାଇଛି ବର୍ଷ 2024 । ସମସ୍ତେ ଉତ୍ସାହର ସହିତ 2025କୁ ସ୍ବାଗତ କରିଛନ୍ତି । ତେବେ ବର୍ଷ ଆରମ୍ଭ ହେବା ପରେ ଆଜି ହେଉଛି ପ୍ରଥମ ଶନିବାର । ନଚେତ ଶନିଦେବ ରୋଷ କରିପାରନ୍ତି ବୋଲି କିଛି ଜୋର୍ତିବିଦ…
ପରମାଣୁ ବୈଜ୍ଞାନିକ ଆର. ଚିଦାମ୍ବରମଙ୍କ ବିୟାଗ, ପୋଖରାନ୍ ପରୀକ୍ଷଣରେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା
ନୂଆଦିଲ୍ଲୀ: ଆରପାରିରେ ବିଶିଷ୍ଟ ପରମାଣୁ ବୈଜ୍ଞାନିକ ଆର. ଚିଦାମ୍ବରମ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।
କିଛି ଦିନରୁ ସେ ବୟସାଧିକ ସମସ୍ୟା ଯୋଗୁଁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ…
ସେନା ଦିବସରେ ଜଲୱା ଦେଖାଇବ ‘ରୋବୋଟିକ୍ ଡଗ୍’, ଜାଣନ୍ତୁ ଏହାର ବିଶେଷତ୍ୱ
ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧୫ରେ ପୁଣେରେ ସେନା ଦିବସ ପାଳନ କରାଯିବ | ପୁଣେରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ |
ଏଥର ଆୟୋଜିତ ହେବାକୁ ଥିବା ଆର୍ମି ଡେ ପ୍ୟାରେଡରେ ବିଶେଷ ଆକର୍ଷଣ ସାଜିବେ…
ରେଳବାଇ ବୋର୍ଡର ବଡ଼ ନିଷ୍ପତ୍ତି, ଦଶମ ପାସ୍ ପ୍ରାର୍ଥୀଙ୍କୁ ମଧ୍ୟ ମିଳିବ ଲେବଲ-୧ ପଦବୀ ପାଇଁ ସୁଯୋଗ
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଲେବଲ-୧ (ପୂର୍ବ ଗ୍ରୁପ୍ ଡି) ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାନଦଣ୍ଡକୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି ରେଳବାଇ ବୋର୍ଡ।
ଏବେ ଦଶମ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀ…
ଜାନୁୟାରୀ ୪ ରେ ପୁଣି ମହଙ୍ଗା ହେଲା ସୁନା, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ରହିଛି ରେଟ୍
ନୂଆଦିଲ୍ଲୀ: ନୂଆ ବର୍ଷରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ଆଜି ୪ ଜାନୁୟାରୀ ୨୦୨୫ ରେ, ୧୦ ଗ୍ରାମ ସୁନା ଦର ୭୫୦ ଟଙ୍କା ମହଙ୍ଗା ହୋଇଛି । ଦେଶର ଅଧିକାଂଶ ସହରରେ ୨୪ କ୍ୟାରେଟ୍ ସୁନା ହାର ପ୍ରାୟ ୭୯,୩୦୦ ଟଙ୍କା…
ହସ୍ପିଟାଲରେ ଭର୍ତ୍ତି ହେଲେ ଯଶପ୍ରୀତ ବୁମ୍ରା, ଅଧିନାୟକ ଭାର ତୁଲାଇଲେ ବିରାଟ
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ସିଡନୀରେ ଖେଳାଯାଉଛି । ଖେଳରେ ଆହତ ହେଲେ ବୁମ୍ରା। ମ୍ୟାଚ୍ ଅଧାରେ ଛାଡ଼ି ହସ୍ପିଟାଲରେ ହେଲେ ଭର୍ତ୍ତି।…
ମୁହଁରେ ଟେପ୍, ଖଟତଳେ ଶବ…ସ୍ତ୍ରୀକୁ ବିଭତ୍ସ ହତ୍ୟା କରି ସ୍ବାମୀ ଫେରାର
ନୂଆଦିଲ୍ଲୀ: ଦିଲ୍ଲୀର ବିନ୍ଦାପୁର ଅଞ୍ଚଳରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀକୁ ହତ୍ୟା କରି ବେଡରେ ଲୁଚାଇଦେଲା ରାକ୍ଷାସ ସ୍ବାମୀ । ଏହାପରେ ଗିରଫ ଭୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣା…