Browsing Category
Top Stories
ଛିଡା ହୋଇ ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ: ଶରୀରରେ ହୋଇପାରେ ଏହିସବୁ ସମସ୍ୟା
ଆପଣ ଅନେକ ସମୟରେ ଗୁରୁଜନ ମାନଙ୍କ ମୁହଁରୁ ଏହି କଥା ନିଶ୍ଚୟ ଶୁଣିଥିବେ ଯେ ଛିଡା ହୋଇ ପାଣି ପିଇବା ଉଚିତ୍ ନୁହେଁ । କିନ୍ତୁ ଆମେ ଏହି କଥାକୁ ପ୍ରାୟତଃ ଅଣଦେଖା କରିଥାନ୍ତି । ସମୟର ଅଭାବ କାରଣରୁ ହେଉ କିମ୍ବା କୌଣସି…
Har Ghar Triranga Abhiyan: କର୍ମଚାରୀଙ୍କ ମାସିକ ଦରମାରୁ ପଇସା କାଟିବ ଭାରତୀୟ ରେଳବାଇ
ନୂଆଦିଲ୍ଲୀ: ହର ଘର ତ୍ରିରଙ୍ଗା ଅଭିଯାନ ପାଳନ ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ ପକ୍ଷରୁ ତ୍ରିରଙ୍ଗା ବଣ୍ଟନ କରାଯାଉଛି । ଏହି ପତାକାର ମ୍ୟୂ ୩୮ ଟଙ୍କା ରହିଥିବା ବେଳେ ରେଳ କର୍ମଚାରୀଙ୍କୁ ଏହାର ମୂଲ୍ୟ ପଇଠ କରିବାକୁ…
ୟୁଜି ପ୍ରବେଶିକ ପରୀକ୍ଷା ଫେଜ-୨ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କଲା ୟୁଜିସି
ନୂଆଦିଲ୍ଲୀ: ୟୁଜି ପ୍ରବେଶିକ ପରୀକ୍ଷା(CUET UG) ଫେଜ-୨ ପାଇଁ ତାରିଖ ଘୋଷଣା କରିଛି ୟୁଜିସି। ଅନେକ ବିଦ୍ୟାର୍ଥୀ ଅଗଷ୍ଟ ୪ରୁ ୬ ହୋବକୁ ଥିବା ଫେଜ-୨ ପରୀକ୍ଷା ପାଇଁ ଆସି ପହଞ୍ଚିଥିଲେ। କିନ୍ତୁ ବୈଷୟିକ ତୃଟି କାରଣରୁ…
ମଦ ପିଇ ଗାଡି ଚଳାଅ ନାହିଁ, ଜେଲରେ ବହୁତ ……….. ଅଭିନବ ଉପାୟରେ ସଚେତନତା ବାର୍ତ୍ତା
ଶ୍ରୀନଗର: ଲୋକ ମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ବର୍ତ୍ତମାନ ଭାରତୀୟ ପୋଲିସ ମାନେ ବହୁତ ମଜାଳିଆ ଆଉ ଅଭିନବ ଉପାୟ ସାମ୍ନାକୁ ଆସିଛି । ତେବେ ଏହି ଧାରରେ ଯୋଡି ହୋଇଛି ଏବେ କୁଲ୍ଲୁ ପୋଲିସ ।…
ପତିଆରା ଦେଖାଇବେ BJD-BJP: ଶାହ-ନବୀନଙ୍କୁ ନେଇ ରାଜନୈତିକ ପାଣିପାଗ ଚଳଚଞ୍ଚଳ
ନୂଆଦିଲ୍ଲୀ: ଆଜି ଓଡ଼ିଶାରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ଆଜି ରାତି ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆସନ୍ତାକାଲି ସକାଳୁ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ । ଏହାପରେ ଅମୃତ ମହୋତ୍ସବ…
Video: ମତେ ସହରେ ପଡିଛି ଖୋଜା…ମୁଁ ୯୯ ରଣୀ ରଜା …୧୦୦ ଜଣଙ୍କୁ ବାହା ହେବି, ଏହା ମୋ ଇଛା
କାକଟପୁର: ଭାରତୀୟ ସମ୍ବିଧାନ ଯେଉଁଠି ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଛି। ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାରତୀୟ ଆଇନରେ ବନ୍ଧା। କିନ୍ତୁ ପୁରୀ ଏମିତି ଏକା ଜାଗା ଯେଉଁଠି ନାରୀମାନଙ୍କ ସ୍ୱାଧୀନତା ଛଡାଇ…
୫ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ତାର ନିଜ ବାପା ମାଆ କାରଣ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ…….
