Browsing Category
Top Stories
ND TVର ବରିଷ୍ଠ ସାମ୍ବାଦିକ କମାଲ ଖାନଙ୍କ ପରଲୋକ
ନୂଆଦିଲ୍ଲୀ: ଏନଡି ଟିଭିର ବରିଷ୍ଠ ସାମ୍ବାଦିକ କମାଲ ଖାନ ଆଉ ନାହାନ୍ତି । ଆଜି ସକାଳୁ ହାର୍ଟ ଆଟାକରେ ସେ ପ୍ରାଣ ହରାଇଛନ୍ତି । ସେ ଦୀର୍ଘ ସମୟ ଧରି ପ୍ରିଣ୍ଟ ମିଡ଼ିଆରେ କାର୍ଯ୍ୟ କରିବା ପରେ ଏନଡି ଟିଭିରେ କ୍ୟାରିୟର…
Flipcart ସେଲରେ ଅଫର୍ ବର୍ଷା: ୮ ହଜାରରୁ କମ୍ ଦାମରେ କିଣନ୍ତୁ ସ୍ମାର୍ଟ ଟିଭି, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ରିପବ୍ଲିକ୍ ଡେ ସେଲ୍ କୁ ଗ୍ରାହକ ମାନେ ଅପେକ୍ଷା କରି ରହିଥାନ୍ତି । ଏହି ସମୟରେ ଇ-କମର୍ସ ୱେବସାଇଟ୍ ରେ ପ୍ରଡକ୍ଟସ୍ ଗୁଡ଼ିକ ଉପରେ ଭାରୀ ଡିସକାଉଣ୍ଟ ଦିଆଯାଇଥାଏ । ଇଲୋକ୍ଟ୍ରୋନିକ୍ସ ଜିନିଷ ଠାରୁ ଆରମ୍ଭ…
ନିଯୁକ୍ତି କ୍ଷେତ୍ରରେ ରେକର୍ଡ ସୃଷ୍ଟି କଲା KIIT ବିଶ୍ୱବିଦ୍ୟାଳୟ, ୫ ଜଣଙ୍କୁ ବାର୍ଷିକ ୫୨ ଲକ୍ଷର ପ୍ୟାକେଜ୍ ଅଫର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ଭୁବନେଶ୍ୱର କ୍ୟାମ୍ପସ୍ ନିଯୁକ୍ତି କ୍ଷେତ୍ରରେ ରେକର୍ଡ ହାସଲ କରିଛି । କିଟ ଶିକ୍ଷାନୁଷ୍ଠାନ ୨୭୦ରୁ ଅଧିକ କମ୍ପାନୀରେ…
ଆଜି ମକର ସଂକ୍ରାନ୍ତି, ଜାଣନ୍ତୁ ଏହାର ତିଥି ଓ ଶୁଭ ମୂହୁର୍ତ୍ତ
ନୂଆଦିଲ୍ଲୀ: ସନାତନ ଧର୍ମରେ ମକର ସଂକ୍ରାନ୍ତିର ବହୁତ ମହତ୍ତ୍ୱ ରହିଛି । ପୌଷ ମାସରେ ଯେବେ ସୂର୍ଯ୍ୟ ନିଜ ପୁଅ ଶନିଙ୍କ ରାଶି ଚିହ୍ନ ମକରରେ ପ୍ରବେଶ କରନ୍ତି, ସେବେ ଏହି ପର୍ବକୁ ପାଳନ କରାଯାଏ । ଅର୍ଥାତ୍ ପୃଥିବୀର…
ଭାରତରେ ତୃତୀୟ ଲହରରେ ୨ ଲକ୍ଷରୁ ଅଧିକ ପ୍ରାଣ ହରାଇବେ, ଚିନ୍ତା ବଢ଼ାଇଲା WHOର ସ୍ପେଶାଲ ରିପୋର୍ଟ
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତବର୍ଷରେ ଓମିକ୍ରନର ସଂକ୍ରମଣ ବଢ଼ିଚାଲିଥିବା ବେଳେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଚେତାବନୀ ଦିଆଯାଇଛି । ଗତ ବର୍ଷ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ୨.୪ ଲକ୍ଷ ଲୋକଙ୍କର…
ବୟଫ୍ରେଣ୍ଡ ଠାରୁ ଲୁଚାଇବାକୁ ଚାହୁଁଛନ୍ତି କି ଇନଷ୍ଟାଗ୍ରାମ ପୋଷ୍ଟ୍? ଆପଣାନ୍ତୁ ଏହି ଟ୍ରିକ୍; ବିନା ଡିଲିଟରେ ହୋଇଯିବ କାମ
ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ବର୍ତ୍ତମାନ ସଭିଁଙ୍କ ପସନ୍ଦର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପାଲଟିଛି । ଲଞ୍ଚ ପରଠାରୁ ଏହି ଆପ୍ ଖୁବ୍ ଲୋକପ୍ରିୟ ହୋଇଯାଇଛି । ୨୦୨୧ରେ ସବୁଠାରୁ ଅଧିକ ଇନଷ୍ଟାଗ୍ରାମ ୟୁଜର୍ସଯୁକ୍ତ ଦେଶ…
କରୋନା ତାଣ୍ଡବ; ଆଜି ୨.୬୪ ଲକ୍ଷ ପଜିଟିଭ ଚିହ୍ନଟ, ୫୭୫୩କୁ ବଢ଼ିଲା ଓମିକ୍ରନ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୬୪ ହଜାର ୨୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା କାଲି ତୁଳନାରେ ୬.୭ ପ୍ରତିଶତ ଅଧିକ…
ଟ୍ରେନରେ ଅନ୍ୟ ସହରକୁ ପଠାଇବାକୁ ଚାହୁଁଛନ୍ତି କି ବାଇକ୍? ଜାଣନ୍ତୁ କଣ ରହିଛି ପ୍ରକ୍ରିୟା ଓ କେତେ ଲାଗିବ ଭଡ଼ା…
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ହେଉଛି ଦୁନିଆର ଚତୁର୍ଥ ସର୍ବବୃହତ୍ ରେଳ ନେଟୱର୍କ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ୍ ରେ ଯାତ୍ରା କରିଥାନ୍ତି । ହେଲେ କଣ ଆପଣ ଜାଣନ୍ତି କି ଆପଣ ଟ୍ରେନ୍ ଦ୍ୱାରା ନିଜର ବାଇକ୍ କୁ…
ଆଜି ରାଜ୍ୟରୁ ୪ଟି ମୁଣ୍ଡ ନେଲା ଭାଇରସ୍: ପୁଣି ୧୦ ହଜାର ଉପରେ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…
Vedanta ହାତକୁ ଯାଇପାରେ BPCL, କେନ୍ଦ୍ର ସରକାର ପ୍ରତ୍ୟାହାର କରିବେ ୫୩ ପ୍ରତିଶତ ଅଂଶଧନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ଜାତୀୟ ମୁଦ୍ରୀକରଣ ପାଇପଲାଇନ (ଏନଏମପି) ପ୍ରକ୍ରିୟାକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ପୂର୍ବରୁ ଅନେକ କ୍ଷେତ୍ରର ଘରୋଇକରଣ ସରିଥିବା ବେଳେ ଆଗକୁ କିଛି କିଛି ସଂସ୍ଥା…