ନାଗପୁର: ବର୍ତ୍ତମାନ ମଧ୍ୟ ସମାଜ ଅନ୍ଧବିଶ୍ୱାସ ଉପରେ ଆଖିବନ୍ଧ କରି ବିଶ୍ୱାସ କରୁଛି । ଏହି ପ୍ରେରିପେକ୍ଷୀରେ ଜଣେ ୫ବର୍ଷର ବାଳିକାକୁ ତାର ବାପା ଆଉ ମାଆ ପିଟି ପିଟି ମାରି ଦେଇଛନ୍ତି ।
ଝିଅ ଉପରେ କଳାଯାଦୁ ହୋଇଛି…
ପ୍ରତିଦିନ କଦଳୀ ଖାଇବା ଦ୍ୱାରା କମିଯାଏ କର୍କଟ ରୋଗ ହେବାର ଆଶଙ୍କା! ରିସର୍ଚ୍ଚରୁ ହେଲା ବଡ଼ ଖୁଲାସା
ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଗର ଲୋକମାନଙ୍କ ପସନ୍ଦର ଖାଦ୍ୟ ହେଉଛି କଦଳି। ଏହା ସ୍ୱାଦିଷ୍ଟ ହେବା ସହିତ ଅନେକ ମାତ୍ରାରେ ପ୍ରୋଟିନ୍ ସହିତ ଭରପୁର୍ ରହିଥାଏ। ଅଧିକତର ଲୋକେ ଦୈନିକ କଦଳି ଖାଇବାକୁ ପସନ୍ଦ କରନ୍ତି । ନିକଟରେ…
ଏହି ସପ୍ତାହରେ କେଉଁ ରାଶିର ବ୍ୟକ୍ତମାନେ ହେବେ ଭଗ୍ୟଶାଳୀ: ଟେରୋ ରାଶିଫଳ ମାଧ୍ୟମରେ ଜାଣନ୍ତୁ ଆପଣଙ୍କ ଭାଗ୍ୟ
ରାଶିରେ ଗ୍ରହ ଚାଳନା ଆପଣଙ୍କ ଭାଗ୍ୟ ଉପରେ ପ୍ରଭାବ ପକାଇଥାନ୍ତି । ଯାହା ଫଳରେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ତେବେ ଅଗଷ୍ଟ ମାସରେ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ତିଥି ବାର ନକ୍ଷତ୍ରକୁ ନେଇ ଗ୍ରହ ଚାଳନାରେ…
ଏଇଟା ଥାନା ନା ପରିବା ହାଟ: ପୋଲିସ ଏଠି ଚାପୁଡ଼ା ପରେ ଚାପୁଡ଼ା ଖାଉଛି, ସାଧାରଣ ଜନତାଙ୍କୁ ସୁରକ୍ଷା ଦେବ କିଏ
ନୂଆଦିଲ୍ଲୀ: ଦିଲ୍ଲୀର ଆଇନ ବ୍ୟବସ୍ଥା ପଦାରେ ପଡ଼ିଛି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଘଟଣାଟି ଆନନ୍ଦ ବିହାର ଥାନାରେ ଘଟିଥିବା ବେଳେ କିଛି ଲୋକ ଜୋରଜବରଦସ୍ତ ଥାନାରେ ପଶି ପୋଲିସ କନଷ୍ଟେବଳଙ୍କୁ ମାଡ଼ ମାରିଛନ୍ତି…